Jump to content

ଜେମ୍ସ କାମେରନ୍

ଉଇକିପିଡ଼ିଆ‌ରୁ
ଜେମ୍ସ କାମେରନ୍
କାମେରନ୍ ଜୁଲାଇ ୨୦୧୬ ରେ
ଜନ୍ମ
ଜେମ୍ସ ଫ୍ରାନ୍ସିସ୍ କାମେରନ୍

ଅଗଷ୍ଟ ୧୬, ୧୯୫୪ (ବୟସ )
ଶିକ୍ଷାନୁଷ୍ଠାନFullerton College
California State University, Fullerton
ବୃତ୍ତି(ସମୂହ)ଚଳଚ୍ଚିତ୍ର ନିର୍ମାତା, ପରିବେଷବିତ୍ତ୍, ଉନ୍ମୋଚକ, ଲୋକହିତକାରି
ସକ୍ରିୟ ବର୍ଷ୧୯୫୭–ବର୍ତ୍ତମାନ
ବୈବାହିକ-ସାଥୀ(s)
Sharon Williams
(m. ୧୯୭୮ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")

(m. ୧୯୮୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")

(m. ୧୯୮୯ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")

(m. ୧୯୯୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")

(m. ୨୦୦୦)
ସନ୍ତାନ
ପୁରସ୍କାରSee below

ଜେମ୍ସ୍ ଫ୍ରାନ୍ସିସ୍ କାମେରନ୍ (ଜନ୍ମ୍ ଅଗଷ୍ଟ ୧୬, ୧୯୫୪) ଜଣେ କାନାଡୀୟ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ସନ୍ଯୋଜକ, ଚିତ୍ରନାଟ୍ୟକାର, ଉଦ୍ଭାବକ, ଇଞ୍ଜିନିୟର୍, ଲୋକହିତକାରୀ ଓ ଗଭୀର-ସମୁଦ୍ର ଉନ୍ମୋଚକ. ସ୍ପେଶାଲ୍ ଇଫେକ୍ଟ୍ରେ କାମ କରିଲା ପରେ ସେ ବଡ଼ ସଫଳତା କାଳ୍ପନିକ ବିଜ୍ଞାନ ଏକ୍ସନ୍ ଚଳଚ୍ଚିତ୍ର "ଦ୍ ଟର୍ମିନେଟର୍"(୧୯୮୪)ର ନିର୍ଦ୍ଦେଶନା ଓ କାହାଣୀ ଲେଖାରେ ପାଇଥିଲେ। ସେ ତାହା ପରେ ଜଣେ ସଫଳ ହଲିଉଡ୍ ନିର୍ଦ୍ଦେଶକ ହୋଇଗଲେ ଏବଂ ଏଲିଅନ୍ସ୍ ଚଳଚ୍ଚିତ୍ରର କାହାଣୀ ଲେଖିବା ଓ ନିର୍ଦ୍ଦେଶନା ନିମନ୍ତେ ତାଙ୍କୁ ନିଯୁକ୍ତ କରାଗଲା; ତିନି ବର୍ଷ ପରେ ସେ ନିର୍ମାଣ କରିଥିଲେ ଦ୍ ଆବିୟ୍ସ୍। ସେ ଆହୁରି ସଫଳତା ପାଇଲେ ଚଳଚ୍ଚିତ୍ର ଟର୍ମିନେଟର୍ ୨: ଜଜମେଣ୍ଟ୍ ଡେରେ ସ୍ପେଶାଲ୍ ଏଫ୍ଫେକ୍ଟ୍ରର ବ୍ୟବହାର କରି।

ଟ୍ରୁ ଲାଇସ୍ (୧୯୯୪) ଚଳଚ୍ଚିତ୍ର ପରେ ସେ ବନେଇଥିଲେ ସେହି ସମୟର ସବୁଠାରୁ ବଡ଼ ସିନେମା ଟାଇଟେନିକ୍ (୧୯୯୭) ଯାହା ପାଇଁ ସେ ଏକାଡେମୀ ପୁରସ୍କାର ଶ୍ରେଷ୍ଠ ସିନେମା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଫିଲ୍ମ୍ ଏଡିଟିଙ୍ଗ୍ କ୍ଷେତ୍ରରେ ଜିତି ଥିଲେ।

  1. "Cameron, James" Archived May 27, 2013, at the Wayback Machine.. The Locus Index to SF Awards: Index of Dramatic Nominees. Locus Publications. Retrieved April 11, 2013.
  2. "Science Fiction Hall of Fame: EMP Museum Announces the 2012 Science Fiction Hall of Fame Inductees". May/June 2012. EMP Museum (empmuseum.org). Archived July 22, 2012. Retrieved March 19, 2013.