ତିସରି କସମ
ତିସରି କସମ | |
---|---|
ଫାଇଲ:Teesrikasam.jpg | |
ନିର୍ଦ୍ଦେଶକ | Basu Bhattacharya |
ପ୍ରଯୋଜକ | Shailendra |
ଚିତ୍ରନାଟ୍ୟ | Nabendu Ghosh Phanishwar Nath Renu (Dialogue) |
ମୂଳ ଆଧାର | Teesri Kasam Urf Maare Gaye Gulfam by Phanishwar Nath Renu |
କଳାକାର | Raj Kapoor Waheeda Rehman Iftekhar Asit Sen Dulari Keshto Mukherjee C.S. Dubey |
ସଙ୍ଗୀତ | Shankar-Jaikishen Shailendra (Lyrics) Hasrat Jaipuri (Lyrics) |
ଚିତ୍ରଗ୍ରହଣ | Subrata Mitra |
ମୁକ୍ତିଲାଭ ତାରିଖ | 1966 |
କଥାଚିତ୍ରର ସମୟ | 159 min |
ଦେଶ | India |
ଭାଷା | Hindi |
ତିସରି କସମ ( The 3rd vow ) ୧୯୬୬ରେ ନିର୍ମିତ ଏକ ହିନ୍ଦୀ ଫିଲ୍ମ । ଏହା ବାସୁ ଭଟାଚାର୍ଜ୍ୟଙ୍କ ନିର୍ଦ୍ଦେଶିତ ଓ ଫଣୀ ରାୟଙ୍କ ଲିଖିତ ହିନ୍ଦୀ ଗଳ୍ପ 'ମାରେ ଗୟେ ଗୁଲଫମ ' ଉପରେ ଆଧାରିତ । ରାଜ କପୁର ଓ ୱାହିଦା ରହମାନଙ୍କ ଅଭିନୀତ ଏହି ଫିଲ୍ମ ଏକ ଅଣପାରମ୍ପରିକ କଥାଚିତ୍ର । ଏହି ଫିଲ୍ମରେ ନିଛକ ଗ୍ରାମ୍ୟ ଜୀବନର ଚିତ୍ର ପ୍ରତିଫଳିତ ହୋଇଛି । ବିହାର ରାଜ୍ୟର ଗ୍ରାମୀଣ ପଟ୍ଟଭୂମିକୁ ନେଇ ତିଆରି ହେଇଥିବା କଥାଚିତ୍ରରେ ଜଣେ ଶଗଡ ଚାଳକ , ଜଣେ ନର୍ତକୀ ପ୍ରେମରେ ପଡିଥିବା ବିଷୟ ବସ୍ତୁକୁ ସୁନ୍ଦର ରୂପ ଦେଇ ନିର୍ମାଣ ହେଇଥିଲା । ଏହି ଫିଲ୍ମରେ ଥିବା ସାଂପ୍ରତିକ ସାମାଜିକ ଅବସ୍ଥାର ବର୍ଣ୍ଣନା , ତଥା ସେ କାଳରେ ନାରୀ ସମାଜ ଉପରେ ହଉଥିବା ଅନ୍ୟାୟ ବିଷୟରେ ଆଲୋକପାତ ହେଇଥିଲା ।ଏହି ଚଳଚ୍ଚିତ୍ର ୧୪ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ଶ୍ରେଷ୍ଠ କଥାଚିତ୍ର ପୁରସ୍କାର ଲାଭ କରିଥିଲା ।
ମୁଖ୍ୟ ଅଭିନୟ
[ସମ୍ପାଦନା]ତିସରି କସମରେ ମୁଖ୍ୟ ଭୂମିକା 'ହୀରାମନ " ଭାବେ ରାଜ କପୁର ଅଭିନୟ କରିଥିବା ବେଳେ , ନାର୍ତକୀ 'ହିରାବାଇ ' ଭୂମିକାରେ ୱାହିଦା ରହମାନ ଓ ଅନ୍ୟ ମୁଖ୍ୟ ଭୂମିକାରେ କେଶଟୋ ମୁଖାର୍ଜୀ , ଇଫତିଖର, ଏ ॰ କେ । ହଙ୍ଗଳ , ତଥା ଅସିତ ସେନ ରହିଥିଲେ ।
ସଙ୍ଗୀତ
[ସମ୍ପାଦନା]ତିସରି କସମ କାହାଣୀ , ଅଭିନୟ , ନିର୍ମାଣ ଦ୍ରୁଷ୍ଟିରୁ ବହୁଳ ପ୍ରଶଂସିତ ହେଇଥିଲା । ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଥିଲା । ହେଲେ ବାଣିଜ୍ୟିକ ହିସାବରେ ଫିଲ୍ମ ଅସଫଳ ହେଇଥିଲା ।
ଶଙ୍କର ଜୟକିଶନଙ୍କ ସଂଗୀତ ନିର୍ଦ୍ଦେଶନାରେ ଏହି ଫିଲ୍ମର ସଙ୍ଗୀତ ଖୁବ ସ୍ରୁତି ମଧୁର ଓ ଲୋକ ସଙ୍ଗୀତ ଆଧାରିତ ହେଇଥିଲା । ଏହାର ' ସଜନବା ବଇରୀ ହୋ ଗୟେ ହାମାର ....." ଏକ ସୁପର ହିଟ ଗୀତର ମାନ୍ୟତା ପାଇଥିଲା । [୧][୨]
