ଡାରୋଲୁଟାମାଇଡ

ଉଇକିପିଡ଼ିଆ‌ରୁ
ଡାରୋଲୁଟାମାଇଡ
Clinical data
Trade namesNubeqa
SynonymsDarramamide, ODM-201, BAY-1841788
AHFS/Drugs.commonograph
MedlinePlusa619045
data
Pregnancy
category
  • AU: X (High risk)
  • US: N (Not classified yet) [୧]
Routes of
administration
By mouth
Legal status
Legal status
Pharmacokinetic data
Bioavailability≤30%[୪]
Protein bindingDarolutamide: 92%[୪]
Ketodarolutamide: 99.8%[୪]
MetabolismDehydrogenation (CYP3A4), glucuronidation (UGT1A9, UGT1A1)[୪]
MetabolitesKetodarolutamide[୪][୫]
Elimination half-life16–20 hours[୪][୫]
ExcretionUrine: 63.4%[୪]
Feces: 32.4%[୪]
Identifiers
  • N-((S)-1-(3-(3-Chloro-4-cyanophenyl)-1H-pyrazol-1-yl)propan-2-yl)-5-(1-hydroxyethyl)-1H-pyrazole-3-carboxamide
ECHA InfoCard100.264.885 Edit this at Wikidata
Chemical and physical data
FormulaC19H19ClN6O2
Molar mass୩୯୮.୮୫ g·mol−1
3D model (JSmol)
  • C[C@@H](Cn1ccc(n1)c2ccc(c(c2)Cl)C#N)NC(=O)c3cc([nH]n3)C(C)O
  • InChI=1S/C19H19ClN6O2/c1-11(22-19(28)18-8-17(12(2)27)23-24-18)10-26-6-5-16(25-26)13-3-4-14(9-21)15(20)7-13/h3-8,11-12,27H,10H2,1-2H3,(H,22,28)(H,23,24)/t11-,12?/m0/s1
  • Key:BLIJXOOIHRSQRB-PXYINDEMSA-N
  (verify)

ଡାରୋଲୁଟାମାଇଡ (ଇଂରାଜୀ ଭାଷାରେ Darolutamide), ନ୍ୟୁବେକା ଏହାର ଏକ ବିକ୍ରୟ ନାମ, ହେଉଛି ପ୍ରୋସ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୪] [୩] ନିର୍ଦ୍ଦିଷ୍ଟ ଭାବରେ ଏହା ଅସ୍ତ୍ରୋପଚାର କିମ୍ବା ମେଡିକାଲ ଜନଦନାଶନ (ଖାସୁ) ସହିତ ଅଣ-ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ପ୍ରତିରୋଧକ ପ୍ରୋଷ୍ଟେଟ୍ କର୍କଟ (nmCRPC) ପାଇଁ ବ୍ୟବହୃତ ହୁଏ ।[୪] ଏହି ଔଷଧ ଖାଦ୍ୟ ସହିତ ଦିନ‌କୁ ଦୁଇଥର ପାଟିରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ବାହୁ ଏବଂ ଗୋଡରେ ଯନ୍ତ୍ରଣା, ଏବଂ ରାସ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୬] ଗର୍ଭାବସ୍ଥାରେ ପୁରୁଷ କିମ୍ବା ମହିଳାଙ୍କଦ୍ୱାରା ଏହା ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ନନ୍-ସ୍ଟିରଏଡାଲ୍ ଆଣ୍ଟିଆଣ୍ଡ୍ରୋଜେନ୍ (NSAA); ଆଣ୍ଡ୍ରୋଜେନ ସ‌ହିତ ଆଣ୍ଡ୍ରୋଜେନ୍ ରିସେପ୍ଟର ବାନ୍ଧିବାରେ ପ୍ରତିରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[୬]

୨୦୧୧ ମସିହାରେ ଡାରୋଲୁଟାମାଇଡ ପ୍ୟାଟେଣ୍ଟ୍ ହୋଇଥିଲା ।[୭] ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୪] [୩] [୮] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ଖର୍ଚ୍ଚ ପ୍ରାୟ ୪୦୦୦ ପାଉଣ୍ଡ ଥିଲା ।[୯] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ଖର୍ଚ୍ଚ ପ୍ରାୟ ୧୧୦୦୦ ଡଲାର ଅଟେ ।[୧୦]

ଆଧାର[ସମ୍ପାଦନା]

  1. "Darolutamide (Nubeqa) Use During Pregnancy". Drugs.com. 17 September 2019. Archived from the original on 3 December 2020. Retrieved 16 August 2020.
  2. "Nubeqa Australian prescription medicine decision summary". Therapeutic Goods Administration (TGA). 4 March 2020. Archived from the original on 28 August 2021. Retrieved 16 August 2020.
  3. ୩.୦ ୩.୧ ୩.୨ "Nubeqa EPAR". European Medicines Agency (EMA). 29 January 2020. Archived from the original on 29 October 2020. Retrieved 16 August 2020.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ "Nubeqa- darolutamide tablet, film coated". DailyMed. 31 July 2019. Archived from the original on 17 October 2020. Retrieved 22 November 2019.
  5. ୫.୦ ୫.୧ Fizazi K, Massard C, Bono P, Jones R, Kataja V, James N, et al. (August 2014). "Activity and safety of ODM-201 in patients with progressive metastatic castration-resistant prostate cancer (ARADES): an open-label phase 1 dose-escalation and randomised phase 2 dose expansion trial" (PDF). The Lancet. Oncology. 15 (9): 975–85. doi:10.1016/S1470-2045(14)70240-2. PMID 24974051. Archived (PDF) from the original on 1 December 2020. Retrieved 9 August 2021.
  6. ୬.୦ ୬.୧ "Darolutamide Monograph for Professionals". Drugs.com (in ଇଂରାଜୀ). Archived from the original on 23 November 2019. Retrieved 28 December 2021.
  7. "Androgen receptor modulating compounds". Archived from the original on 3 September 2019. Retrieved 28 December 2021.
  8. "AusPAR: Darolutamide". Therapeutic Goods Administration (TGA). 3 August 2020. Archived from the original on 21 September 2020. Retrieved 22 September 2020.
  9. BNF 81: March-September 2021. BMJ Group and the Pharmaceutical Press. 2021. p. 991. ISBN 978-0857114105.
  10. "Darolutamide Prices, Coupons & Savings Tips - GoodRx". GoodRx. Retrieved 28 December 2021.