ଜୟପୁର ଉତ୍ଥିତ ରାଜପଥ

ଉଇକିପିଡ଼ିଆ‌ରୁ
Jaipur Elevated Skyway
Route information
Length:8 km (୫�0 mi)
Major junctions
From:Madrampur, Civil Lines
To:Vidhyut Nagar
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଜୟପୁର ଉତ୍ଥିତ ରାଜପଥ ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ସହର ଜଯପୁରଠାରେ ଅବସ୍ଥିତ । [୧]


ସୁବିଧା[ସମ୍ପାଦନା]

ଏହି ରାସ୍ତା ଫଳରେ ରାଜଧାନୀ ଜଯପୁରର ବ୍ୟସ୍ତ ବହୁଳ ଜକୋବ ରୋଡ , ରାଜଭବନ , ସିଭିଲ ଲାଇନ , ଶାଡୋଳା ଅଞ୍ଚଳର ଭିଡକୁ ନିଯନ୍ତ୍ରିତ କରି ହେବାସହ ଯାତାୟତ ସମୟରେ ବହୁ ଉନ୍ନତି ଘଟିବ ।[୨]

ରାସ୍ତାର ସଂପ୍ରସାରଣ[ସମ୍ପାଦନା]

[୩] ବର୍ତ୍ତମାନ ଏହି ଦୁଇ ଲେନ ବିଶିଷ୍ଟ ରାସ୍ତା ମାତ୍ର 2.95 କିଲୋମିଟର ଦୀର୍ଘତାର ହେଇଥିଲେ ମଧ୍ୟ ଏହା ଜଯପୁର ସହରର ଅତ୍ୟନ୍ତ ବ୍ୟସ୍ତ ସହର ରାସ୍ତା ପାଇଁ ଖୁବ ଉପଯୋଗୀ ସାବ୍ୟସ୍ତ ହୋଇଛି । ତେଣୁ ସରକାର ଏହାର ପରିବର୍ଦ୍ଧନ ପାଇଁ ଯୋଜନା ଚୁଡାନ୍ତ କରିଛନ୍ତି । ଏହାକୁ ଆଜମର ଆଡେ ଯାଉଥିବା ରାସ୍ତା ଆଡେ ମଧ୍ୟ ପରିବର୍ଦ୍ଧନ କରି 22 ନବର ଗୋଦାମ ଆଡେ ନେବାର ଯୋଜନା କରାଯାଇଛି ।

References[ସମ୍ପାଦନା]

  1. "Elevated road to open this mth". The Times of India. 11 September 2014. Archived from the original on 30 October 2014. Retrieved 29 October 2014.
  2. “Once the traffic is opened, there will be swift flow in vehicular moment in areas such as Jacob Road crossing, Raj Bhavan Road, Civil Lines road, Sodala , Shyaam Nagar , Hasanpura,” .
  3. After the great success of the Two-lane 2.95 km long elevated road at Ajmer Road Jaipur, The Government has approval a plan of extending the elevated road for decongestant of traffic at Shakar circle. In this plan, the present Jaipur elevated road at Ajmer Road will be extending towards 22 godown., http://www.jaipurcityblog.com/jaipur-development-authority-to-extend-jaipur-elevated-road-towards-22-godown/ Archived 2017-02-06 at the Wayback Machine.