Jump to content

ଟୁକପା ଭାଷା

ଉଇକିପିଡ଼ିଆ‌ରୁ
ଟୁକପା ଭାଷା
Nesang
Native toଭାରତ
ଅଞ୍ଚଳହିମାଚଳ ପ୍ରଦେଶ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।e25
ଚୀନ-ତିବ୍ଦତୀୟ
  • ତିବ୍ଦତୀୟ-ବର୍ମନ
    • ତିବ୍ଦତୀୟ-କନୌରୀ (?)
      • ବୌଦ୍ଧିକ
        • ତିବ୍ଦତୀୟ
          • ଲାହୁଲି-ସ୍ପିତି
            • ଟୁକପା ଭାଷା
ଭାଷା କୋଡ୍
ISO ୬୩୯-୩tpq
ଗ୍ଲୋଟୋଲୋଗtukp1239

ଟୁକପା ଭାଷା ଏକ ଭାରତୀୟ ଭାଷା ଅଟେ । ଏହାକୁ ନେସଙ୍ଗ ମଧ୍ୟ କୁହାଯାଏ । ଏହା ଭାରତର ହିମାଚଳ ପ୍ରଦେଶର ଲାହୋଲ ଓ ସ୍ପିତି ଅଞ୍ଚଳରେ କଥିତ ଏକ ତିବ୍ଦତୀୟ ଭାଷା ଅଟେ । ଏହା ଅନ୍ୟ ଲାହୁଲି-ସ୍ପିତି ଭାଷା ସହିତ ଏକ ଘନିଷ୍ଠ ଗୋଷ୍ଠୀ ଗଠନ କରେ, ଏବଂ ମାନକ ତିବ୍ଦତୀୟମାନଙ୍କର ଯଥେଷ୍ଟ ନିକଟତର ଅଟେ ।[]

  1. Nicolas Tournadre. 2014. The Tibetic languages and their classification. In Nathan W. Hill and Thomas Owen-Smith (eds.), Trans-Himalayan Linguistics: Historical and Descriptive Linguistics of the Himalayan Area, 105–129. Berlin: De Gruyter Mouton.