ଜୟଦେବ ଉନାଡକଟ
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Jaydev Dipakbhai Unadkat | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | Left arm fast-medium | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | Bowler | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| Only Test (cap 267) | 16 December 2010 v South Africa | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap 197) | 24 July 2013 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | 21 November 2013 v West Indies | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| 2010–present | Saurashtra | |||||||||||||||||||||||||||||||||||||||||||||||||||||||||||||||||
| 2010–2012 | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
| 2013 | Royal Challengers Bangalore | |||||||||||||||||||||||||||||||||||||||||||||||||||||||||||||||||
| 2014–2015 | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
| 2016-present | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, 2 May 2014 | ||||||||||||||||||||||||||||||||||||||||||||||||||||||||||||||||||
ଜୟଦେବ ଦୀପକଭାଇ ଉନାଡକଟ [୧] (ଜନ୍ମ 18 ଅକ୍ଟୋବର , 1991 , ଗୁଜରାଟର ଫୋର ବନ୍ଦର ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ IPLରେ କଲିକତା ଦଳ ତରଫରୁ ଖେଳନ୍ତି । ସେ ଭାରତୀୟଜାତୀୟ ଦଳ ଓ ଭାରତୀୟ 19 ବର୍ଷରୁ ତଳ ଜାତୀୟ ଦଳର ମଧ୍ୟ ପ୍ରତିନିଧିତ୍ୱକରିଛନ୍ତି । [୨]
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]ଜୟଦେବଙ୍କ ଜନ୍ମ 18 ଅକ୍ଟୋବର , 1991 , ଗୁଜରାଟର ପୋରବନ୍ଦରଠାରେ ହୋଇଥିଲା । ସେ ସେଠାରେ ତାଙ୍କର 2009 ମସିହାରେ ସ୍କୁଲ ଶିକ୍ଷା ପ୍ରାପ୍ତ କରିଥିଲେ ।[୩]
ଖେଳ ଜୀବନୀ
[ସମ୍ପାଦନା]ରଣଜୀ ଟ୍ରଫିରେ ଉନ୍ନତ ଖେଳ ପ୍ରଦର୍ଶନ ପରେ ସେ IPLରେ ରାଜସ୍ଥାନ ରୟାଲ ଦଳ ବିରୂଢରେ ଖେଳି ଖୁବ ଆକର୍ଷକ ବୋଲିଂ କରିଥିଲେ । ସେ ତାଙ୍କର ପ୍ରଥମ ମେଚରେ 3 ୱିକେଟ ନେଇ କଲିକତା ଦଳର ବୋଲିଂ କୋଚ ୱାସିମ ଅକ୍ଜ୍ରାମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସେ ଭାରତୀୟ ଜାତୀୟ ଦଳ ପାଇଁ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବିରୁଦ୍ଧରେ ମେଚ ଖେଳି ଥିଲେ । ସେ ଜଣେ ଦ୍ରୁତ ବୋଲର ହେବା ସହ ଜଣେ ଉତ୍କୃଷ୍ଟ ଫିଲଡର ଭାବରେ ଜଣା ଶୁଣା ।
ଜୟଦେବ 2010 ମସିହା ଡିସେମ୍ବର 16 ତାରିଖରେ ଦକ୍ଷିଣ ଆଫ୍ରିକା ସହ ତାଙ୍କର ପ୍ରଥମ ଟେଷ୍ଟ ଖେଳିବାର ସୁଯୋଗପାଇଥିଲେ। ଆହତ ଜାହିର ଖାନଙ୍କ ସ୍ଥାନରେ ଖେଳି କିନ୍ତୁ ସେ କୌଣସି ୱିକେଟ ପାଇବାରେ ସଫଳ ହେଇ ନଥିଲେ । ତାହା ପରେ ସେ ଘରେଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନରେ ବିଫଳ ହେଇଥିଲେ ।
ପରେ ସେ କଲିକତା ଦଳ ଛାଡି IPL ପାଇଁ ବାଙ୍ଗାଲୋର ଦଳରେ 525,000 ଡଲାରରେ ଚୁକ୍ତିବଦ୍ଧ ହେଇ ସର୍ବମୂଲ୍ୟବାନ ଖେଳାଳି ଭାବରେ [୪]>ଯୋଗାଦେଇ ପୁଣି ଉତ୍ତମ ପ୍ରଦର୍ଶନକୁ ପ୍ରତ୍ୟାବର୍ତନ କଲେ । ଦିଲ୍ଲୀ ବିରୁଦ୍ଧ ମେଚରେ ସେ 25 ରନ ଦେଇ 5 ୱିକେଟ ନେଇ man of the match[୫] ପୁରସ୍କାର ମଧ୍ୟ ହାସଲ କରିଥିଲେ ।
2004 ମସିହାରେ ସେ ଦିଲ୍ଲୀ ଦଳ ପାଇ ଆଇପିଏଲ ଖେଳିଥିଲେ ଓ ଭଲ ପ୍ରଦର୍ଶନ ଜରିଆରେ ଭାରତୀୟ ଜାତୀୟ ଦଳାକୁ ପୁନରପ୍ରବେଶ କରିଥିଲେ । ତେବେ ତାଙ୍କର ଅନ୍ତର୍ଜାତିକ ପ୍ରଦର୍ଶନ ପୁଣି ନୈରାଶ୍ୟଜନକ ରହିଥିଲା । 2016 ଆଇପିଏଲ ପାଇଁ ସେ ପୁଣି କଲିକତା ଦଳ ପାଇଁ ଖେଳିଥିଲେ । ସେ ଟଙ୍କଟ T20 ଅନ୍ତର୍ଜାତିକ ମେଚ 2016ରେ ଜିମ୍ବାବ୍ୱେ ବିରୁଦ୍ଧରେ ଖେଳିଥିଲେ ।
ଆଢହର ସମୂହ
[ସମ୍ପାଦନା]- ↑ "Jaydev Unadkat". ESPN Cricinfo.
- ↑ "Jaydev Unadkat". Delhi Daredevils.[permanent dead link]
- ↑ "Jaydev Unadkat". cricinfo.com.
- ↑ "IPL player list at 2013 auction". ESPN Cricinfo. 3 February 2013.
- ↑ "Jaydev Unadkat's five-wicket haul sees Bangalore home by four runs against Delhi". Archived from the original on 2013-06-15. Retrieved 2016-12-03.
ବାହାର ଲିଙ୍କ
[ସମ୍ପାଦନା]- Jaidev Unadkat's profile page on Wisden
- Player profile: ଜୟଦେବ ଉନାଡକଟ from CricketArchive
- Jaydev Unadkat Royal Challenger Archived 2014-08-22 at the Wayback Machine.