ଟକ୍ସ

ଉଇକିପିଡ଼ିଆ‌ରୁ

ଟକ୍ସ (English: Tux) ହେଉଛି ଲିନକ୍ସ ମାସ୍କଟ । ପ୍ରକୃତରେ ଏହାକୁ ଲ୍ୟାରୀ ଇୱିଙ୍ଗ (Larry Ewing) ଆଙ୍କି ଥିଲେ , କିନ୍ତୁ ଲିନକ୍ସର ଭିନ୍ନ ଭିନ୍ନ ଉତ୍ପାଦ ପାଇଁ ଏହାର ଅଲଗା ଚିତ୍ରଣ କରାଯାଇଥାଏ ।

ଟକ୍ସ, ଠିକ୍ ଯେପରି ଲ୍ୟାରୀ ଇୱିଙ୍ଗ (Larry Ewing)ଙ୍କଦ୍ୱାରା ଅଙ୍କା ଯାଇଥିଲା

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]