Jump to content

ଟେପ୍ରୋଟୁମୁମାବ

ଉଇକିପିଡ଼ିଆ‌ରୁ
ଟେପ୍ରୋଟୁମୁମାବ
Monoclonal antibody
TypeWhole antibody
SourceHuman
TargetIGF-1R[]
Clinical data
Trade namesTepezza
SynonymsTeprotumumab-trbw, RG-1507
AHFS/Drugs.commonograph
data
Routes of
administration
Intravenous
Legal status
Legal status
Identifiers
ECHA InfoCard100.081.384 Edit this at Wikidata
Chemical and physical data
FormulaC6476H10012N1748O2000S40
Molar mass୧,୪୫,୬୩୯.୯୭ g·mol−1
  (verify)

ଟେପ୍ରୋଟୁମୁମାବ, ବିକ୍ରୟ ନାମ ଟେପେଜ୍ଜା, ଏକ ଔଷଧ ଯାହା ଥାଇରଏଡ ଆଖି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପ୍ରୋପ୍ଟୋସିସ୍ ବା ଆଖି ଡୋଳା ବାହାରକୁ ଆସିବା ଦେଖାଗଲେ ହ୍ରାସ କରିଦିଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ‌ଦ୍ୱାରା ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ସ୍ପାଜ୍ମ, ବାନ୍ତି, କେଶ ଝଡ଼ିବା, ତରଳ ଝାଡ଼ା, ଥକ୍କା, ଉଚ୍ଚ ରକ୍ତ ଶର୍କରା, ଶ୍ରବଣ ଶକ୍ତି ହ୍ରାସ, ଶୁଖିଲା ଚର୍ମ, ପରିବର୍ତ୍ତିତ ସ୍ୱାଦ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା ହୋଇପାରେ ।[] ଗର୍ଭବତୀ ହେବାର ଛଅ ମାସ ପୂର୍ବରୁ କିମ୍ବା ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[] ଏହା ଏକ ମାନବ ମନୋକ୍ଲୋନାଲ ଆଣ୍ଟିବଡି ଯାହା ଇନସୁଲିନ୍ ପରି ଅଭିବୃଦ୍ଧି ଫ୍ୟାକ୍ଟର୍ -1 ରିସେପ୍ଟର (IGF-1R) ସହିତ ବାନ୍ଧିଥାଏ ଯାହାଦ୍ୱାରା ଏହାର ସକ୍ରିୟତାକୁ ରୋକିଥାଏ ।[]

୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେପ୍ରୋଟୁମୁମାବ ଅନୁମୋଦିତ ହୋଇଥିଲା ।[] ୨୦୨୧ ସୁଦ୍ଧା ଏହା ୟୁରୋପରେ ଅନୁମୋଦିତ ହୋଇନାହିଁ ।[] ଯୁକ୍ତରାଷ୍ଟ୍ରରେ ଏହାର ୨୦୨୧ ସୁଦ୍ଧା ଏକ ୫୦୦ ମିଗ୍ରା ଭାଏଲର ମୂଲୁ ପ୍ରାୟ ୧୫,୬୦୦ ଡଲାର୍ ।[]

  1. 1 2 3 4 5 6 "Teprotumumab-trbw Monograph for Professionals". Drugs.com (in ଇଂରାଜୀ). Retrieved 26 September 2021.
  2. 1 2 3 "FDA approves first treatment for thyroid eye disease" (Press release). 21 January 2020. Archived from the original on 28 August 2020. Retrieved 21 January 2020.
  3. "Teprotumumab". SPS - Specialist Pharmacy Service. 21 March 2018. Archived from the original on 27 September 2021. Retrieved 26 September 2021.
  4. "Tepezza Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 26 September 2021.