ଥାୱେ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
Thawe Mandir
Thawe Durga Mandir (Out).JPG
ନାମ
ମୂଳ ନାମThawe Mandir
ଦେବନାଗରୀथावे मंदिर
ଭୌଗୋଳିକ ଅବସ୍ଥିତି
ଦିଗବାରେଣି26°25′45″N 84°23′40″E / 26.42917°N 84.39444°E / 26.42917; 84.39444Coordinates: 26°25′45″N 84°23′40″E / 26.42917°N 84.39444°E / 26.42917; 84.39444
ଦେଶIndia
ରାଜ୍ୟBihar
ଜିଲ୍ଲାGopalganj
ଅବସ୍ଥିତିThawe
ଇତିହାସ ଓ ପାଳନ
ୱେବସାଇଟwww.thawe.in

ଥାୱେ ମନ୍ଦିର , ଭାରତୀୟ ରାଜ୍ୟ ବିହାରର ଗୋପାଳଗଞ୍ଜ ଜିଲ୍ଲାର ଥାୱେଠାରେ ଅବସ୍ଥିତ ।  ମାଁ ଥାୱେୱାଲି ଏହାର ଅଧିଷ୍ଠାତ୍ରୀ ଦେବୀ । ଏହା ଗୋପାଳଗଞ୍ଜ ସହରରୁ ଜାତୀୟ ରାଜପଥରେ ମାତ୍ର 6 କିଲୋମିଟର ଦୂରରେ ଅବସ୍ଥିତ । 

ଗମନାଗମନ [ସମ୍ପାଦନା]

ଏଠାରେ ଥାୱେ ଜଙ୍କସନ ରହିଛି । ମାତ୍ର ବଡ ସହରରୁ ଏଠାକୁ ସିଧା ସଳଖ ସଂଯୋଗ ନାହି । କିନ୍ତୁ ଅଳ୍ପ ଦୂରସ୍ଥ ସୀୱାନ ଷ୍ଟେସନରୁ ସବୁ ବଡ ସହରକୁ ସଂଯୋଗ ରହିଛି । ରାସ୍ତା ଯୋଗେ ଏହା ସୁ ସଂଯୁକ୍ତ । ଏଠାରୁ ନିକଟତମ ବିମାନ ବନ୍ଦର ପାଟଣାଠାରେ ଅବସ୍ଥିତ । 

ଥାୱେୱାଲି ମାଁ [ସମ୍ପାଦନା]

ଥାୱେ ମନ୍ଦିର ଅଭ୍ୟନ୍ତର 

ଏହି ଅଞ୍ଚଳରେ ମାଁ ଥାୱେୱାଲିଙ୍କୁ ସକ୍ଷଯାତ ଦେବୀ ଭାବରେ ଆରାଧନା କରାଯାଇଥାଏ । କୁହ ଯାଏ କେହି କିଛି ମାନସିକ କାଲେ ମାଁ ନିଶ୍ଚୟ ପୂରଣ କରନ୍ତି । ଏଠାରେ ସୋମବାର ଓ ଶୁକ୍ରବାର ଦିନ ସ୍ୱତନ୍ତ୍ର ପୂଜା ଅର୍ଚନା ହେଇଥାଏ । ଏଠାରେ ଚୈତ୍ର ଓ ଅଶ୍ୱିନ ମାସରେ ମେଳା ହେବା ସହ ନବରାତ୍ର ସମୟରେ ବଡ ଜାକଜମକରେ ପାଳନ କରାଯାଏ । 

ଥାୱେ ମନ୍ଦିର ବାହାର ଦୃଶ୍ୟ 

ଆଧାର ସମୂହ [ସମ୍ପାଦନା]

http://www.jaimaathawewali.com