ଟୁଏନସାଙ୍ଗ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଟୁଏନସାଙ୍ଗ
city
Country India
StateNagaland
Elevation
1,371 m (4,498 ft)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣNL
Websitenagaland.gov.in

ଟୁଏନସାଙ୍ଗ (Pron:/ˌtjuːənˈsæŋ/) ଭାରତୀୟ ରାଜ୍ୟ ନାଗାଲାଣ୍ଡର ଏକ ସହର ଓ ସେହି ଜିଲ୍ଲାର ମୁଖ୍ୟାଳୟ । ଏହା ନାଗାଲାଣ୍ଡର ବୃହତ୍ତମ ଜିଲ୍ଲା ଓ ଏହା ମିୟାଂମାର ଦେଶର ସୀମାକୁ ଲାଗି ରହିଛି । ଏହି ସହର 1947 ମସିହାରେ ଉତ୍ତର ପୂର୍ବ ସୀମାବର୍ତୀ ଏଜେନ୍ସି ( NEFA)ର ପରିଚାଳନା ନିମନ୍ତେ ସ୍ଥାପନ କରାଯାଇଥିଲା । ଟୁଏନସଙ୍ଗ, ମୋନ ,ଲୋଙ୍ଗଲେଙ୍ଗ , ଓ କିଫିରେ ଏହି ଚାରିଟି ଜିଲ୍ଲାକୁ ପୂର୍ବ ନାଗାଲାଣ୍ଡ କୁହାଯାଏ । 

ଇତିହାସ [ସମ୍ପାଦନା]

ପୂର୍ବ ନାଗାଲାଣ୍ଡ ଅଞ୍ଚଳର ସମସ୍ତ 4ଟି ଜିଲ୍ଲା ଆଗରୁ ଟୁଏନସଙ୍ଗ ଥିଲା ।ବ୍ରିଟିଶ ଶାସନ ସମୟରେ ଯଥେଷ୍ଟ ସୁବିଧା ଅଭାବରୁ ଏହି ଅଞ୍ଚଳ ଅଣଶାଶୀତଭାବରେ ରହିଥିଲା ।ତେବେ 1902 ମସିହାରେ ବ୍ରିଟିଶମାନେ ଏହାକୁ ଅଧିନସ୍ଥ କରିଥିଲେ । ଏହାକୁ ଏକ ଆଦିବଶି ଅଞ୍ଚଳ କୁହା ଯାଉଥିଲା । ଏହା ସିଧା ସଳଖ ଭାରତର ଗଭର୍ଣ୍ଣର- ଜେନେରାଲଙ୍କଦ୍ୱାରା ଶାସିତ ହଉଥିଲା ।1948 ମସିହାରେ ସ୍ୱାଧୀନ ଭାରତରେ ଏହା ପାଇଁ ଏକ ସ୍ୱତନ୍ତ୍ର ପ୍ରଶାସନିକ ସର୍କଲ ଗଠିତ ହେଇଥିଲା । [୧]

ଭାରତୀୟ ସମ୍ବିଧାନରେ ଏହି ଅଞ୍ଚଳକୁ " ପାର୍ଟ -B" ନାମରେ କୁହା ଯାଇଥିଲା । ପରେ ଏହା NEFA ଅଞ୍ଚଳରେ ପରିଣତ ହେଲା । 1957 ମସିହାରେ ଏହାକୁ ନାଗା ହିଲ ଜିଲ୍ଲାରେ ମିଶେଇ ଦିଆ ଯାଇଥିଲା ଓ ତାହାର ଶାସନ ପାଇଁ ସ୍ୱତନ୍ତ୍ର ଇଉନିଟ ସ୍ଥାପନ ହେଲା । [୨] ପରେ ଏହାକୁ ପୂର୍ଣ ନାଗାଲ୍ଯାନ୍ଡରେ ପରିଣତ କରାଗଲା । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

District map of Nagaland with Tuensang town

ଟୁଏନ୍ସେଙ୍ଗର  b 26°17′N 94°50′E / 26.28°N 94.83°E / 26.28; 94.83.[୩] ଏହା ସମୁଦ୍ରପତ୍ତାନଠାରୁ 1371 ମିଟର ଉପରେ ରହିଛି । 

ଜନସଂଖ୍ୟା [ସମ୍ପାଦନା]

2001 ଜନଗଣନା[୪]] ଅନୁସାରେ ଏଠାକାର ଜନସଂଖ୍ୟା 29,654ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା56% ଥିବା ବେଳେ ମହିଳା ସଂଖ୍ୟା 44% ଥିଲା । ଏଠାରେ ସାକ୍ଷ୍ୟରତ ହାର71 % ରହିଥିଲା ।ଏହା ଜାତୀୟ ହାରଠାରୁ ଆଡଜିକ । 6 ବର୍ଷରୁ କମ ସଂଖ୍ୟା 13 % ଥିଲା ।

ଏଠାରେ ଜାତୀୟ ରାଜପଥ 155 ରହିଛି । ଏହା ମୋକୋକଚୁଙ୍ଗ ଓ ଜେସସାମୀକୁ ସଂଯୋଗ କରିଥାଏ । .[୫][୬][୭]

ଆଧାର [ସମ୍ପାଦନା]

  1. Ved Prakash (2007). Encyclopaedia Of North-east India Vol# 5. Atlantic. p. 1922. ISBN 978-81-269-0707-6.
  2. B. Datta-Ray, S. P. Agrawal (1996). Reorganization of North-East India since 1947. Concept. p. 6. ISBN 978-81-7022-577-5.
  3. Falling Rain Genomics, Inc - Tuensang
  4. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  5. http://www.nagalandpost.com/ShowStory.aspx?npoststoryiden=UzEwMjYwNjE%3D-Z4PpCQa%2BHSg%3D1[permanent dead link].
  6. http://www.nagalandpost.com/ShowStory.aspx?npoststoryiden=UzEwMjU2MDk%3D-%2B367GH8sVU8%3D Archived 2011-09-30 at the Wayback Machine..
  7. "ଆର୍କାଇଭ୍ କପି". Archived from the original on 2010-05-11. Retrieved 2016-12-29. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ [ସମ୍ପାଦନା]