ଦଅଣା

ଉଇକିପିଡ଼ିଆ‌ରୁ
(ଦୟଣାରୁ ଲେଉଟି ଆସିଛି)

ଦଅଣା (ଦଏଣା ବା ଦୟଣା ନାମରେ ମଧ୍ୟ ଜଣା; ଇଂରାଜୀ ଅକ୍ଷରାନ୍ତରୀକରଣ: Da-ana, "Daona" କିମ୍ବା "Dayana"; ଇଂରାଜୀ: Thyme; ବୈଜ୍ଞାନିକ ନାମ: Artemisia indica, Artemisia chinensis, Artemisia latifolia) ଏକ ସୁବାସିତ ପତ୍ର ଥିବା ଏକ ଗୁଳ୍ମ । ଏହା ବଡ଼ସିଂହାର ବେଶରେ ଜଗନ୍ନାଥଙ୍କ ମଥା ସଜାଇବାରେ ବାକି ପତ୍ର-ଫୁଲମାନଙ୍କ ସହିତ ଲାଗିଥାଏ । ଏହାର ପତ୍ରର ପକ୍ଷ ଚିନ୍ନ ଓ ନିମ୍ନଭାଗ ଲୋମଶ । ଏହାର ଆଉ ଏକ ଜାତିର ପତ୍ରକୁ "ଚୋରିଦଅଣା" କୁହାଯାଏ ।[୧]

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର (୧୯୩୨). ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (PDF). କଟକ: ବିଶ୍ୱନାଥ କର.

ଅଧିକ ପଠନ[ସମ୍ପାଦନା]