ପୁରସ୍କାର ସମୂହ
[ସମ୍ପାଦନା]- 1967 National Film Award for Best Feature Film [୧]
- 1967 Moscow International Film Festival: Grand Prix - Nominated
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Chatterjee 2003, p. 532.
- ↑ Chatterjee 2003, p. 330.
Bibliography
[ସମ୍ପାଦନା]- Kaur, Raminder; Sinha, Ajay J (2005). Bollyworld: Popular Indian Cinema Through A Transnational Lens. SAGE Publications. ISBN 978-0-7619-3321-2.
{{cite book}}
: Invalid|ref=harv
(help) - Hangal, A. K. (1999). Life and Times of A.K. Hangal. Sterling Publishers. ISBN 978-81-207-2163-0.
{{cite book}}
: Invalid|ref=harv
(help) - Gulazāra; Nihalani, Govind; Chatterjee, Saibal (2003). Encyclopaedia of Hindi Cinema. Popular Prakashan. ISBN 978-81-7991-066-5.
{{cite book}}
: Invalid|ref=harv
(help) - Singh, Indubala (2007). Gender Relations and Cultural Ideology in Indian Cinema: A Study of Select Adaptations of Literary Texts. Deep & Deep Publications. ISBN 978-81-7629-989-3.
{{cite book}}
: Invalid|ref=harv
(help) - Banerjee, Shampa; Srivastava, Anil (1988). One Hundred Indian Feature Films: An Annotated Filmography. Taylor & Francis. ISBN 978-0-8240-9483-6.
{{cite book}}
: Invalid|ref=harv
(help) - Patel, Bhaichand (2012). Bollywood's Top 20: Superstars of Indian Cinema. Penguin Books India. ISBN 978-0-670-08572-9.
{{cite book}}
: Invalid|ref=harv
(help) - Kabir, Nasreen Munni; Rehman, Waheeda (2014). Conversations with Waheeda Rehman. Penguin Books Limited. ISBN 978-93-5118-642-7.
{{cite book}}
: Invalid|ref=harv
(help)
ବାହ୍ୟ ଆଧାର
[ସମ୍ପାଦନା]-
{{cite web}}
: Empty citation (help) - ଇଣ୍ଟରନେଟ ମୁଭି ଡାଟାବେସରେ Teesri Kasam Internet Movie Database