ଡିମ୍ବାଣୁ

ଉଇକିପିଡ଼ିଆ ରୁ
Jump to navigation Jump to search
ଡିମ୍ବାଣୁ
Gray3.png
କୋରୋନା ରେଡିଏଟାଦ୍ୱାରା ଆଛାଦିତ ଏକ ମଣିଷର ଡିମ୍ବାଣୁ

ଡିମ୍ବାଣୁ (ଇଂରାଜୀ: Egg Cell ବା Ovum) ଲୈଙ୍ଗିକ ପ୍ରଜନନ କରୁଥିବା ପ୍ରାଣୀ ଏବଂ ଉଦ୍ଭିଦମାନଙ୍କଠାରେ ଥିବା ଏକ ପ୍ରଜନନ କୋଷ ତଥା ସ୍ତ୍ରୀଯୁଗ୍ମକ ।[୧] ପଶୁ ଏବଂ ଏମ୍‌ବ୍ରୋଫାଇଟ୍ ଉଭୟଙ୍କ ଡିମ୍ବାଣୁ ଉତ୍ପନ୍ନ କରିଥାନ୍ତି । ଡିମ୍ବାଣୁ ମୁଖ୍ୟତଃ କ୍ରିୟାଶୀଳ ଅବସ୍ଥାରେ ନ ଥାଏ ।[୨] ଶୁକ୍ରାଣୁ ତୁଳନାରେ ଡିମ୍ବାଣୁ ଅପେକ୍ଷାକୃତ ବଡ଼ ହୋଇଥାଏ ଏବଂ ଖାଲି ଆଖିରେ ଦେଖିହୁଏ । ଏହି ଡିମ୍ବାଣୁ ଯେତେବେଳେ ଶୁକ୍ରାଣୁ ସଂସ୍ପର୍ଶରେ ଆସି ଗର୍ଭାଧାନ ହୁଏ, ଡିପ୍ଲଏଡ଼ କୋଷ ତଥା ଯୁଗ୍ମକ ସୃଷ୍ଟି ହୋଇଥାଏ ।

ଛବି[ସମ୍ପାଦନା]

ଏକ ଶୁକ୍ରାଣୁ ଡିମ୍ବାଣୁ ମଧ୍ୟରେ ପ୍ରବେଶ କରୁଥିବାର ଦୃଶ୍ୟ 
ଡିମାଣୁର ଉର୍ବରଣ ପ୍ରକ୍ରିୟା (ଉପରୁ ତଳକୁ) 

ଆଧାର[ସମ୍ପାଦନା]

  1. "What is an Ovum? (with pictures)". wiseGEEK. Retrieved 11 October 2018. 
  2. "Ovum | physiology". Encyclopedia Britannica (in ଇଂରାଜୀ). Retrieved 11 October 2018. 

ବାହାର ଆଧାର[ସମ୍ପାଦନା]