Jump to content

ଡାକ୍ନେଶ୍ଵରୀ ମନ୍ଦିର

Coordinates: 26°31′N 86°37′E / 26.51°N 86.62°E / 26.51; 86.62
ଉଇକିପିଡ଼ିଆ‌ରୁ
ଡାକ୍ନେଶ୍ୱରୀ ମନ୍ଦିର
ଡାକ୍ନେଶ୍ୱରୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtସପ୍ତରି
ଦେବାଦେବୀଡାକ୍ନେଶ୍ୱରୀ ଭଗବତୀ
Festivalsବଡ଼ ଦଶୈନ
Location
ସ୍ଥାନପଟୋ, ରାଜବିରାଜ
Stateସାଗରମଥା
Countryନେପାଳ
ଡାକ୍ନେଶ୍ଵରୀ ମନ୍ଦିର is located in Nepal
ଡାକ୍ନେଶ୍ଵରୀ ମନ୍ଦିର
ଡାକ୍ନେଶ୍ୱରୀ ମନ୍ଦିର, ନେପାଳ
ଭୌଗଳିକ ଅବସ୍ଥିତି26°31′N 86°37′E / 26.51°N 86.62°E / 26.51; 86.62
Architecture
Typeପଗୋଡ଼ା ଶୈଳୀ
Specifications
Temple(s)
Inscriptionsଶିଳାଲେଖ
Elevation76 m (249 ft)

ଡାକ୍ନେଶ୍ୱରୀ ମନ୍ଦିର (ନେପାଳୀ ଭାଷାରେ: डाक्नेश्वरी मन्दिर) ଦକ୍ଷିଣ ପୂର୍ବ ନେପାଳର ଏକ ହିନ୍ଦୁ ମନ୍ଦିର ଓ ଶକ୍ତି ପୀଠ । ଏଠାକାର ଦେବୀଙ୍କୁ ଡାକ୍ନେଶ୍ୱରୀ କୁହାଯାଏ । ଏହା ସପ୍ତାରି ଜିଲ୍ଲାର ଡାକ୍ନେଶ୍ୱରୀ ମ୍ୟୁନିସିପାଲଟିରେ ଥିବା ପାଟୋ ବଜାରରେ ଅବସ୍ଥିତ । ଏଠାକୁ ଭାରତ ନେପାଳର ତୀର୍ଥଯାତ୍ରୀମାନେ ଦର୍ଶନ କରିବାକୁ ଆସନ୍ତି, ବିଶେଷତଃ ଦଶଇନରୁ[] ସେଠାରେ ହଜାର ହଜାର ଛେଳି ବଳି ଦେବାକୁ ଆସନ୍ତି ।[]

ଇତିହାସ

[ସମ୍ପାଦନା]

ଏହି ମନ୍ଦିର ୧୯୯୦ ମସିହାରେ ପୁନର୍ନିର୍ମାଣ କରାଯାଇଥିଲା ।[]

ତୀର୍ଥଯାତ୍ରା

[ସମ୍ପାଦନା]

ପ୍ରତିବର୍ଷ ନେପାଳ, ଭାରତ ଓ ଅନ୍ୟାନ୍ୟ ଦେଶମାନଙ୍କରୁ ଦଶଇନ ପର୍ବରେ ବଳି ଦେବାକୁ ହଜାର ହଜାର ଯାତ୍ରୀ ଏହି ମନ୍ଦିରକୁ ଆସନ୍ତି ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. "Maha Asthami observed today". ekantipur.com. Archived from the original on 2014-11-11. Retrieved 2018-09-08.
  2. ୨.୦ ୨.୧ "The Goddess with Severed Head". Boss Nepal. Archived from the original on 2016-01-13. Retrieved 2022-09-12.
  3. Dāsa, Harikāntalāla (2003). Saptarī Jillākā pramukha sāṃskr̥tika sthalaharu : eka adhyayana : laghuanusandhānakārya. Nepāla Rājakīya Prajñā-Pratishṭhāna. p. 120. ISBN 9789993350569.

ବାହ୍ୟ ଲିଙ୍କ

[ସମ୍ପାଦନା]

Cultural heritage sites in Saptari

Hindu temples in Nepal