ଡିମ୍ବାଣୁ
Jump to navigation
Jump to search
ଡିମ୍ବାଣୁ | |
---|---|
![]() | |
କୋରୋନା ରେଡିଏଟାଦ୍ୱାରା ଆଛାଦିତ ଏକ ମଣିଷର ଡିମ୍ବାଣୁ |
ଡିମ୍ବାଣୁ (ଇଂରାଜୀ: Egg Cell ବା Ovum) ଲୈଙ୍ଗିକ ପ୍ରଜନନ କରୁଥିବା ପ୍ରାଣୀ ଏବଂ ଉଦ୍ଭିଦମାନଙ୍କଠାରେ ଥିବା ଏକ ପ୍ରଜନନ କୋଷ ତଥା ସ୍ତ୍ରୀଯୁଗ୍ମକ ।[୧] ପଶୁ ଏବଂ ଏମ୍ବ୍ରୋଫାଇଟ୍ ଉଭୟଙ୍କ ଡିମ୍ବାଣୁ ଉତ୍ପନ୍ନ କରିଥାନ୍ତି । ଡିମ୍ବାଣୁ ମୁଖ୍ୟତଃ କ୍ରିୟାଶୀଳ ଅବସ୍ଥାରେ ନ ଥାଏ ।[୨] ଶୁକ୍ରାଣୁ ତୁଳନାରେ ଡିମ୍ବାଣୁ ଅପେକ୍ଷାକୃତ ବଡ଼ ହୋଇଥାଏ ଏବଂ ଖାଲି ଆଖିରେ ଦେଖିହୁଏ । ଏହି ଡିମ୍ବାଣୁ ଯେତେବେଳେ ଶୁକ୍ରାଣୁ ସଂସ୍ପର୍ଶରେ ଆସି ଗର୍ଭାଧାନ ହୁଏ, ଡିପ୍ଲଏଡ଼ କୋଷ ତଥା ଯୁଗ୍ମକ ସୃଷ୍ଟି ହୋଇଥାଏ ।
ଛବି[ସମ୍ପାଦନା]
|
ଆଧାର[ସମ୍ପାଦନା]
- ↑ "What is an Ovum? (with pictures)". wiseGEEK. Retrieved 11 October 2018.
- ↑ "Ovum | physiology". Encyclopedia Britannica (in ଇଂରାଜୀ). Retrieved 11 October 2018.
ବାହାର ଆଧାର[ସମ୍ପାଦନା]
- The Ovarian Kaleidoscope Database description of 1800 genes involved in ovarian functions
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |