ଝମକ ଘିମିରେ

ଉଇକିପିଡ଼ିଆ‌ରୁ
ଝମକ ଘିମିରେ
ଝମକ କୁମାରୀ ଘିମିରେ
Writing with feet
ଜନ୍ମ
Jhamak Kumari Ghimire

10 July 1980
Kachide, Dhankuta, Nepal
ବୃତ୍ତି(ସମୂହ)Writer, columnist
ପ୍ରସିଦ୍ଧିJiwan Kada Ki Phool
ପୁରସ୍କାରMadan Puraskar

ଝମକ ଘିମିରେ‌ (ଜନ୍ମ:୧୯୮୦ ମସିହା, କାଚିଡ଼େ, ଧନକୁଟା, ନେପାଳ [୧]) ଜଣେ ଦକ୍ଷ ନେପାଳୀ ମହିଳା ସୃଷ୍ଟିକର୍ତ୍ତା ଅଟନ୍ତି । (ସେରେବେଲମ) ମସ୍ତିଷ୍କ ରୋଗରେ ପୀଡ଼ିତ ଘିମିରେ ହେଉଛନ୍ତି ଦୁନିଆର ଦଶମ ପ୍ରତିଭାବାନ ସାହିତ୍ୟିକ । ଜନ୍ମରୁ ସେମାନଙ୍କର ହାତ ଏବଂ ପାଦ ଗତିକରେ ନାହିଁ , ତେଣୁ ସେ ଠିଆ ହୋଇ ପାରନ୍ତି ନାହିଁ, ଚାଲନ୍ତି ନାହିଁ ଏବଂ କଥା କହିପାରନ୍ତି ନାହିଁ । କିନ୍ତୁ ସେ ଶୁଣି ପାରନ୍ତି ଏବଂ ସବୁ ବୁଝି ପାରନ୍ତି ।[୨] ଆନୁଷ୍ଠାନିକ ଶିକ୍ଷା ପାଇବାରେ ଅସମର୍ଥ ଘିମିରେ ନିଜ ଭାଇ ଓ ଭଉଣୀମାନଙ୍କୁ ଦେଖିବା ଏବଂ ଶୁଣିବାଦ୍ୱାରା ନିଜର ଦକ୍ଷତା ବିକାଶ କରିଥିଲେ । ସାହିତ୍ୟ ଲେଖା ପ୍ରତି ତାଙ୍କର ଆଗ୍ରହ ୯ବର୍ଷ ବୟସରେ ଆରମ୍ଭ ହୋଇଥିଲା।[୩] ସେ ନିଜ ପାଦ ସାହାଯ୍ୟରେ ଲେଖାଲେଖି କରନ୍ତି । ତାଙ୍କର ଲେଖା ନିୟମିତ ସ୍ତମ୍ଭ କାଣ୍ଟିପୁର ଦୈନିକ ଏବଂ ବ୍ଲାଷ୍ଟ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହୋଇଥିଲା । ପ୍ରଭାକ ଗୋର୍ଖା ଡାକସିନ ବାହୁ ଚୌଥି ଲଗାୟତରେ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି ।[୪]

ପୁରସ୍କାର[ସମ୍ପାଦନା]

  • ଝମକଙ୍କୁ କବିତା ରାମ ବାଲ ସାହିତ୍ୟ ପ୍ରତୀକ ପୁରସ୍କାର ୨୦୧୫ ଅସ୍ୱିକୃତ ବିଚାର ସାହିତ୍ୟ ଆନ୍ଦୋଳନ ମିଳିଥିଲା । [୫]
  • ପରେ ଅସ୍ୱିକୃତ ବିଚାର ସାହିତ୍ୟ ପୁରସ୍କାର ୨୦୧୬ ଅସ୍ୱିକୃତ ବିଚାର ସାହିତ୍ୟ ଆନ୍ଦୋଳନ ମିଳିଥିଲା। [୬]
  • ପରେ ମଦନ ପୁରସ୍କାର ପ୍ରାପ୍ତ କରିଥିଲେ ।

ଆଧାର[ସମ୍ପାଦନା]

  1. ASMITA: Who is Jhamak? Archived 18 January 2004[Date mismatch] at the Wayback Machine. (२००२ अगस्त)
  2. मेरो सिन्धु:प्रेरणाको एक अनुपम शिखर: झमक घिमिरे Archived 14 July 2011[Date mismatch] at the Wayback Machine. (जून २०११)
  3. "Times". Archived from the original on 28 मार्च 2012. Retrieved 12 जुलाई 2012. {{cite web}}: Check date values in: |access-date= and |archive-date= (help)
  4. "Online Nepali Literature Forum". Sahityaghar.com. 2006-12-25. Archived from the original on 4 मार्च 2016. Retrieved 2012-07-12. {{cite web}}: Check date values in: |archive-date= (help)
  5. "Aswikrit". aswikrit.com.
  6. "Aswikrit". aswikrit.com.