ଡେଭିଡ ବେକହାମ

ଉଇକିପିଡ଼ିଆ‌ରୁ
ଡେଭିଡ ବେକହାମ

Born
David Robert Joseph Beckham[୧]

(1975-05-02) ୨ ମଇ ୧୯୭୫ (ବୟସ ୪୮)[୧]
NationalityBritish (English)
Occupations
Organization(s)UNICEF, Malaria No More[୨]
AgentSimon Fuller (XIX Entertainment)
Height6 ft 0 in (1.83 m)[୧]
Spouse
(m. ୧୯୯୯)
Children4
Parent(s)Ted and Sandra Beckham
Association football career
Playing position Midfielder
Youth career
Tottenham Hotspur
Brimsdown Rovers
1991–1993 Manchester United
Senior career*
Years Team Apps (Gls)
1992–2003 Manchester United 265 (62)
1994–1995Preston North End (loan) 5 (2)
2003–2007 Real Madrid 116 (13)
2007–2012 LA Galaxy 98 (18)
2009Milan (loan) 18 (2)
2010Milan (loan) 11 (0)
2013 Paris Saint-Germain 10 (0)
Total 523 (97)
National team
1992–1993 England U18 3 (0)
1994–1996 England U21 9 (0)
1996–2009 England 115 (17)

* Senior club appearances and goals counted for the domestic league only.


Websitedavidbeckham.com

ଡେଭିଡ ରବର୍ଟ ଜୋସେଫ ବେକହାମ ଓବିଇ(ଜନ୍ମ ମଇ ୨ ୧୯୭୫) ଜଣେ ଇଂରାଜୀ ପେଶାଦାର ଫୁଟବଲ ଖେଳାଳି । ସେ ମଞ୍ଚେସ୍ଟର ୟୁନାଇଟେଡ,ପ୍ରେସ୍ଟନ ନର୍ଥ ଏଣ୍ଡ,ରିୟଲ ମାଦରିଦ, ମିଲନ, ଏଲଏ ଗ୍ୟାଲାକ୍ସି, ପ୍ୟାରିସ ସେଣ୍ଟ-ଜର୍ମାନ, ଇଂଲଣ୍ଡ ନ୍ୟାସନାଲ ଟିମ୍ ପାଇଂ ଖେଳି ସାରିଲେଣି ,ଯେଉଂଥି ପାଇଂ ଆଉଟଫିଲ୍ଡ୍ ଖେଳାଳି ଭାବେ ନିଜର ପ୍ରଦର୍ଶନ ପାଇଂ ରେକର୍ଡ କରିଛନ୍ତି । ସେ ପ୍ରଥମ ଇଂରାଜୀ ଖେଳାଳି ଥିଲେ ଯିଏକି ଇଂଲଣ୍ଡ , ସ୍ପେନ, ୟୁନାଇଟେଡ ସ୍ଟେଟ୍ସ ଏବଂ ଫ୍ରାନସ୍ ପାଇଂ ଲିଗ୍ ଶିରୋନାମା ଜିତି ସାରିଛନ୍ତି । ଦୀର୍ଘ ୨୦ ବର୍ଷର ଖେଳ ପରେ ସେ ମଇ ୨୦୧୩ରେ ନିଜର ଅବସର ଘୋଷଣା କଲେ ଯାହା ମଧ୍ୟରେ ସେ ୧୯ଟି ପ୍ରମୁଖ ଟ୍ରଫି ଜିତିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବେକହାମ ଇଂଲଣ୍ଡର ୱ୍ହିପ୍ସ କ୍ରପ୍ସ ଇଉନିଭର୍ସିଟି ମେଡିକାଲରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଡେଭିଡ ଏଡୱାର୍ଡ ଆଲାନ ଟେଡ ବେକହାମ ।ଓ ମାତାଙ୍କ ନାମ ସଣ୍ଡ୍ରା ଜିୟର୍ଜିନ ।ତାଙ୍କର ଜଣେ ଜଣେ ବଡ଼ ଭଉଣୀ ଏବଂ ଜଣେ ସାନ ଭଉଣୀ ମଧ୍ୟ ଥିଲେ। ବେକହାମ ଛୋଟ ବେଳରୁ ଫୁଟବଲ ଖେଳ ପ୍ରତି ଆକୃଷ୍ଟ ଥିଲେ।ଯେତେବେଳେ ଛୋଟ ବେଳେ ଶିକ୍ଷକ ତାଙ୍କୁ ବଡ଼ ହେଲେ କଣ ହେବ ପଚାରୁଥିଲେ ସେତେବେଳେ ବେକହାମ ସବୁବେଳେ କହୁଥିଲେ "ମୁ ବଡ଼ ହେଲେ ଜଣେ ଫୂଟବଲଲର ହେବି । ବେକହାମଙ୍କ ପିତା ମାତା ମଞ୍ଚେଷ୍ଟର ୟୁନିଟେଡ ଫୁଟବଲ କ୍ଲବର ପ୍ରବଳ ପ୍ରଶଂସକ ଥିଲେ।ଏବଂ ଦଳର ହୋମ ମ୍ଯାଚ ଦେଖିବାକୁ ଲଣ୍ଡନର ଓଲ୍ଡ ଟ୍ରାଫୋର୍ଡକୁ ଯାଉଥିଲେ । ବେକହାମ ତାଙ୍କ ପିତା ଏବଂ ମାତାଙ୍କ ଠୁ ମଞ୍ଚେଷ୍ଟର ପ୍ରତି ପ୍ରେମ ଜିନ ଗତ ରୂପେ ପାଇଥିଲେ ।ସେ ବବି ଚାର୍ଲଟନଙ୍କ ଫୁଟବଲ ଏକାଡେମିରେ ଯୋଗଦାନ କରିଥିଲେ।

  1. ୧.୦ ୧.୧ ୧.୨ Hugman, Barry J., ed. (2003). The PFA Footballers' Who's Who 2003/2004. Harpenden: Queen Anne Press. p. 42. ISBN 9-781852-916510.
  2. "Malaria No More". www.malarianomore.ork.uk. Retrieved 13 May 2015.
  3. "David Beckham Net Worth". The Richest. Archived from the original on 26 March 2015. Retrieved 31 March 2015.[better source needed]