ଟ୍ରିପଲ ଏଚ

ଉଇକିପିଡ଼ିଆ ରୁ
Jump to navigation Jump to search
ଟ୍ରିପଲ ଏଚ
Triple H in April 2016.jpg
Triple H in April 2016
ଜନ୍ମ ଓ ଜନ୍ମସ୍ଥାନ
Paul Michael Levesque

(1969-07-27) ଜୁଲାଇ ୨୭, ୧୯୬୯ (ବୟସ ୫୧)
Nashua, New Hampshire, United States
Weston, Connecticut, United States
ଜୀବିକାExecutive Vice President of Talent, Live Events and Creative for WWE
Professional wrestler
କାର୍ଯ୍ୟକାଳ1992–present
ନିଯୁକ୍ତିଦାତାWWE
ଶୀର୍ଷକExecutive Vice President of Talent, Live Events and Creative
(2013–present)
ଜୀବନସାଥିStephanie McMahon (ବିବାହ ୨୦୦୩–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: Stephanie McMahon to ଟ୍ରିପଲ ଏଚ" Location: (linkback://or.wikipedia.org/wiki/%E0%AC%9F%E0%AD%8D%E0%AC%B0%E0%AC%BF%E0%AC%AA%E0%AC%B2_%E0%AC%8F%E0%AC%9A)
ସନ୍ତାନ3
ପରିବାରMcMahon
Professional wrestling career
Ring name(s)Hunter Hearst Helmsley
Jean-Paul Lévesque
Terra Ryzing
Terra Risin'
Terror Rising[୧]
Triple H
Billed height୬ ft ୪ in (୧.୯୩ m)
Billed weight୨୫୫ lb (୧୧୬ kg)
Billed fromBoston, Massachusetts
(as Terror Risin'/Terra Ryzing/Terror Rising)
Greenwich, Connecticut
(as Hunter Hearst Helmsley/Triple H)
Sainte-Mere-Eglise, France
(as Jean-Paul Lévesque)
Trained byKiller Kowalski
DebutMarch 24, 1992
ୱେବସାଇଟWWE Corporate Bio

ପଉଲ ମାଇକଲ୍ ଲେଭେସକ୍ୟୁ [୩] (ଜନ୍ମ ଜୁଲାଇ ୨୭ ୧୯୬୬), [୪] ସେ ନିଜର ଆଖଡା ନାମ ଟ୍ରିପଲ ଏଚ( ପୂର୍ବ ଆଖଡା ନାମ ହଣ୍ଟର ହର୍ସ୍ଟ ହେଲ୍ମସ୍ଲେ) ନାମରେ ଅଧିକ ଜଣାଶୁଣା । ସେ ଜଣେ ଅର୍ଦ୍ଧ ଅବସର ପେଶାଦାର ମଲ୍ଲ ଏବଂ କର୍ପୋରେଟ ଅଧିକାରୀ । ସେ ଡବ୍ଲ୍ୟୁଡବ୍ଲ୍ୟୁଇର ଟାଲେଣ୍ଟ, ଲାଇଭ୍ ଇଭେଣ୍ଟ ଏବଂ କ୍ରିଏଟିଭର ଉପ ସଭାପତି ଅଛନ୍ତି ଏହା ଛଡା ସେ ଏନଏକ୍ସଟିର ଉଦ୍ଭାବକ ତଥା ପ୍ରଜୋଯକ ଏବଂ ହୋମୋନିମ ଟିଭି ଶୃଙ୍ଖଳାର ଆବିଷ୍କାରକ । ସେ ମାକମାହୋନ ପରିବାରରେ ବିବାହ କରିଛନ୍ତି , ଯାହାକି ଡବ୍ଲ୍ୟୁଡବ୍ଲ୍ୟୁଇର ମାଲିକାନାରେ ଅଧିକ ଭାଗର ଅଧିକାରୀ । [୨] ନିଜର କର୍ପୋରେଟ ଭୁମିକା ସହିତ ଲେଭେସକ୍ୟୁ ନିୟମିତ ଭାବରେ ଡବ୍ଲ୍ୟୁଡବ୍ଲ୍ୟୁଇ ଟିଭିରେ ପ୍ରାଧିକାରୀ ଭାବେ ଏବଂ ପେଶାଦାର ମଲ୍ଲ ଭବେ ଦେଖା ଦିଅନ୍ତି ।

ଆଧାର[ସମ୍ପାଦନା]

  1. Jason Skog (2012). Triple H: At the Top of His Game. Capstone Press. p. 8 pp. ISBN 978-1429686778.
  2. ୨.୦ ୨.୧ "HHH salary and job title". 411 Mania. Retrieved March 23, 2014.
  3. "Triple H Bio". Online World of Wrestling. Retrieved August 30, 2011.
  4. Milner, John; Clevett, Jason; Kamchen, Richard (December 5, 2004). "Hunter Hearst Helmsley". Canoe.ca. Canadian Online Explorer. Retrieved July 11, 2007.