ଦତ୍ତାତ୍ରେୟ ଦାମୋଦର ଦବକେ

ଉଇକିପିଡ଼ିଆ‌ରୁ
ଦତ୍ତାତ୍ରେୟ ଦାମୋଦର ଦବକେ‌
ଜନ୍ମ୧୮୮୫
ଅସୁଦ, ଦପୋଲି, ବମ୍ବେ ପ୍ରେସିଡେନ୍ସି, ବ୍ରିଟିଶ ଭାରତ
ମୃତ୍ୟୁ୧୬ ଡିସେମ୍ବର ୧୯୪୬(1946-12-16) (ବୟସ ୬୦–୬୧)[୧]
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତା
  • ସିନେମାଟୋଗ୍ରାଫର
  • କଥାଚିତ୍ର ନିର୍ଦ୍ଦେଶକ

ଦତ୍ତାତ୍ରେୟ ଦାମୋଦର ଦବକେ (୧୮୮୫ - ୧୯୪୬) ଜଣେ ଭାରତୀୟ ଅଭିନେତା ଥିଲେ ଥିଲେ, ଯିଏକି ୧୯୧୩ ମସିହାରେ ମୁକ୍ତିଲାଭ ଦାଦାସାହେବ ଫାଲକେଙ୍କଦ୍ୱାରା ନିର୍ମିତ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ରରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିରେ ସେ ଆନ୍ନା ସାଳୁଙ୍ଖେଙ୍କ ସହ କାମ କରିଥିଲେ । ଏହା ବ୍ୟତୀତ ସେ ଆଉ ତିନୋଟ କଥାଚିତ୍ର; ସତ୍ୟବାଦୀ ରାଜା ହରିଚନ୍ଦ୍ର (୧୯୧୭), ଲଙ୍କା ଦହନ (୧୯୧୭), ଶ୍ରୀକୃଷ୍ଣ ଜନ୍ମା (୧୯୧୮)ରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜଣେ ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୨୪ ମସିହାରେ ସେ ଜଣେ ନିର୍ଦ୍ଦେଶକ ଭାବରେ ରାଜା ହରିଶ୍ଚନ୍ଦ୍ର କଥାଚିତ୍ରଟିର ପୁନଃନିର୍ମାଣ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. filmhistory, Indian (16 July 2021). "D D Dabke". IndianFilmHistory. Retrieved 2021-07-16.
  2. Watve, Bapu (2012). Dadasaheb Phalke, The Father of Indian Cinema. Translated by Virkar, S. A. National Book Trust. p. 38. ISBN 978-81-237-4319-6.
  3. Sen, Shomini (19 February 2013). "100 years of Indian cinema: How Bombay became Bollywood". CNN-news18. Retrieved 7 July 2018.