ଡାଲବାଭାନସିନ
| Clinical data | |
|---|---|
| Trade names | Dalvance, Xydalba, Zeven, other |
| AHFS/Drugs.com | monograph |
| MedlinePlus | a614036 |
| data |
|
| Pregnancy category |
|
| Routes of administration | Intravenous |
| Legal status | |
| Legal status |
|
| Identifiers | |
| |
| ECHA InfoCard | 100.308.391 |
| Chemical and physical data | |
| Formula | C88H100Cl2N10O28 |
| Molar mass | ୧,୮୧୬.୭୧ g·mol−1 |
| 3D model (JSmol) | |
| |
| |
| (verify) | |
ଡାଲବାଭାନସିନ, ଅନ୍ୟମାନଙ୍କ ମଧ୍ୟରେ ଡାଲଭାନ୍ସ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଜୀବାଣୁ କୃତ ଚର୍ମ ସଂକ୍ରମଣ ଓ ମେଥିସିଲିନ୍-ପ୍ରତିରୋଧୀ ଷ୍ଟାଫିଲୋକୋକସ୍ ଆରିଅସ୍ (MRSA)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ସପ୍ତାହରେ ଗୋଟିଏ ବା ଏକ ସପ୍ତାହ ବ୍ୟବଧାନରେ ଦୁଇଟି ମାତ୍ରା ଦିଆଯାଏ ।[୨] [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଣ୍ଟିବାୟୋଟିକ ସଂପୃକ୍ତ କୋଲାଇଟିସ୍, କୋଷ୍ଠକାଠିନ୍ୟ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ବ୍ୟବହାର ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ରହିଛି। [୪] ଏହା ଭାନକୋମାଇସିନ ସହିତ ଲାଇପୋଗ୍ଲାଇକୋପେପ୍ଟାଇଡ ଶ୍ରେଣୀର ଔଷଧ ଅଟେ ।[୨]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡାଲବାଭାନସିନ ଅନୁମୋଦିତ ହୋଇଥିଲେ ।[୨] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଔଷଧର ଏକ ଅନୁକ୍ରମର (କୋର୍ଷ) ମୂଲ୍ୟ ପ୍ରାୟ ୪୮୦୦ ଡଲାର ଅଟେ [୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୭୦୦ ପାଉଣ୍ଡ ।[୩]
ଆଧାର
[ସମ୍ପାଦନା]- ↑ European Medicines Agency (EMA) assessment of Dalbavancin http://www.ema.europa.eu/docs/en_GB/document_library/EPAR_-_Public_assessment_report/human/002840/WC500183871.pdf Archived 2018-06-19 at the Wayback Machine.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Dalbavancin Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 21 July 2021.
- ↑ ୩.୦ ୩.୧ ୩.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 561. ISBN 978-0-85711-369-6.
{{cite book}}: CS1 maint: date format (link) - ↑ "Dalbavancin (Dalvance) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 21 July 2021.
- ↑ "Xydalba". Archived from the original on 20 January 2021. Retrieved 21 July 2021.
- ↑ "Dalbavancin Prices, Coupons & Savings Tips - GoodRx". GoodRx. Retrieved 21 July 2021.