ଟ୍ରୋଫିନେଟାଇଡ
ଦେଖଣା
| Clinical data | |
|---|---|
| Trade names | Daybue |
| Synonyms | NNZ-2566 |
| data |
|
| Routes of administration | By mouth |
| Legal status | |
| Legal status | |
| Pharmacokinetic data | |
| Bioavailability | 84% |
| Metabolism | Insignificant |
| Elimination half-life | ~ 1.5 h |
| Excretion | Urine |
| Identifiers | |
| |
| Chemical and physical data | |
| Formula | C13H21N3O6 |
| Molar mass | ୩୧୫.୩୩ g·mol−1 |
| 3D model (JSmol) | |
| |
| |
ଟ୍ରୋଫିନେଟାଇଡ (ଇଂରାଜୀ ଭାଷାରେ Trofinetide), ଡେବୁ (Daybue) ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ରେଟ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅତିକମରେ ଦୁଇ ବର୍ଷ ବୟସ୍କ ଲୋକଙ୍କଠାରେ ଏହା ବ୍ୟବହୃତ ହୁଏ ।[୧] ଏହା ପାଟିରେଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଲ ଝାଡ଼ା ଏବଂ ବାନ୍ତି ହୋଇପାରେ ।[୧] ଓଜନ ହ୍ରାସ ହୋଇପାରେ ।[୧] ଗୁରୁତ୍ୱପୂର୍ଣ୍ଣ ବୃକ୍କ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୧] ଏହା କିପରି କାମ କରେ, ତାହା ଅସ୍ପଷ୍ଟ ।[୧]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟ୍ରୋଫିନେଟାଇଡ ଅନୁମୋଦିତ ହୋଇଥିଲା ।[୧] ଯେଉଁମାନଙ୍କର ଓଜନ ୧୨ କିଲୋଗ୍ରାମରୁ କମ୍, ସେମାନଙ୍କ ପାଇଁ ବର୍ଷକୁ ପ୍ରାୟ ୩୮୫,୦୦୦ ଡଲାର୍ ଖର୍ଚ୍ଚ ହୁଏ, ଯେଉଁମାନଙ୍କର ୫୦ କିଲୋଗ୍ରାମରୁ ଅଧିକ, ତାଙ୍କ ପାଇଁ ୨୦୨୩ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ବାର୍ଷିକ ପ୍ରାୟ ୯୨୪,୦୦୦ ଡଲାର୍ ଖର୍ଚ୍ଚ ହୋଇପାରେ ।[୨]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 "DailyMed - DAYBUE- trofinetide solution". dailymed.nlm.nih.gov. Archived from the original on 2 July 2023. Retrieved 12 June 2023.
- ↑ "FDA Approves First Treatment for Rett syndrome". Formulary Watch (in ଇଂରାଜୀ). 13 March 2023. Archived from the original on 22 May 2023. Retrieved 12 June 2023.