ଡାଲ ମଖନୀ

ଉଇକିପିଡ଼ିଆ‌ରୁ
(ଡାଲି ମଖନୀରୁ ଲେଉଟି ଆସିଛି)
ଡାଲ ମଖନୀ
ଡାଲ ମଖନୀ ଓ ଶାହି ପନିର
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟପଞ୍ଜାବ କ୍ଷେତ୍ର, ଭାରତୀୟ ଉପମହାଦ୍ୱୀପ
ମୁଖ୍ୟ ଉପାଦାନବିରି ଓ ବୁଟ (ଚଣା)

ଡାଲ ମଖନୀ (ଉଚ୍ଚାରଣ ଡାଲ makh-nee, "ବଟରୀ ମସୁର") ଭାରତୀୟ ଉପମହାଦ୍ୱୀପ ପଞ୍ଜାବ କ୍ଷେତ୍ରର ଏକ ଲୋକପ୍ରୀୟ ଖାଦ୍ୟ ଅଟେ । ପ୍ରାଥମିକ ସାମଗ୍ରୀ ବିରି, ରାଜମା (ବୁଟ ଚଣା), ବଟର (ଲହୁଣୀ) ଓ କ୍ରୀମ ଅଟେ । ଏହି ଖାଦ୍ୟରେ ମୁଖ୍ୟତଃ କ୍ରୀମର ଉପୟୋଗ ହେଲେ, ଏହାର ସମୃଦ୍ଧ ବଢିଥାଏ । ଏହାକୁ ଦହି, କ୍ଷୀର କିମ୍ବା ଦୁଗ୍ଧ ଜାତୀୟ ଦ୍ରବ୍ୟରୁ ପ୍ରସ୍ତୁତ କରାଯାଇ ପାରେ ।

ଇତିହାସ[ସମ୍ପାଦନା]

ଭାତ ସହିତ ଡାଲ ମଖନୀ

ଡାଲ ମଖନୀ ଭାରତୀୟ ଉପମହାଦ୍ୱୀପରେ ପ୍ରମୂଖ ଅଟେ । ପଞ୍ଜାବ ଲୋକ ଯେତେବେଳେ ଉତ୍ତର ଭାରତ କ୍ଷେତ୍ରକୁ ଚାଲିଗଲେ, ସେତେବେଳେ ଏହାକୁ (ପଞ୍ଜାବ ଓ ଭାରତ ବିଭାଜନ) ପରେ ଭାରତରେ ଲୋକପ୍ରୀୟ କରାଯାଇଥିଲା ।[୧] ପଞ୍ଜାବୀ (ଡାୟୋସ୍ପର) ସମଗ୍ର ଭାରତ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରବାସିତ ହୋଇଯାଇଥିଲା । ଏଥିପାଇଁ ଏହି ଖାଦ୍ୟକୁ ଉଦ୍ୟୋକ୍ତା ପଞ୍ଜାବୀ ପ୍ରବାସୀ; କୁନ୍ଦନ ଲାଲ ଜଗନୀ, କୁନ୍ଦନ ଲାଲ ଗୁଜୁରାଲ ଓ ଠାକୁର ଦାସଙ୍କଦ୍ୱାରା ନୂତନ ସ୍ଥାନରେ ଉପସ୍ଥିତ କରାଗଲା ।[୨] [୩] ଏମାନେ ଦିଲ୍ଲୀସ୍ଥିତ ଦାରୟଗଞ୍ଜରେ "ମୋତୀ ମହଲ ଡ୍ୟୁଲକ୍ସ" ନାମକ ରେଷ୍ଟୁରାଣ୍ଟ ଖୋଲିଥିଲେ ।[୪] ଏହା ପ୍ରଥମ ଥର ପଞ୍ଜାବୀ ମାନଙ୍କଦ୍ୱାରା ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ଏହା ଏବେ ଭାରତୀୟ ବ୍ୟଞ୍ଜନ ରୂପେ ଜଣାଯାଉଛି । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ପ୍ରକାରର ରେଷ୍ଟୁରାଣ୍ଟରେ ଏହାର ବିବିଧତା ଦିଆଯାଇଛି ।

ପ୍ରସ୍ତୁତି ସମୟ[ସମ୍ପାଦନା]

ଡାଲ ମଖନୀର ପାରମ୍ପରିକ ପ୍ରସ୍ତୁତିରେ ସମୟ ନେଉଥିବା ପ୍ରକ୍ରିୟାର ଏକ ଶୃଙ୍ଖଳା ରହିଛି, ଯାହା ସମ୍ପୁର୍ଣ୍ଣ ହେବାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିପାରେ । ଆଧୁନିକ ଖାଦ୍ୟ ପ୍ରସ୍ତୁତିର ଉପକରଣ, ଅର୍ଥାତ ଇଲେକ୍ଟ୍ରୋନିକ (ପ୍ରେଶର କୁକର)ର ଉପଲବ୍ଧତା ସହିତ, ଖାଦ୍ୟ ପ୍ରସ୍ତୁତିର ସମୟ ପ୍ରାୟତଃ କମ ହୋଇଯାଇଛି ।

ଆଧାର[ସମ୍ପାଦନା]

  1. Prashant Bharadwat; Asim Khwaja; Atif Mian (30 August 2008). "The Big March: Migratory Flows After the Partition of India" (PDF). Economic and Policy Weekly. pp. 39–49. Archived from the original (Article) on 3 December 2012. Retrieved 29 April 2012.
  2. https://www.hindustantimes.com/brunch/punjab-on-a-platter/story-2e7rv1ngATLYLc2oEm4uBO.html
  3. "ଆର୍କାଇଭ୍ କପି". Archived from the original on 2015-06-11. Retrieved 2018-07-11. {{cite web}}: Cite has empty unknown parameter: |1= (help)
  4. Sanghvi, Vir. "The modern dal makhani was invented by Moti Mahal".