ଠାକୁର ଅନୁକୂଳଚନ୍ଦ୍ର

ଉଇକିପିଡ଼ିଆ‌ରୁ

ଛାଞ୍ଚ:Hଛୋଟ

ପରମପ୍ରେମମୟ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
Born
ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀ

(1888-09-14)ସେପ୍ଟେମ୍ବର ୧୪, ୧୮୮୮
ହିମାଇତପୁର, ପାବନା, (ଏବେ ବାଂଲାଦେଶରେ)
Died୨୬ ଜାନୁଆରୀ ୧୯୬୯(1969-01-26) (ବୟସ ୮୦)
ସତସଙ୍ଗ ଆଶ୍ରମ, ଦେଓଘର, ଝାଡ଼ଖଣ୍ଡ
Nationalityଭାରତୀୟ
Spouse(s)ଷୋଡଶୀବାଳା ଦେବୀ (ଶ୍ରୀଶ୍ରୀବଡମା), ସର୍ବମଙ୍ଗଳା ଦେବୀ
Childrenଅମରେନ୍ଦ୍ରନାଥ ଚକ୍ରବର୍ତ୍ତୀ (ଶ୍ରୀଶ୍ରୀବଡଦା), ବିବେକରଞ୍ଜନ ଚକ୍ରବର୍ତ୍ତୀ, ସାଧନା ଦେବୀ, ସାନ୍ତ୍ୱନା ଦେବୀ, ପ୍ରଚେତାରଞ୍ଜନ ଚକ୍ରବର୍ତ୍ତୀ
Parent(s)ଶିବଚନ୍ଦ୍ର ଚକ୍ରବର୍ତ୍ତୀ, ମନୋମୋହିନୀ ଦେବୀ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର (ବଙ୍ଗଳା: ঠাকুর অনুকূলচনদ) (୧୪ ସେପ୍ଟେମ୍ବର ୧୮୮୮ରୁ ୨୬ ଜାନୁଆରୀ ୧୯୬୯) ଜଣେ ଆଧ୍ୟାତ୍ମିକ ଧର୍ମଗୁରୁ ଓ ସତସଙ୍ଗ ଆଶ୍ରମ, ଦେଓଘରର ସଂସ୍ଥାପକ।

ଜୀବନୀ[ସମ୍ପାଦନା]

ଠାକୁର ଅନୁକୂଳ ଚନ୍ଦ୍ର ବିଂଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ଥିଲେ ,ଅଧୁନା ବଙ୍ଗଳାଦେଶର ପାବନା ନିକଟରେ ହିମାୟିତପୁର ଗ୍ରାମରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଓ ମାତା ମନମୋହିନୀ ଦେବୀଙ୍କ ଔରସରୁ ଜନ୍ମ ନେଇଥିଲେ । ଅଧୁନା ଦେଓଘରରେ ଥିବା ସତସଙ୍ଗର ପ୍ରତିଷ୍ଠାତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଳୟିତା ଥିଲେ ।

ଦେଓଘରସ୍ଥିତ ସତସଙ୍ଗ ଆଶ୍ରମ ଏବେ ଦେଓଘରର ମୁଖ୍ୟ ଆକର୍ଷଣ। [୧] ସେ ୧୯୪୬ରେ ଦେଓଘରକୁ ଯାଇଥିଲେ, ଯେଉଁଠି ସେ ୨୬ ଜାନୁଆରୀ ୧୯୬୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଦର୍ଶନ ଓ ଶିକ୍ଷା[ସମ୍ପାଦନା]

ଶ୍ରୀଶ୍ରୀଠାକୁରଙ୍କ ରଚିତ ପୁସ୍ତକ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2005-04-05. Retrieved 2012-06-07. {{cite web}}: Cite has empty unknown parameter: |1= (help)

External links[ସମ୍ପାଦନା]