ଡି ୱିଣ୍ଟର ସିଣ୍ଡ୍ରୋମ
de Winter syndrome | |
---|---|
de Winter pattern,[୧] de Winter T waves,[୨] de Winter's T-waves | |
ଲକ୍ଷଣ | Chest pain, shortness of breath[୧] |
ଆକ୍ରାନ୍ତ ସମୟ | Sudden[୧] |
କାରଣ | Blockage of the left anterior descending artery (LAD)[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ECG[୧] |
ସଠିକ ରୋଗ ନିର୍ଣ୍ଣୟ | High potassium, tachycardia, benign early repolarization[୧][୩] |
ଚିକିତ୍ସା | As per ST elevation MI (STEMI)[୧][୪] |
ପୁନଃପୌନିକ | 2.5% of anterior MIs[୧] |
ମୃତ୍ୟୁ ସାନ୍ଦ୍ରତା | High[୪] |
ଡି ୱିଣ୍ଟର ସିଣ୍ଡ୍ରୋମ (ଇଂରାଜୀ ଭାଷାରେ de Winter syndrome) ହେଉଛି ଏକ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG) ଢାଞ୍ଚା ଯାହା ହଠାତ ବାମ ସମ୍ମୁଖ ଅବତରଣକାରୀ ଧମନୀ ହଠାତ (LAD) ପ୍ରାୟ ଅବରୋଧ ପ୍ରତିନିଧିତ୍ୱ କରେ ।[୧] [୫] ଏହାର ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ଅଣନିଶ୍ୱାସ ଏବଂ ସ୍ୱେଦ ନିର୍ଗତ ହୋଇପାରେ ।[୧]
ସାଧାରଣତଃ ଏହି ଅବରୋଧ ଯୋଗୁ ହୃତ୍ପିଣ୍ଡର ଧମନୀ ଜଡ଼ିତ ହୋଇପାରେ ।[୧] ସଙ୍କଟ କାରକଗୁଡିକ ଅନ୍ୟ ପ୍ରକାରର ସ୍ୱଳ୍ପ ରକ୍ତ ହୃତ୍ପିଣ୍ଡ ରୋଗ ସହିତ ପ୍ରାୟ ସମାନ ।[୧] ଏହି ରୋଗର କ୍ରିୟାବିଧି ଅସ୍ପଷ୍ଟ କିନ୍ତୁ ଏହା ସବଏଣ୍ଡୋକାର୍ଡିଆଲ୍ ଇସକେମିଆ କିମ୍ବା କୋଲାଟରାଲ ରକ୍ତ ସଞ୍ଚାରଣ ସହିତ ଜଡ଼ିତ ହୋଇପାରେ ।[୧]
ଇସିଜି ଚିତ୍ରରେ ଉଚ୍ଚତା ଏବଂ ସମୃଦ୍ଧ ଟି ତରଙ୍ଗ ସହିତ ୧ରୁ ୩ ମିଲିମିଟରର ଜେ-ପଏଣ୍ଟରେ ନିମ୍ନଗାମୀ ଦେଖାଯାଉଥିବା ଏସଟି-ସେଗମେଣ୍ଟ ଦେଖାଯାଉଥିବା ମତେ ରୋଗ ନିର୍ଣ୍ଣୟ କରାଯାଏ ।[୧]
ପ୍ରାଥମିକ ପରକ୍ୟୁଟାନିଅସ କରୋନାରୀ ହସ୍ତକ୍ଷେପ (PCI) କୁ ପସନ୍ଦ କରାଯାଏ ।[୧] [୪] ଡି ୱିଣ୍ଟର ସିଣ୍ଡ୍ରୋମ ଅତି ଅଭାବନୀୟ, ଯାହାକି ପ୍ରାୟ ୨ରୁ ୩% ଲୋକଙ୍କର ଦେଖାଯାଏ ।[୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହାକୁ ପ୍ରଥମେ ୨୦୦୮ ମସିହାରେ ରୋବର୍ଟ ଜେ ଡି ୱିଣ୍ଟର ବର୍ଣ୍ଣନା କରିଥିଲେ ।[୧] [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Vilela, EM; Braga, JP (January 2022). "DeWinter Pattern". PMID 32491505.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ Buttner, Robert; Burns, Ed; Burns, Robert Buttner and Ed (11 October 2021). "De Winter T Wave". Life in the Fast Lane • LITFL. Archived from the original on 31 October 2021. Retrieved 28 July 2022.
- ↑ "De Winter's T waves - WikEM". wikem.org. Archived from the original on 2021-05-07. Retrieved 2022-07-28.
- ↑ ୪.୦ ୪.୧ ୪.୨ Raja, JM; Nanda, A; Pour-Ghaz, I; Khouzam, RN (September 2019). "Is early invasive management as ST elevation myocardial infarction warranted in de Winter's sign?-a "peak" into the widow-maker". Annals of translational medicine. 7 (17): 412. doi:10.21037/atm.2019.07.19. PMID 31660311.
{{cite journal}}
: CS1 maint: unflagged free DOI (link) - ↑ Tzimas, Georgios; Antiochos, Panagiotis; Monney, Pierre; Eeckhout, Eric; Meier, David; Fournier, Stephane; Harbaoui, Brahim; Muller, Olivier; Schläpfer, Jürg (October 2019). "Atypical Electrocardiographic Presentations in Need of Primary Percutaneous Coronary Intervention". The American Journal of Cardiology. 124 (8): 1305–1314. doi:10.1016/j.amjcard.2019.07.027.