Jump to content

ଟିଭୋଜାନିବ

ଉଇକିପିଡ଼ିଆ‌ରୁ
ଟିଭୋଜାନିବ
Clinical data
Trade namesFotivda
SynonymsAV-951
AHFS/Drugs.commonograph
data
Routes of
administration
By mouth
Legal status
Legal status
Pharmacokinetic data
Protein binding>99%
Elimination half-life4.5–5.1 days
Excretion79% faeces, 12% urine
Chemical and physical data
FormulaC22H19ClN4O5
Molar mass୪୫୪.୮୭ g·mol−1
3D model (JSmol)
  • O=C(Nc1noc(c1)C)Nc4ccc(Oc2c3cc(OC)c(OC)cc3ncc2)cc4Cl
  • InChI=InChI=1S/C22H19ClN4O5/c1-12-8-21(27-32-12)26-22(28)25-16-5-4-13(9-15(16)23)31-18-6-7-24-17-11-20(30-3)19(29-2)10-14(17)18/h4-11H,1-3H3,(H2,25,26,27,28)
  • Key:SPMVMDHWKHCIDT-UHFFFAOYSA-N

ଟିଭୋଜାନିବ, (ଇଂରାଜୀ ଭାଷାରେ Tivozanib), ଫୋଟିଭଡା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ବୃକ୍‌କୀୟ ଜୀବକୋଷ କର୍କଟ (ଆରସିସି) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ଆଗେଇ ଯାଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ଚିକିତ୍ସାରେ ବିଫଳ ହୋଇଛି । ଏହା ପାଟିରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାଣ, ଉଚ୍ଚ ରକ୍ତଚାପ, ତରଳ ଝାଡ଼ା, ଅଇ, ସ୍ୱରରେ ପରିବର୍ତ୍ତନ, କମ୍ ଥାଇରଏଡ ହରମୋନ, କାଶ ଏବଂ ପାଟି ପ୍ରଦାହ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ସୋଡିୟମ୍, ହୃଦଘାତ, ରକ୍ତ ଜମାଟ ବାନ୍ଧିବା, ରକ୍ତସ୍ରାବ ଏବଂ ଲାଇପେଜ ବୃଦ୍ଧି ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ଭିଇଜିଏଫ (VEGF) ରିସେପ୍ଟର ଇନହିବିଟର, ଯାହା ନୂତନ ରକ୍ତନଳୀ ଗଠନକୁ ଅବରୋଧ କରିଥାଏ ।[୧]

୨୦୧୭ ମସିହାରେ ୟୁରୋପରେ ଏବଂ ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟିଭୋଜାନିବଙ୍କୁ ଅନୁମୋଦନ କରାଯାଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ଏହାର ୪ ସପ୍ତାହରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୬,୦୦୦ ଡଲାର ହୁଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Fotivda EPAR". European Medicines Agency (EMA). Archived from the original on 13 May 2021. Retrieved 16 March 2021. {{cite web}}: More than one of |archivedate= and |archive-date= specified (help); More than one of |archiveurl= and |archive-url= specified (help)
  2. ୨.୦ ୨.୧ ୨.୨ ୨.୩ "Fotivda- tivozanib capsule". DailyMed. Archived from the original on 13 September 2021. Retrieved 12 September 2021. {{cite web}}: More than one of |archivedate= and |archive-date= specified (help); More than one of |archiveurl= and |archive-url= specified (help)
  3. "FDA approves tivozanib for relapsed or refractory advanced renal cell". U.S. Food and Drug Administration. 10 March 2021. Archived from the original on 11 March 2021. Retrieved 16 March 2021. {{cite web}}: More than one of |archivedate= and |archive-date= specified (help); More than one of |archiveurl= and |archive-url= specified (help)  This article incorporates text from this source, which is in the public domain.
  4. "Tivozanib". Archived from the original on 31 October 2022. Retrieved 31 October 2022.