ଦ ସାୟଲେନ୍ସ୍ ଅଫ୍ ଦ ଲାମ୍ବ୍ସ୍

ଉଇକିପିଡ଼ିଆ‌ରୁ
The Silence of the Lambs director=Jonathan Demme
ପ୍ରଯୋଜକ{{ Kenneth Utt * Edward Saxon * Ron Bozman }}
ଚିତ୍ରନାଟ୍ୟTed Tally
ମୂଳ ଆଧାରThe Silence of the Lambs 
by Thomas Harris
କଳାକାରଛାଞ୍ଚ:Plain list
ସଙ୍ଗୀତHoward Shore
ଚିତ୍ରଗ୍ରହଣTak Fujimoto
ସମ୍ପାଦକCraig McKay
Production
company
Strong Heart/Demme Production
ବିତରକOrion Pictures
ମୁକ୍ତିଲାଭ ତାରିଖ
ଛାଞ୍ଚ:1991
କଥାଚିତ୍ରର ସମୟ
118 minutes[୧]
ଦେଶUnited States
ଭାଷାEnglish
ଖର୍ଚ୍ଚ$19 million[୨]
ମୋଟ ଆୟ$272.7 million[୨]

ଦ ସାୟଲେନ୍ସ୍ ଅଫ୍ ଦ ଲାମ୍ବ୍ସ୍ ୧୯୯୧ ମସିହା ରେ ମୁକ୍ତିଲାଭ କରିଥିବା ଏକ ଆମେରିକୀୟ ଚଳଚ୍ଚିତ୍ର ।[୩] ଏହି ଚଳଚ୍ଚିତ୍ରଟି ଜୋନଥନ୍ ଦେମଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା । ଏହାର କାହାଣୀଟି ୧୯୮୮ ମସିହାରେ ଥୋମସ୍ ହାରିସ୍‌ ଙ୍କଦ୍ୱାରା ରଚିତ ଉପନ୍ୟାସ ଉପରେ ଆଧାରିତ ।

ମୂଖ୍ୟ ଭୂମିକାରେ ଜୋଦି ଫୋଷ୍ଟର୍, ଆନ୍ଥୋନି ହୋପ୍କିନ୍ସ୍, ସ୍କଟ୍ ଗ୍ଲେନ୍, ଟେଡ୍ ଲେୱିନ୍ ଏବଂ ଅନ୍ଥୋନି ହେଆଲ୍ଡ ଅଭିନୟ କରିଛନ୍ତି।


ଚଳଚ୍ଚିତ୍ରଟିରେ ଜଣେ ଏଫ୍.ବି.ଆଇ ଅଧିକାରୀ ଜେଲ୍ରେ ବନ୍ଦୀ ଥିବା ଡାଃ. ହାନ୍ନିବାଲ୍ ଲେକ୍ଟର୍ ନାମକ କଏଦୀର ସହଯୋଗରେ ବୁଫାଲୋ ବିଲ୍ ନାମକ ସିରିଆଲ୍ କିଲରକୁ ଧରିବାରେ ସଫଳତାର କାହଣୀକୁ ବର୍ଣ୍ଣନା କରାଯାଇଛି।

ଆମେରିକୀୟ ସସ୍ଥା ୟୁ.ଏସ୍ ଲାଇବ୍ରେରୀ ଆଫ୍ କଂଗ୍ରେସଦ୍ୱାରା ଏହି ଚଳଚ୍ଚିତ୍ରଟିକୁ ଏକ ମହତ୍ତ୍ୱପୂର୍ଣ୍ଣ ଚଳଚ୍ଚିତ୍ରର ମାନ୍ୟତା ଦେଇଛନ୍ତି ।[୪]


References[ସମ୍ପାଦନା]

  1. "The Silence of the Lambs". British Board of Film Classification. Retrieved September 20, 2013.
  2. ୨.୦ ୨.୧ "The Silence of the Lambs (1991)". Box Office Mojo. Retrieved November 30, 2014.
  3. The Silence of the Lambs, retrieved 2019-02-17
  4. "Lambs added to US movie archive" (in ବ୍ରିଟିଶ୍‌ ଇଂରାଜୀ). 2011-12-28. Retrieved 2019-02-17.