Jump to content

ଦାନ୍ତା ରାଜ୍ୟ

ଉଇକିପିଡ଼ିଆ‌ରୁ
ଦାନ୍ତା ରାଜ୍ୟ
દાંતા રિયાસત
Princely State of British India
1061–1948

Flag of Danta

Flag

History
  Established 1061
  Independence of India 1948
Area
  1901 ୮୯୮.୭୩ km2 (୩୪୭ sq mi)
Population
  1901 ୧୮,୦୦୦ 
Density ୨୦ /km2  (୫୧.୯ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
ଦାନ୍ତା ମହାରାଣାଙ୍କ ପତାକା 

ଦାନ୍ତା ରାଜ୍ୟ[] ଏକ ରାଜକୀୟ ରାଜ୍ୟ ଯାହା ବ୍ରିଟିଶ ଶାସନକାଳରେ ମାହି କାନ୍ଥ ଏଜେନ୍ସି ଅଧୀନରେ ରହିଥିଲା । ବର୍ତ୍ତମାନ ଗୁଜରାତ ରାଜ୍ୟର ବନାଶକନ୍ଥା ଜିଲ୍ଲାରେ ଥିବା ଦାନ୍ତା ସହର ଏହି ରାଜ୍ୟର ରାଜଧାନୀ ଥିଲା । 

ଇତିହାସ 

[ସମ୍ପାଦନା]

 ଦାନ୍ତା ରାଜ୍ୟ 1068 ମସିହାରେ ସ୍ଥାପିତ ହେଇଥିଲା । ଏହି ରାଜ୍ୟ ହିନ୍ଦୁ ବରଦ ( ପରମାର ) ବଂଶଦ୍ୱାରା ଶାସିତ ହଉଥିଲା । ଦାନ୍ତା ପରିବାରର ମୁଖ୍ୟ ଶାସକ ସେହି ସମୟରେ ସମସ୍ତ ପାରମାର  ସଂପ୍ରଦାଯର ରାଜପୁତ ମାନଙ୍କ ମୁଖ୍ୟ ହିସାବରେ ରହୁଥିଲେ । 

 1200 ମସିହାରେ ଆରବ ମାନଙ୍କ ଆକ୍ରମଣ ପରେ ପରମାରମାନେ ଚନ୍ଦ୍ରାବତୀ ସହରକୁ ସେମାନଙ୍କ ରାଜଧାନୀ କରିଥିଲେ । ଆଲ୍ଲାଉଦିନ ଖିଲିଜଙ୍କ ସହ ଯୁଦ୍ଧ ପରେ ସେମାନେ ତରସଙ୍ଗ ଅଞ୍ଚଳକୁ ପଳାୟନ କରିଥିଲେ ।ଏଠାରୁ ସେମାନେ ଦାନ୍ତାକୁ 380 ବର୍ଷ ପୂର୍ବରୁ ଆସି ବସବାସ କଲେ । 1948 ମସିହା ନଭେମ୍ବର 6 ତାରିଖରେ ଦାନ୍ତାର ଶେଷ ଶାସକ ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘକୁ ପ୍ରଦାନ କରିଥିଲେ । .[]

ଦାନ୍ତା ରାଜ୍ୟର ରେଭେନ୍ୟୁ ଷ୍ଟାମ୍ପରେ ଭବାନୀ ସିଂହ ଜୀଙ୍କ ଚିତ୍ର 
  • 1687 - 1743 Prithvisimhji Gajsinhji
  • 1743 Vikramdeoji
  • 1743 - 17.. Karansinhji
  • 17.. - 17.. Ratansinhji Karansinhji
  • 17.. - 1795 Abhaisinhji
  • 1795 - 1800 Mansinhji II Abhaisinhji
  • 1800 - 1823 Jagatsinhji Abhaisinhji
  • 1823 - 1847 Narsinhji Abhaisinhji
  • 1847 - 1859 Jhalamsinhji Narsinhji
  • 1859 - 1860 Sardarsinhji Jhalamsinhji
  • 1860 - 1876 Harisinhji Narsinhji (b. 1817 - d. 1876)
  • 1 Dec 1876 - 1908 Jashwantsinhji Harisinhji (b. 1850 - d. 1908)
  • 16 Jun 1908 - 1925 Hamirsinhji Jashwantsinhji (b. 1869 - d. 1925)
  • 20 Nov 1925 - 15 Aug 1947 Bhavanisinhji Hamirsinhji (from 2 Jan 1939, Sir Bhavanisinhji Hamirsinhji) (b. 1899 - d. 1961)

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • List of Rajput dynasties and states

ଆଧାର 

[ସମ୍ପାଦନା]