ଜେନିଫର ଉଇଙ୍ଗେଟ
ଦେଖଣା

ଜେନିଫର ଉଇଙ୍ଗେଟ ଛୋଟ ପରଦାର ଜଣେ ଆଗ ଧାଡିର ଉପସ୍ଥାପିକା,ମଡେଲ ଓ ଅଭିନେତ୍ରୀ।ସେ କସୈଟି ଜିନ୍ଦଗି କି,ଦିଲ ମିଲ ଗୟେ ଆଦି ଧାରାବାହିକ ଲଗି ବହୁତ ଚର୍ଚ୍ଚିତ ହୋଇଥିଲେ।
ଜୀବନ
[ସମ୍ପାଦନା]ଜେନିଫର ଉଇଙ୍ଗେଟ ଭାରତରେ ଜନ୍ମିତ । ତାଙ୍କ ବାପା ଜଣେ ମହାରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ଓ ମା ପଞ୍ଜାବୀ ସମ୍ପ୍ରଦାୟର।ଜେନିଫର ୧୨ ବର୍ଷ ବୟସରୁ ଅଭିନୟ କରି ଆସୁଛନ୍ତି।
ଅଭିନୟ ଜୀବନ
[ସମ୍ପାଦନା]ଜେନିଫର ଉଇଙ୍ଗେଟ ପ୍ରଥମେ ବାଲାଜୀ ଟେଲିଫିଲ୍ମସର ଧାରାବାହିକ କୋଇ ଦିଲ ମେ ହେରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ସେତେବେଳେ ତାଙ୍କୁ ୧୭ ବୟସ ହୋଇଥାଏ । କିନ୍ତୁ ତାଙ୍କୁ କସୌଟି ଜିନ୍ଦଗୀ କି ରୁ ବହୁତ ସଫଳତା ମିଳିଥିଲା । ଏହା ପରେ ଦିଲ ମିଲ ଗୟେ ଓ କିଛି ସିନେମାରେ ମଧ୍ୟ ସେ ଅଭିନୟ କରିଥିଲେ । ସାକାଲାକା ବୁମ ବୁମରେ ସେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ସେ କମେଡି କା ମହା ମୁକାବଲା,ଲାଫ୍ଟର କେ ଫଟକେ ଆଦି ଧାରାବାହିକରେ ଉପସ୍ଥାପିକା ମଧ୍ୟ ରହିଥିଲେ।
ଅଭିନୀତ ଧାରାବାହିକ
[ସମ୍ପାଦନା]| ଟେଲିଭିଜନ ଜଗତ | ଧାରାବାହିକ ନାମ | ଅଭିନୀତ ଚରିତ୍ର | ଚ୍ୟାନେଲ |
|---|---|---|---|
| ୨୦୦୪–୨୦୦୮ | କସୌଟି ଜିନ୍ଦଗି କି | ସ୍ନେହା ବଜାଜ | ଷ୍ଟାର ପ୍ଲସ |
| ୨୦୦୯-୨୦୧୦ | ଦିଲ ମିଲ ଗୟେ | ଡକ୍ଟର ରିଧିମା ମୋଦି | ଷ୍ଟାର ୱାନ |
| ୨୦୦୫-୨୦୦୬ | କୋଇ ଦିଲ ମେ ହେ | ପ୍ରିତୀ | |
| ୨୦୦୬–୨୦୦୯ | ସଙ୍ଗମ | ଗଙ୍ଗା ସାଗର ଭାଟିଆ | ଷ୍ଟାର ପ୍ଲସ |
| ୨୦୦୦–୨୦୦୪ | ସାକା ଲାକା ବୁମ ବୁମ | ପ୍ରିୟା | ଷ୍ଟାର ପ୍ଲସ |
| ୨୦୦୧–୨୦୦୫ | କୁସୁମ | ସିମରନ | ସୋନି ଟିଭି |
| ୨୦୦୭ | କହିଁ ତୋ ହୋଗା | ଶ୍ୱେତାଲେନା | ଷ୍ଟାର ପ୍ଲସ |
| ୨୦୦୮–୨୦୦୯ | କର୍ତିକା | କର୍ତିକା | ଡିସନି ଚ୍ୟାନେଲ |
| ୨୦୦୮ | କ୍ୟା ହୋଗା ନିମୋ କା | ନତାସା | ଷ୍ଟାର ପ୍ଲସ |
| ୨୦୦୮ | କାହନି ଘର ଘର କି | ଷ୍ଟାର ପ୍ଲସ | |
| ୨୦୦୮ | ଯରା ନଚକେ ଦିଖା | ପ୍ରତିଯୋଗୀ | ଷ୍ଟାର ପ୍ଲସ |
| ୨୦୦୯ | ଦେଖ ଇଣ୍ଡିଆ ଦେଖ | ଉପସ୍ଥାପିକା | ସୋନୀ ଟିଭି |
| ୨୦୦୯ | ଲାଫ୍ଟର କେ ଫଟକେ | ଉପସ୍ଥାପିକା | ଷ୍ଟାର ୱାନ |
| ୨୦୦୯ | କମେଡ଼ି ସର୍କସ | ପ୍ରତିଯୋଗୀ | ସୋନୀ ଟିଭି |
| ୨୦୧୦ | ଯରା ନଚକେ ଦିଖା | ଉପସ୍ଥାପିକା | ଷ୍ଟାର ପ୍ଲସ |
| ୨୦୦୯ | ଲକ୍ସ ପରଫେକ୍ଟ ବ୍ରାଇଡ଼ | ଉପସ୍ଥାପିକା | ଷ୍ଟାର ପ୍ଲସ |
| ୨୦୧୧ | ଜୋର କା ଝଟକା | ପ୍ରତିଯୋଗୀ | ଇମାଜିନ ଟିଭି |
| ୨୦୧୧ | କମେଡି କା ମହା ମୁକାବଲା | ଉପସ୍ଥାପିକା | ଷ୍ଟାର ପ୍ଲସ |
କଥାଚିତ୍ର
[ସମ୍ପାଦନା]| ମସିହା | କଥାଚିତ୍ର | ଅଭିନୀତ ଚରିତ୍ର |
|---|---|---|
| ୧୯୯୫ | ରାଜା କୋ ରାନୀ ସେ ପ୍ୟାର ହୋ ଗୟା | ତନୁ |
| ୨୦୦୩ | କୁଛ ନା କହୋ | ପୂଜା |
| ୨୦୧୨ | ଲଭ କିୟ ଅର ଲଗ ଗୟି | ରିଆ |
ବାହାର ଲିଙ୍କ
[ସମ୍ପାଦନା]- Jennifer Winget-Riddhima Archived 2012-04-16 at the Wayback Machine.
- Jennifer Winget Website Archived 2012-04-25 at the Wayback Machine.
ଆଧାର
[ସମ୍ପାଦନା]- http://www.indya.com/specials/SPA06/winners.html Archived 2011-09-30 at the Wayback Machine.
- http://fanclub.indya.com/fanclub.aspx?cid=113 Archived 2012-03-10 at the Wayback Machine.