ଜେନିଫର ଆଣ୍ଟୋନି

ଉଇକିପିଡ଼ିଆ‌ରୁ


ଜେନିଫର୍ ଆଣ୍ଟୋନି ଜଣେ ଭାରତୀୟ ଅଭିନେତ୍ରୀ[୧] [୨] ଏବଂ ମଡେଲ୍ । ସେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସ୍ ବାଙ୍ଗାଲୋର୍‌ରେ ଅଂଶଗ୍ରହଣ କରିଥିଲେ ଏବଂ ୧୯୯୨ରେ ଏହାକୁ ଜିତିବା ପରେ ଲୋକପ୍ରିୟତା ପାଇଥିଲେ । ଏହାପରେ ସେ କନ୍ନଡ଼ ଓ ମାଲାୟଲମ୍ କଥାଚିତ୍ରରେ ଅଭିନୟ କରନ୍ତି । ସେ ଜଣେ ଚିତ୍ରକାର ଭାବରେ ମଧ୍ୟ କାମ କରୁଛନ୍ତି ।[୩]

ଆଧାର[ସମ୍ପାଦନା]

  1. "Jennifer Antony will play Joy Mathew's wife - Times of India". The Times of India. Retrieved 11 September 2018.
  2. "Jennifer Antony – Biography, Movies, Age, Family & More - Indian Cinema Gallery". Indian Cinema Gallery (in ଆମେରିକୀୟ ଇଂରାଜୀ). 23 February 2018. Archived from the original on 11 September 2018. Retrieved 11 September 2018.
  3. "Jennifer Antony makes her M-Town debut - Times of India". The Times of India. Retrieved 22 December 2018.