Jump to content

ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ପରମପ୍ରେମମୟ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର
ଜନ୍ମ
ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀ

(1888-09-14)ସେପ୍ଟେମ୍ବର ୧୪, ୧୮୮୮
ହିମାଇତପୁର, ପାବନା, (ଏବେ ବାଂଲାଦେଶରେ)
ମୃତ୍ୟୁ୨୬ ଜାନୁଆରୀ ୧୯୬୯(1969-01-26) (ବୟସ ୮୦)
ସତସଙ୍ଗ ଆଶ୍ରମ, ଦେଓଘର, ଝାଡ଼ଖଣ୍ଡ
ଜାତୀୟତାଭାରତୀୟ
ବୈବାହିକ-ସାଥୀ(s)ଷୋଡଶୀବାଳା ଦେବୀ (ଶ୍ରୀଶ୍ରୀବଡ଼ମା), ସର୍ବମଙ୍ଗଳା ଦେବୀ
ସନ୍ତାନଅମରେନ୍ଦ୍ରନାଥ ଚକ୍ରବର୍ତ୍ତୀ (ଶ୍ରୀଶ୍ରୀବଡ଼ଦା), ବିବେକରଞ୍ଜନ ଚକ୍ରବର୍ତ୍ତୀ, ସାଧନା ଦେବୀ, ସାନ୍ତ୍ୱନା ଦେବୀ, ପ୍ରଚେତାରଞ୍ଜନ ଚକ୍ରବର୍ତ୍ତୀ
ପିତାମାତା(s)ଶିବଚନ୍ଦ୍ର ଚକ୍ରବର୍ତ୍ତୀ, ମନୋମୋହିନୀ ଦେବୀ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର (୧୪ ସେପ୍ଟେମ୍ବର ୧୮୮୮ - ୨୬ ଜାନୁଆରୀ ୧୯୬୯) ଜଣେ ଆଧ୍ୟାତ୍ମିକ ଧର୍ମଗୁରୁ ଓ ସତସଙ୍ଗ ଆଶ୍ରମ, ଦେଓଘରର ସଂସ୍ଥାପକ।

ଜୀବନୀ

[ସମ୍ପାଦନା]

ଅନୁକୂଳଚନ୍ଦ୍ର ବିଂଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ଥିଲେ, ଅଧୁନା ବଙ୍ଗଳାଦେଶର ପାବନା ନିକଟରେ ହିମାୟିତପୁର ଗ୍ରାମରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଔରସରୁ ଓ ମାତା ମନମୋହିନୀ ଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ଅଧୁନା ଦେଓଘରରେ ଥିବା ସତସଙ୍ଗର ପ୍ରତିଷ୍ଠାତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଳୟିତା ଥିଲେ ।

ଦେଓଘରସ୍ଥିତ ସତସଙ୍ଗ ଆଶ୍ରମ ଏବେ ଦେଓଘରର ମୁଖ୍ୟ ଆକର୍ଷଣ। [] ସେ ୧୯୪୬ରେ ଦେଓଘରକୁ ଯାଇଥିଲେ, ଯେଉଁଠି ସେ ୨୬ ଜାନୁଆରୀ ୧୯୬୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଦର୍ଶନ ଓ ଶିକ୍ଷା

[ସମ୍ପାଦନା]

ଶ୍ରୀଶ୍ରୀଠାକୁରଙ୍କ ରଚିତ ପୁସ୍ତକ

[ସମ୍ପାଦନା]
  1. "ଆର୍କାଇଭ୍ କପି". Archived from the original on 2005-04-05. Retrieved 2012-06-07. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ

[ସମ୍ପାଦନା]