ଦକ୍ଷିଣ କାଳୀ ମନ୍ଦିର (ନେପାଳ)
ଦକ୍ଷିନ କାଳୀ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କାଠମାଣ୍ଡୁ |
ଦେବାଦେବୀ | Kali |
Festivals | Dashain |
Location | |
ସ୍ଥାନ | Outside Kathmandu |
Country | Nepal |
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/କାଠମାଣ୍ଡୁ" does not exist. | |
ଭୌଗଳିକ ଅବସ୍ଥିତି | 27°35′0″N 85°15′0″E / 27.58333°N 85.25000°E |
ଦକ୍ଷିଣ କାଳୀ ମନ୍ଦିର (ନେପାଳୀ: ଦକ୍ଷିନକାଳୀ ମନ୍ଦିର) ନେପାଳରେ ଥିବା ଏକ ହିନ୍ଦୁ କାଳୀ ମନ୍ଦିର । ଏହା କାଠମାଣ୍ଡୁଠାରୁ ୨୨ କିମି ଦୂରରେ ଓ ଫରପିଙ୍ଗ ଗ୍ରାମଠାରୁ ଏକ କିମି ଦୂରରେ ରହିଛି । ଏହି କାଳୀଙ୍କର ଦକ୍ଷିଣ ପାଦ ଶିବଙ୍କର ଛାତି ଉପରେ ଥାଏ; କେତେକ ବର୍ଣ୍ଣନାରେ ବାମକାଳୀଙ୍କ ବାମ ପାଦ ଶିବଙ୍କର ଛାତି ଉପରେ ଥାଏ । ଦକ୍ଷିଣ ଉତ୍ସବରେ ଦେବୀଙ୍କୁ ଛୋଟ ଗଞ୍ଜା ଓ ବୋଦା ବଳି ଦିଆଯାଏ ।[୧] ଦକ୍ଷିଣ କାଳୀ ମନ୍ଦିରର ଧାର୍ମିକ ମୂଲ୍ୟ ନେପାଳର ପଶୁପତିନାଥ ମନ୍ଦିର ଓ ମାନକମନ ମନ୍ଦିର ସାଥିରେ ସମାନ ଥାଏ । ଏହା ପର୍ଯ୍ୟଟକମାନଙ୍କର ଏକ ଲୋକପ୍ରିୟ ପାଦଚଲା ସ୍ଥାନ । ଲୋକପ୍ରିୟ ଉଦାର ଦକ୍ଷିଣକାଳୀ ଭକ୍ତ ଓ ତାଙ୍କ ପିଲାଙ୍କୁ ସମସ୍ତ ବିପଦରୁ ରକ୍ଷା କରନ୍ତି ବୋଲି ଲୋକ ବିଶ୍ୱାସ ରହିଛି।
କିମ୍ବଦନ୍ତୀ
[ସମ୍ପାଦନା]ଦକ୍ଷିଣକାଳୀ ନାମର ସୃଷ୍ଟି ବିଷୟରେ କେତେକ କାହାଣୀ ଅଛି । ଗୁରୁ ପୂଜା ପରେ ଦକ୍ଷିଣା ଦେବା ପରମ୍ପରା ଅଛି । ଏହି ଡାହାଣ ଡାହାଣ ହାତରେ ଦିଆଯାଏ । ଦକ୍ଷିଣକାଳୀଙ୍କର ଦୁଇ ହାତ ବର ଦେବା ବା ଆଶୀର୍ବାଦ ଦେବା ମୁଦ୍ରାରେ ଥାଏ । ମୃତ୍ୟୁର ଦେବତା ଯମଙ୍କର ବାସସ୍ଥାନ ଦକ୍ଷିଣରେ ଥିବା ବିଶ୍ବାସ କରାଯାଏ । ଏକ କାହାଣୀ ଅନୁସାରେ କାଳୀଙ୍କର ନାମ ଶୁଣି ଯମ ଭୟରେ ପଳାୟନ କରିଥିଲେ । ତେଣୁ କାଳୀଙ୍କୁ ପୂଜା କରୁଥିବା ଲୋକମାନେ ମୃତ୍ୟୁ ଉପରେ ଜୟ ଲାଭ କରୁଥିବା ବିଶ୍ୱାସ କରାଯାଏ । ଏହି ମନ୍ଦିରଟି ଲାଠମାଣ୍ଡୁ ଉପତ୍ୟକାର ଦକ୍ଷିଣ ଦିଗରେ ଅବସ୍ଥିତ ।
ଗ୍ୟାଲେରି
[ସମ୍ପାଦନା]-
ଦକ୍ଷିଣ କାଳୀଙ୍କର ମୁଖ୍ୟ ପ୍ରତିମା
-
ଦକ୍ଷିଣକାଳୀ ମୁନିସିପାଲଟିରେ ଥିବା ଦକ୍ଷିଣ କାଳୀ ମନ୍ଦିର
-
ଦକ୍ଷିନ କାଳୀ ମନ୍ଦିର ପାନୋରାମା
ଅଧିକ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Animal Sacrifice in Nepal". www.geocities.com. 26 October 2009. Archived from the original on 26 October 2009.
ଅଧିକ ପଠନ
[ସମ୍ପାଦନା]- von Schroeder, Ulrich. 2019. Nepalese Stone Sculptures. Volume One: Hindu; Volume Two: Buddhist. (Visual Dharma Publications). ISBN 978-3-033-06381-5. Contains SD card with 15,000 digital photographs of Nepalese sculptures and other subjects as public domain.