ତ୍ରିକୋଣମିତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
The Canadarm2 robotic manipulator on the International Space Station is operated by controlling the angles of its joints. Calculating the final position of the astronaut at the end of the arm requires repeated use of trigonometric functions of those angles.

ତ୍ରିକୋଣମିତି (ଗ୍ରୀକ ଭାଷା- trigōnonମାନେ "ତ୍ରିଭୁଜ" ଏବଂ metronମାନେ "ମାପ"[୧]) ଗଣିତର ଗୋଟେ ଶାଖା, ଯେଉଁଥିରେ ତ୍ରିଭୁଜର ଲମ୍ବ ଓ କୋଣର ସମ୍ବନ୍ଧ ଅଧ୍ୟୟନ କରାଯାଏ । ଏହି ଶାଖା ତୃତୀୟ ଶତାବ୍ଦୀ BCରେ ଜ୍ୟାମିତିର ଜ୍ୟୋତିର୍ବିଦ୍ୟାରେ ପ୍ରୟୋଗ ସମୟରେ ଦୃଷ୍ଟିଗୋଚର ହୋଈଥିଲା ।[୨]

ଯଦି ଗୋଟେ ତ୍ରିଭୁଜର ଗୋଟେ କୋଣ 90° ଏବଂ ଅନ୍ୟ ଗୋଟେ କୋଣର ମାପ ଜନ ଅଛି, ତେବେ ତୃତୀୟ କୋଣର ମାପ ସ୍ଥରକୃତ, କାରଣ ଗୋଟେ ତ୍ରିଭୁଜର ତିନିଟି କୋଣର ସମଷ୍ଟି 180° ଅଟେ । ଏଠାରେ ତ୍ରିଭୁଜର ଆକୃତି ସମ୍ପୁର୍ଣ ଭାବରେ ନିର୍ଧାରିତ ହେଈଛି, କେବଳ ସଦୃସ୍ୟତାକୁ ବାଦ ଦେଇ । ଅତେଏବ, ଯଦି ଗୋଟେ ତ୍ରିଭୁଜର କୋଣ ଜଣା ଅଛି, ତାର ଲମ୍ବ ଗୁଡିକର ଅନୁପାତ ସ୍ଥିର ହୋଈ ଯାଏ । ଯଦି ଆମେ ଗୋଟେ ଲମ୍ବର ମାପ ଜାଣି ଥାଉ, ତେବେ ଅନ୍ୟ ଦୁଈଟିର ମାପ ନିର୍ଦ୍ଧାରିତ କରି ହୁଏ । ଏହି ଅନୁପାତ ସବୁ ତ୍ରିକୋଣମିତି ଫଳନ ଦ୍ବାରା ମିଳିଥାଏ ।

ଏହି ବିଦ୍ୟାଟି ଜ୍ୟୋତିର୍ବିଦ୍ୟା, ସଂଗୀତ ବିଦ୍ୟା, ବସ୍ତୁଶାସ୍ତ୍ର, ଯାନ୍ତ୍ରିକ ଅଭିକଳ୍ପ ଈତ୍ୟାଦି ବିଷୟରେ ବ୍ୟବହାର ହୁଏ ।

ଇତିହାସ[ସମ୍ପାଦନା]

ଆଧାର[ସମ୍ପାଦନା]

ସହାୟକ ଗ୍ରନ୍ଥ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "trigonometry". Online Etymology Dictionary. 
  2. R. Nagel (ed.), Encyclopedia of Science, 2nd Ed., The Gale Group (2002)

ବାହାର ଲିଙ୍କ[ସମ୍ପାଦନା]