ଜୋଶନା ଚିନପ୍ପା
Jump to navigation
Jump to search
ଜ୍ୟୋତ୍ସ୍ନା ଚିନପ୍ପା | |
---|---|
![]() | |
ବ୍ୟକ୍ତିଗତ ତଥ୍ୟ | |
ଜନ୍ମ | ଚେନ୍ନାଇ, ଭାରତ | ୧୫ ସେପ୍ଟେମ୍ବର ୧୯୮୬
ଦେଶ | ![]() |
କେଉଁ ହାତ ବ୍ୟବହାର କରନ୍ତି | ଡାହାଣ |
ମହିଳା ସିଙ୍ଗଲ୍ | |
ସର୍ବୋଚ୍ଚ ରାଙ୍କ | 25 (ଅପ୍ରେଲ, 2013) |
ବର୍ତ୍ତମାନ ରାଙ୍କ | 26 (ସେପ୍ଟେମ୍ବର, 2013) |
Title(s) | 7 |
Updated on ମାର୍ଚ୍ଚ, ୨୦୧୭. |
ଜ୍ୟୋତ୍ସ୍ନା ଚିନପ୍ପା (ଜନ୍ମ ୧୫ ଡିସେମ୍ବର ୧୯୮୬) ଜଣେ ଭାରତୀୟ ମହିଳା ସ୍କ୍ୱାସ୍ ଖେଳାଳି ଅଟନ୍ତି । ୨୦୦୩ ମସିହାରେ ଅର୍ଡର ୧୯ ବିଭାଗରେ ବ୍ରଟିଷ୍ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଜିତିଥିବା ପ୍ରଥମ ମହିଳା ଅଟନ୍ତି । ସେ ଭାରତରେ ସବୁଠାରୁ କମ ବୟସର ନ୍ୟାସନାଲ୍ ଚାମ୍ପିୟନ ଅଟନ୍ତି । ତାଙ୍କ କ୍ୟାରିୟରର ସର୍ବାଧିକ ବିଶ୍ୱ ରାଙ୍କିଙ୍ଗ୍ ଥିଲା ୧୦।[୧]
ବର୍ତ୍ତମାନ ତାଙ୍କର ବିଶ୍ୱ ରାଙ୍କିଙ୍ଗ୍ ୩୨ ଅଟେ । ମଇ ୨୦୧୨ରେ ସେ ଚେନ୍ନାଇ ଓପନିଙ୍ଗରେ ମଧ୍ୟ ଜିତିଛନ୍ତି ।[୨]
ସ୍ୱର୍ଣ୍ଣ ପଦକ[ସମ୍ପାଦନା]
ଗ୍ଲାସ୍ଗୋରେ ହୋଇଥିବା ବିଂଶତମ କମନ୍ୱେଲ୍ଥ ଗେମ୍ସରେ ସ୍କ୍ୱାସରେ ୨ ଅଗଷ୍ଟ ୨୦୧୪ରେ ଦିପୀକା ପଲ୍ଲିକଲ୍ଙ୍କ ସହିତ ଯୋଡିରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । [୩] ଭାରତୀୟ ଯୋଡି ଇଂଲଣ୍ଡରେ ସ୍କ୍ୱାସର ଫାଇନାଲରେ ଜେନି ଡନ୍କାଫ ଏବଂ ଲାଡରା ମସାରୋଙ୍କ ଜୋଡିକୁ ହରାଇ ସଫଳତା ହାସଲ କରିଥିଲେ । ଏହା ଏଥିପାଇଁ ଐତିହାସିକ ଥିଲା କାରଣ ଏହା ପୂର୍ବରୁ ସ୍କ୍ୱାସ ଖେଳରେ ଭାରତ କେବେ ଆଗରୁ ପଦକ ଜିତି ନଥିଲା ।[୪][୫][୬]
ଉପଲବ୍ଧି[ସମ୍ପାଦନା]
- ଏନ ଏସ ସି ସିରିଜ ନଂ. ୬(ଟୁର ୧୨) ୨୦୦୯- ବିଜେତା
- ବ୍ରିଟିଷ ଜୁନିୟର ଓପନ, ୨୦୦୫- ବିଜେତା
- ଏସିୟନ ଜୁନିୟର୍ ୨୦୦୫-ବିଜେତା
- ବିଶ୍ୱ ଜୁନିୟର, ବେଲ୍ଜିୟମ, ୨୦୦୫- ଉପ ବିଜେତା
- ବ୍ରିଟିଷ ଜୁନିୟର ଓପନ, ୨୦୦୪- ବିଜେତା
- ଏସ ଏ ଏଫ ଖେଳ, ପାକିସ୍ତାନ, 2୦୦୪ -ସ୍ୱର୍ଣ୍ଣ
- ହଂକଂ ଇଭେଣ୍ଟ,୨୦୦୪- ଉପ ବିଜେତା
- ଏସୀୟ ଚାମ୍ପିୟନସିପ୍,୨୦୦୪ - ବ୍ରୋଞ୍ଜ୍
- ମଲେସିୟାନ ଜୁନିୟର,୨୦୦୪ -ବିଜେତା
- ଭାରତୀୟ ନ୍ୟାସ୍ନାଲ ଜୁନିୟର, ୨୦୦୪- ବିଜେତା
- ଭାରତୀୟ ନ୍ୟାସ୍ନାଲ ସିନିୟର, ୨୦୦୪- ବିଜେତା
ଆଧାର[ସମ୍ପାଦନା]
- ↑ "Joshna Chinappa rises to 11th in squash rankings". SportsCafe.in. 2016-06-01. Retrieved 2016-06-01.
- ↑ "Joshna Chinappa". Retrieved 2012-06-10.
- ↑ Vinod, A. (August 2, 2014). "Dipika and Joshna create history". The Hindu. Retrieved 2014-08-03.
- ↑ "Joshna Chinappa rises to 11th in squash rankings". SportsCafe.in. 2016-06-01. Retrieved 2016-06-01.
- ↑ "Joshna Chinappa clinches Chennai Open". The Times of India. 26 May 2012. Retrieved 2012-06-10.
- ↑ "Joshna Chinappa notches Winnipeg Open title". Zee News. 18 July 2014. Retrieved 18 July 2014.
ବାହାର ଆଧାର[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ Dipika Pallikal ବାବଦରେ ମାଧ୍ୟମ ରହିଛି । |