Jump to content

ଡେଭିଡ କାମେରନ

ଉଇକିପିଡ଼ିଆ‌ରୁ
ଡେଭିଡ କାମେରନ
ୟୁନାଇଟେଡ଼ କିଙ୍ଗଡମର ପୁର୍ବତନ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୧ ମଇ ୨୦୦୧୦ – ୧୩ ଜୁଲାଇ ୨୦୧୬
Monarchଏଲିଜାବେଥ II
DeputyNick Clegg (Before 2015)
ପୂର୍ବ ଅଧିକାରୀଗୋରୋଡ ବ୍ରାଉନ
ପର ଅଧିକାରୀଥେରେସା ମେ
Leader of the Opposition
କାର୍ଯ୍ୟକାଳ
୬ ଡିସେମ୍ବର ୨୦୦୫ – ୧୧ ମଇ ୨୦୧୦
MonarchElizabeth II
ପ୍ରଧାନ ମନ୍ତ୍ରୀ
ପୂର୍ବ ଅଧିକାରୀMichael Howard
ପର ଅଧିକାରୀHarriet Harman
Leader of the Conservative Party
କାର୍ଯ୍ୟକାଳ
୬ ଡିସେମ୍ବର ୨୦୦୫ – ୧୧ ଜୁଲାଇ ୨୦୧୬
ପୂର୍ବ ଅଧିକାରୀMichael Howard
ପର ଅଧିକାରୀTheresa May
Shadow Secretary of State for Education and Skills
କାର୍ଯ୍ୟକାଳ
୬ ମଇ୨୦୦୫ – ୬ ଡିସେମ୍ବର ୨୦୦୫
ନେତାMichael Howard
ପୂର୍ବ ଅଧିକାରୀTim Collins
ପର ଅଧିକାରୀDavid Willetts
Conservative Policy Review Coordinator
କାର୍ଯ୍ୟକାଳ
୧୫ମାର୍ଚ୍ଚ ୨୦୦୬ – ୬ ମଇ ୨୦୦୫
ନେତାMichael Howard
ପୂର୍ବ ଅଧିକାରୀDavid Willetts
ପର ଅଧିକାରୀOliver Letwin (Review Chair)
Member of Parliament
for Witney
Assumed office
୭ ଜୁନ ୨୦୦୧
ପୂର୍ବ ଅଧିକାରୀShaun Woodward
Majority25,155 (43.0%)
ବ୍ୟକ୍ତିଗତ ସବିଶେଷ
ଜନ୍ମ
David William Donald Cameron

(1966-10-09) ୯ ଅକ୍ଟୋବର ୧୯୬୬ (ବୟସ ୬୦)
London, England, UK
ରାଜନୀତିକ ଦଳConservative
ଜୀବନ ସାଥୀ
​
(m. ୧୯୯୬)​
ସନ୍ତାନ
  • Ivan
  • Nancy
  • Arthur
  • Florence
ବାପା/ବୋଉ
ଶିକ୍ଷାନୁଷ୍ଠାନBrasenose College, Oxford
ସନ୍ତକ

ଡେଭିଡ ଉଇଲିୟମ ଡୋନାଲ୍ଡ କାମେରନ (୯ ଅକ୍ଟୋବର ୧୯୬୬), ଜଣେ ବ୍ରିଟିଶ ରାଜେନତା, ଯିଏକି ୨୦୧୦-୨୦୧୬ ପର୍ଯ୍ୟନ୍ତ ୟୁନାଇଟେଡ କିଙ୍ଗଡମର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ୨୦୦୫ରୁ ୨୦୧୬ ଯାଏଁ କଞ୍ଜର୍ଭେଟିଭ ପାର୍ଟିର ନେତା ରହିଛନ୍ତି ।

ସେ ଲଣ୍ଡନରେ ଗୋଟେ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ହେଦରଡାଉନ ବିଦ୍ୟାଳୟ, ଏଟୋନ ମହାବିଦ୍ୟାଳୟ ଏବଂ ବ୍ରାସେନୋସ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ପରିବାର

[ସମ୍ପାଦନା]

କାମେରନ ହେଉଛନ୍ତି ଇଆନ ଡୋନାଲ୍ଡ  କାମେରନ ଓ ମେରି ଫ୍ଲେଉରଙ୍କ ସାନ ପୁଅ ।[୧]

କାମେରନ ଲଣ୍ଡନର ମାରିଲେବୋନେରେ ଜନ୍ମଗ୍ରହଣ କରିଥିଲେ ।[୨]  ତାଙ୍କର ଜଣେ ଭାଇ ଓ ଦୁଇଜଣ ଭଉଣୀ ଅଛନ୍ତି । [୩][୪]

ଶିକ୍ଷା

[ସମ୍ପାଦନା]

ସାତ ବର୍ଷରୁ କାମେରନ ଦୁଇଟି ସ୍ୱାଧୀନ ବିଦ୍ୟାଳୟରେ  ପାଠ ପଢ଼ିଥିଲେ ।[୫]  ୧୩ବର୍ଷରେ ସେ ଏଟୋନ ମହାବିଦ୍ୟାଳୟକୁ ଯାଇଥିଲେ .[୬]  

ବ୍ରାସେନୋସେ ମହାବିଦ୍ୟାଳୟ, ଅକ୍ଶଫୋର୍ଡ

ରାଜନୈତିକ ଜୀବନ

[ସମ୍ପାଦନା]

ସ୍ନାତୋକପରେ ସେ କଞ୍ଜର୍ଭେଟିଭ ଗବେଷଣା ବିଭାଗ ପାଇଁ କାମ କରିଥିଲେ ।[34] 

ରାଷ୍ଟ୍ରପତି

[ସମ୍ପାଦନା]
ଟରୋଣ୍ଟାରେ କାମେରନ ଓ ବରାକ ଓବାମା
  1. ↑ Popham, Peter (11 August 2011). "The best of enemies: David Cameron vs Boris Johnson". The Independent. Archived from the original on 5 May 2017. Retrieved 7 July 2010.
  2. ↑ "England and Wales Birth Registration Index, 1837–2008," database, FamilySearch(https://familysearch.org/ark:/61903/1:1:QVW7-QGCZ : accessed 21 April 2016), David William D Cameron, 1966; from "England & Wales Births, 1837–2006," database, findmypast(http://www.findmypast.com : 2012); citing Birth Registration, St. Marylebone, London, England, citing General Register Office, Southport, England.
  3. ↑ Lundy, Darryl. "David William Donald Cameron". The Peerage. Retrieved 4 June 2010.
  4. ↑ Wheeler, Brian (6 December 2005). "The David Cameron Story". BBC News. Retrieved 27 March 2007.
  5. ↑ Blake, Heidi (27 February 2010). "Cameron at Heatherdown School". The Daily Telegraph. London. Archived from the original on 2 March 2010. Retrieved 20 June 2010.
  6. ↑ Elliott, Francis; Hanning, James (2007).