ତପୋବନ ଏକ୍ସପ୍ରେସ
ଦେଖଣା
| Overview | |||||
|---|---|---|---|---|---|
| Service type | Express | ||||
| Current operator(s) | South Central Railways | ||||
| Route | |||||
| Start | Huzur Sahib Nanded | ||||
| Stops | 18 | ||||
| End | Mumbai CST | ||||
| Distance travelled | 610 km (379 mi) | ||||
| Service frequency | Daily | ||||
| On-board services | |||||
| Class(es) | AC Chair Car, Second Class seating, General Unreserved | ||||
| Seating arrangements | Yes | ||||
| Sleeping arrangements | No | ||||
| Catering facilities | Train has Pantry Car facility | ||||
| Technical | |||||
| Rolling stock | Standard Indian Railway coaches | ||||
| Operating speed | 110 km/h (68 mph) maximum 51.55 km/h (32 mph) including halts. | ||||
| |||||
17618 / 17 ତପୋବନ ଏକ୍ସପ୍ରେସ ,ଭାରତୀୟ ରେଳବାଇର ଦକ୍ଷିଣ କେନ୍ଦ୍ର ଡିଭିଜନଦ୍ୱାରା ଚାଲୁଥିବା ଏକ ଏକ୍ସପ୍ରେସ ଟ୍ରେନ । ଏହା ମୁମ୍ବାଇ ଓ ନାନ୍ଦେଦ ମଧ୍ୟରେ ଚଳାଚଳ କରେ ।
ସଂସ୍କୃତ ଶବ୍ଦ "ତପସ୍ୟା" ଅନୁସାରେ ନମିତ ଏହି ଟ୍ରେନରେ AC କୋଚ ସହିତ ପାନ୍ତରୀ କାର ମଧ୍ୟ ରହିଥାଏ । ଏହା ସମୁଦାୟ ୬୧୦ କିଲୋମିଟର ରାସ୍ତା ଯାଏ ।
କୋଚ ସମୂହ
[ସମ୍ପାଦନା]ତପୋବନ ଏକ୍ସପ୍ରେସରେ ୨ଟି AC ଚେୟାର କାର , ୧୦ଟି ୨ ୟ ଶ୍ରେଣୀ ସିଟିଙ୍ଗ , ୩ଟି ସାଧାରଣ ବଗି ୨ଟି ଲଗେଜ ସହ ପାନ୍ତରୀ କାର ରହେ । ଏଥିରେ ସମୟ ସମୟରେ ପରିବର୍ତ୍ତନ ହୁଏ ।
ଯାତ୍ରାପଥ
[ସମ୍ପାଦନା]ଟ୍ରେନଟି ହଜୁର ସାହେବ ନାନ୍ଦେଦ , ପୂର୍ଣା ଜଙ୍କସନ , ପୁରଭାନୀ , ମାନବତ , ଜଳନା , ଔରଙ୍ଗାବାଦ , ଲାତୂର , ନାସିକ ଦାଦର ସେଣ୍ଟ୍ରାଲ ଦେଇ ଯାଏ ।
