ଟାଇଗ୍ରେନ୍ସ ଦ ଗ୍ରେଟ
ଦେଖଣା
| ଟାଇଗ୍ରେନ୍ସ ଦ ଗ୍ରେଟ | |
|---|---|
| କିଙ୍ଗ ଅଫ ଆରମେନିଆ | |
| ଶାସନ କାଳ | ଖ୍ରୀ.ପୂ. ୯୫-୫୫ |
| Buried | ଟାଇଗ୍ରାନୋସେର୍ଟା (ତୁର୍କୀର ସିଲଭାନ ନିକଟରେ) |
| ପୂର୍ବାଧିକାରୀ | ୨ୟ ଟାଇଗ୍ରେନ୍ସ |
| ଉତ୍ତରାଧିକାରୀ | ୨ୟ ଆର୍ଟାଭାସଡେସ |
| ରାଣୀ | ପୋଣ୍ଟସର କ୍ଲିଓପାଟ୍ରା |
| Offspring | କ୍ଲିଓପାଟ୍ରାଙ୍କ ତିନି ପୁଅ: ଜାରିଆଡ୍ରେସ, ଆର୍ଟାଭାସଡେସ ୨, ଟାଇଗ୍ରେନ୍ସ ଏବଂ ଦୁଇ ଝିଅ: ଜଣେ ବିବାହିତା ପାର୍ଥିଆର ପାକୋରସ ୧ ଏବଂ ଆଉ ଜଣେ ବିବାହିତା ମିଡ଼ିଆ ଆଟ୍ରୋପେଣ୍ଟେନର ମିଥିଡେଟ୍ସ ୧ |
| ରାଜବଂଶ | ଆର୍ଟାଜିଆଡ଼ |
| ପିତା | ଆର୍ଟାଭାସଡେସ ୧ ଅଥବା ଟାଇଗ୍ରେନ୍ସ ୧ |
| ଧର୍ମ | ଆରମେନିଆର ପାଗାନବାଦ |

ଟାଇଗ୍ରେନ୍ସ ୨,ଟାଇଗ୍ରେନ୍ସ ଦ ଗ୍ରେଟ ନାମରେ ଅଧିକ ଜଣା(ଆରମେନିଆନ: Տիգրան Մեծ, Tigran Mets;[୧] ପ୍ରାଚୀନ ଗ୍ରୀକ: Τιγράνης ὁ Μέγας Tigránes ho Mégas; Latin: Tigranes Magnus)[୨] (ଖ୍ରୀ.ପୂ.୧୪୦ – ୫୫) ଆରମେନିଆର ଜଣେ ରାଜା ଥିଲେ । ତାଙ୍କ ଅଧୀନରେ ଦେଶଟି ଖୁବ କମ ସମୟରେ ରୋମାନ ଭୂଖଣ୍ଡର ସବୁଠାରୁ ଅଧିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଥିଲା ।[୩]
ଆଧାର
[ସମ୍ପାଦନା]- ↑ Western Armenian pronunciation: Dikran Medz
- ↑ Ubbo Emmius (1620). Appendix Genealogica: illustrando operi chronologico adjecta. Excudebat Ioannes Sassivs. p. D5.
- ↑ Manaseryan, Ruben (2007). Տիգրան Մեծ՝ Հայկական Պայքարը Հռոմի և Պարթևաստանի Դեմ, մ.թ.ա. 94–64 թթ. [Tigran the Great: The Armenian Struggle Against Rome and Parthia, 94–64 B.C.] (in ଆର୍ମେନିଆନ୍). Yerevan: Lusakan Publishing. p. needed.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |