ଡାକ୍ନେଶ୍ଵରୀ ମନ୍ଦିର
ଦେଖଣା
| ଡାକ୍ନେଶ୍ୱରୀ ମନ୍ଦିର | |
|---|---|
ଡାକ୍ନେଶ୍ୱରୀ ମନ୍ଦିର | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | ସପ୍ତରି |
| ଦେବାଦେବୀ | ଡାକ୍ନେଶ୍ୱରୀ ଭଗବତୀ |
| Festivals | ବଡ଼ ଦଶୈନ |
| Location | |
| ସ୍ଥାନ | ପଟୋ, ରାଜବିରାଜ |
| State | ସାଗରମଥା |
| Country | ନେପାଳ |
| ଭୌଗଳିକ ଅବସ୍ଥିତି | 26°31′N 86°37′E / 26.51°N 86.62°E |
| Architecture | |
| Type | ପଗୋଡ଼ା ଶୈଳୀ |
| Specifications | |
| Temple(s) | ୫ |
| Inscriptions | ଶିଳାଲେଖ |
| Elevation | 76 m (249 ft) |
ଡାକ୍ନେଶ୍ୱରୀ ମନ୍ଦିର (ନେପାଳୀ ଭାଷାରେ: डाक्नेश्वरी मन्दिर) ଦକ୍ଷିଣ ପୂର୍ବ ନେପାଳର ଏକ ହିନ୍ଦୁ ମନ୍ଦିର ଓ ଶକ୍ତି ପୀଠ । ଏଠାକାର ଦେବୀଙ୍କୁ ଡାକ୍ନେଶ୍ୱରୀ କୁହାଯାଏ । ଏହା ସପ୍ତାରି ଜିଲ୍ଲାର ଡାକ୍ନେଶ୍ୱରୀ ମ୍ୟୁନିସିପାଲଟିରେ ଥିବା ପାଟୋ ବଜାରରେ ଅବସ୍ଥିତ । ଏଠାକୁ ଭାରତ ନେପାଳର ତୀର୍ଥଯାତ୍ରୀମାନେ ଦର୍ଶନ କରିବାକୁ ଆସନ୍ତି, ବିଶେଷତଃ ଦଶଇନରୁ[୧] ସେଠାରେ ହଜାର ହଜାର ଛେଳି ବଳି ଦେବାକୁ ଆସନ୍ତି ।[୨]
ଇତିହାସ
[ସମ୍ପାଦନା]ଏହି ମନ୍ଦିର ୧୯୯୦ ମସିହାରେ ପୁନର୍ନିର୍ମାଣ କରାଯାଇଥିଲା ।[୨]
ତୀର୍ଥଯାତ୍ରା
[ସମ୍ପାଦନା]ପ୍ରତିବର୍ଷ ନେପାଳ, ଭାରତ ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଦଶଇନ ପର୍ବରେ ବଳି ଦେବାକୁ ହଜାର ହଜାର ଯାତ୍ରୀ ଏହି ମନ୍ଦିରକୁ ଆସନ୍ତି ।[୩]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Maha Asthami observed today". ekantipur.com. Archived from the original on 2014-11-11. Retrieved 2018-09-08.
- ↑ ୨.୦ ୨.୧ "The Goddess with Severed Head". Boss Nepal. Archived from the original on 2016-01-13. Retrieved 2022-09-12.
- ↑ Dāsa, Harikāntalāla (2003). Saptarī Jillākā pramukha sāṃskr̥tika sthalaharu : eka adhyayana : laghuanusandhānakārya. Nepāla Rājakīya Prajñā-Pratishṭhāna. p. 120. ISBN 9789993350569.