Jump to content

ଟିହରୀୟାଲି ବୋଲି

ଉଇକିପିଡ଼ିଆ‌ରୁ
ଟିହରୀୟାଲି ବୋଲି
टिहरीयाली
गंगापारिया
ମାତୃଭାଷା ଅଞ୍ଚଳଭାରତ
ଅଞ୍ଚଳଉତ୍ତରାଖଣ୍ଡ
ଇଣ୍ଡୋ-ଇଉରୋପୀୟ
ଭାଷା କୋଡ୍
ISO ୬୩୯-୩
ଗ୍ଲୋଟୋଲୋଗtehr1243
Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/ଭାରତ" does not exist.
Coordinates: 30°22′49″N 78°26′36″E / 30.3804°N 78.4433°E / 30.3804; 78.4433
ଉତ୍ତରାଖଣ୍ଡର ଦୁଇଜଣ କୃଷକ ଗଡ଼ୱାଳୀଜୌନସାରୀର ଅନ୍ତରିକ ଭାଷା ଜୌନପୁରୀରେ ସ୍ଥାନୀୟ କୃଷି ପରିସ୍ଥିତି ବିଷୟରେ ଆଲୋଚନା କରୁଛନ୍ତି

ଟିହରୀୟାଲି ବୋଲି ବା ଗଙ୍ଗାପାରିଆ ବା ଟିହରୀ ଗଡ଼ୱାଲି ହେଉଛି ଗଡ଼ୱାଲି ଭାଷାର ଏକ ଉପଭାଷା ଅଟେ, ଯାହାକି କେନ୍ଦ୍ରୀୟ ପାହାଡ଼ି ଗୋଷ୍ଠୀର (ଗ୍ରିୟର୍ସନ ଅନୁଯାୟୀ) ଅନ୍ତର୍ଭୁକ୍ତ ।[] ଉତ୍ତରାଖଣ୍ଡର ଟିହରୀ ଗଡ଼ୱାଲ ଜିଲ୍ଲାରେ ଏହି ଭାଷାକୁ ମୁଖ୍ୟତଃ ବ୍ୟବହାର କରାଯାଏ ।

ଲିପି ଓ ନମୁନା

[ସମ୍ପାଦନା]
Sample of Tehriyali dialect from Grierson's book "Linguistic Survey of india"

[]

Sample of Tehriyali dialect from Grierson's book "Linguistic Survey of india"
  1. Linguistic Survey Of India Vol.9 Part.4. 1916. p. 342.
  2. "Linguistic Survey of India". 1916.

ବାହାର ଆଧାର

[ସମ୍ପାଦନା]