ଜ୍ୟୋତି ଆମ୍ଗେ

ଉଇକିପିଡ଼ିଆ‌ରୁ
ଜ୍ୟୋତି ଆମ୍ଗେ
2013 ମସିହାରେ ଆମ୍ଗେ
ଜନ୍ମ (1993-12-16) ୧୬ ଡିସେମ୍ବର ୧୯୯୩ (ବୟସ ୩୦)[୧]
ନାଗପୁର, ମହାରାଷ୍ଟ୍ର, ଭାରତ
ବୃତ୍ତିକଳାକାର
ପ୍ରସିଦ୍ଧିପୃଥିବୀର ସବୁଠାରୁ ଛୋଟ ଜୀବନ୍ତ ମହିଳା
ଉଚ୍ଚତା2 ft 1 in (0.64 m)
ଜ୍ୟୋତି ଆମ୍ଗେ

ଜ୍ୟୋତି ଆମ୍ଗେ (ଜନ୍ମ: 16 ଡିସେମ୍ବର 1993)[୧] ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ଅନୁସାରେ ଦୁନିଆର ସବୁଠାରୁ ଛୋଟ ଭାରତୀୟ ମହିଳା ଅଟନ୍ତି ।[୨]

21 ଡିସେମ୍ବର 2011 ମସିହାରେ ଜ୍ୟୋତି ଆମ୍ଗେଙ୍କ 18ତମ ଜନ୍ମଦିନ ପରେ, ତାଙ୍କୁ ଅଧିକାରୀକ ଅନୁସାରେ ଦୁନିଆର ସବୁଠାରୁ ଛୋଟ ମହିଳା ବୋଲି ଘୋଷିତ କରାଗଲା , ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡର ଉଚ୍ଚତା 62.8 ଏବଂ nbsp; ସେଣ୍ଟିମିଟର (2 ft 0.6 in)। ତାଙ୍କର ସୀମିତ ଉଚ୍ଚ ଏକ "achondroplasia" ନାନକ ବୃଦ୍ଧି ଅସମାନ୍ୟତା କାରଣରୁ ହୋଇଛି ।[୩]

2012 ମସିହାରେ ସେ ନେପାଳରେ, ବିଶ୍ୱର ସବୁଠାରୁ ଛୋଟ ମଣିଷ ଚନ୍ଦ୍ର ବାହାଦୂର ଡ଼ାଙ୍ଗୀଙ୍କ ସହ ଦେଖା ହୋଇଥିଲେ। 2013 ମସିହାରେ 57 ତମ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ସଂସ୍କରଣ ପାଇଁ ଦୁଇ ଜଣଙ୍କୁ ଏକଜୁଟ କରାଯାଇଥିଲା । [୪]

ମାଧ୍ୟମ ଆବିର୍ଭାବ[ସମ୍ପାଦନା]

ଜ୍ୟୋତି ଆମ୍ଗେ "ଟେଓ ମେମୁକରୀ"ଙ୍କ ସହିତ, ଇଟାଲୀୟନ ଚ୍ୟାନେଲ "କନେଲ 5"ରେ 2012 ମସିହାରେ "ଲୋ ଶୋ ଡୀ ଆଇ ରେକର୍ଡ"ରେ କୋ-ହୋଷ୍ଟେଡ଼ ଥିଲେ ।

ଆମ୍ଗେ 2009 ମସିହାରେ, (ବଡି ଶକ): ଦୁଇ ଫୁଟ ଡେଙ୍ଗା କିଶୋରୀ ଶୀର୍ଷକରେ ଚିତ୍ରିତ କରାଯାଇଥିଲା । ସେ ଏକ ଭାରତୀୟ ଟେଲିଭିଜନ ଶୋ ବିଗ ବସ୍-6ରେ ଜଣେ ଅତିଥି ପ୍ରତିଭାଗୀ ମଧ୍ୟ ଥିଲେ 13 ଅଗଷ୍ଟ 2014 ମସିହାରେ, ସେ ଅମେରିକାନ ହରର ଷ୍ଟୋରି - ଫ୍ରିକ ଶୋର ଚତୁର୍ଥ ସିଜିନରେ "ଆମେରିକି ହରର ଷ୍ଟୋରି ସୂଚୀରେ - ମା ପେଟୀଟ"ଙ୍କ ଚରିତ୍ରରେ ଅଂଶଗ୍ରହଣ କରିଥିଲେ, [୫] ଯାହା 8 ଅକ୍ଟୋବର 2014 ମସିହାର ପ୍ରିମିୟର ହୋଇଥିଲା ।

ତାଙ୍କର ମହମ ପ୍ରତିମା ସେଲିବ୍ରେଟି ୱେକ୍ସ ସଂଗ୍ରହାଳୟ, ଲୋନାବଲରେ ରହିଛି ।


ଫିଲ୍ମୋଗ୍ରାଫି[ସମ୍ପାଦନା]

List of Films and Television Appearances
Year Title Role Notes
2009 Body Shock Herself Episode- Two feet high teen
2012–2013 Bigg Boss 6 Herself Guest appearance
2014–2015 American Horror Story: Freak Show Ma Petite 12 episodes

ଆଧାର[ସମ୍ପାଦନା]

  1. ୧.୦ ୧.୧ "New world's smallest woman: Ten things you need to know about Jyoti Amge". Guinness World Records. 14 December 2011. Retrieved 16 December 2015. Born on 16 December, 1993, in Nagpur Jyoti measures 61.95 cm (2 ft) tall
  2. "Tiny Teenager Stands Tall Despite Her Height of 23 Inches". foxnews.com. Fox News Channel. 9 April 2008. Retrieved 20 July 2008.
  3. Guinness World Records
  4. "World's shortest man, woman meet for first time". foxnews.com. 29 August 2012. Retrieved 13 March 2013.
  5. Bucksbaum, Sydney (13 August 2014). "Meet American Horror Story: Freak Show's Newest Addition: Jyoti Amge, the World's Smallest Woman!". E!. Retrieved 14 August 2014.