ତେଜସ୍କ୍ରିୟ କ୍ଷୟ
ଦେଖଣା
(ତେଜଷ୍କ୍ରିୟ କ୍ଷୟରୁ ଲେଉଟି ଆସିଛି)
ପ୍ରାକୃତିକ ଭାବେ ମିଳୁଥିବା ଅଧିକାଂଶ ସମସ୍ଥାନିକ ଗୁଡ଼ିକ ସ୍ଥାୟୀ ଅଟନ୍ତି । ଓଜନିଆ ମୌଳିକ ଯଥା ଥାଲିଅମ୍ (Z=୮୧), ସୀସା (Z=୮୨) ଓ ବିସ୍ମଥ୍ (Z=୮୩) ଗୁଡ଼ିକର 'କିଛି' ସମସ୍ଥାନିକ ଏବଂ ପୋଲୋନିଅମ୍ (Z=୮୪)ଠାରୁ ଆରମ୍ଭ କରି ତା'ଠାରୁ ଆହୁରି ଅଧିକ ଓଜନିଆ ମୌଳିକ ଗୁଡ଼ିକର 'ସମସ୍ତ' ସମସ୍ଥାନିକ ସ୍ଥାୟୀ ନୁହନ୍ତି (ନିଉକ୍ଲିଅନ୍ ପିଛା ବନ୍ଧନ ଶକ୍ତି ବହୁତ ଦୁର୍ବଳ) ଓ ଏକ ସ୍ଥାୟୀ ନାଭିରେ ପରିଣତ ହେବା ପର୍ଯ୍ୟନ୍ତ ବିକିରଣ କରିଚାଲନ୍ତି । ଏହି ସ୍ୱତଃସ୍ଫୁର୍ତ ବିକିରଣ (Spontaneous disintegration) ପ୍ରକ୍ରିୟାକୁ ତେଜସ୍କ୍ରିୟ କ୍ଷୟ (English: Radioactive decay) କୁହାଯାଏ ।
ଆଲ୍ଫା କ୍ଷୟ
[ସମ୍ପାଦନା]ବିଟା କ୍ଷୟ
[ସମ୍ପାଦନା]ଗାମା ବିକିରଣ
[ସମ୍ପାଦନା]ପଜିଟ୍ରନ୍ କ୍ଷୟ
[ସମ୍ପାଦନା]'କେ' ଅଧିକାର (K capture)
[ସମ୍ପାଦନା]ନ୍ୟୁଟ୍ରନ ବିସର୍ଜନ (neutron emission)
[ସମ୍ପାଦନା]ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]ଆହୁରି ପଢନ୍ତୁ
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]radioactivity ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
- The Lund/LBNL Nuclear Data Search – Contains tabulated information on radioactive decay types and energies.
- Nomenclature of nuclear chemistry Archived 2015-02-12 at the Wayback Machine.
- Specific activity and related topics.
- The Live Chart of Nuclides – IAEA
- Health Physics Society Public Education Website
- . . Chicago: F. E. Compton and Co. 1914.
- Annotated bibliography for radioactivity from the Alsos Digital Library for Nuclear Issues Archived 2010-10-07 at the Wayback Machine.
- Stochastic Java applet on the decay of radioactive atoms Archived 2011-08-13 at the Wayback Machine. by Wolfgang Bauer
- Stochastic Flash simulation on the decay of radioactive atoms by David M. Harrison