Jump to content

ଜିନାତ

ଉଇକିପିଡ଼ିଆ‌ରୁ
ଜିନାତ
ଜାତୀୟତାବାଂଲାଦେଶ
ବୃତ୍ତିଅଭିନେତ୍ରୀ

ଜିନାତ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ୧୯୮୬ ମସିହାରେ, ଶୁଭୋଦା କଥାଚିତ୍ରରେ ଅଭିନୟ କରିବା ପାଇଁ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[] ନ୍ୟାୟ ଅନ୍ୟାୟ ଓ କୁସୁମ କୋଲି ଭଳି କଥାଚିତ୍ରରେ ମଧ୍ୟ ସେ କାମ କରିଛନ୍ତି ।

ବଛା ବଛା କଥାଚିତ୍ର

[ସମ୍ପାଦନା]
  • ଶୁଭୋଦା[]
  • ନ୍ୟାୟ ଅନ୍ୟାୟ[]
  • କୁସୁମ କୋଲି[]

ପୁରସ୍କାର ଓ ମନୋନୟନ

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ କାମ ଫଳାଫଳ
୧୯୮୬ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ସହ-ଅଭିନେତ୍ରୀ ଶୁଭୋଦା ବିଜୟୀ
  1. জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২). Bangladesh Film Development Corporation (in Bengali). Archived from the original (PDF) on 6 August 2019. Retrieved 6 August 2019.
  2. পাঁচ গানের গল্প. Kaler Kantho (in Bengali). 28 January 2016. Retrieved 19 September 2019.
  3. এটিএন বাংলায় জসিম সপ্তাহ. risingbd.com (in Bengali). 14 February 2015. Retrieved 19 September 2019.
  4. চলচ্চিত্র. Kaler Kantho (in Bengali). 8 February 2015. Retrieved 19 September 2019.

ବାହାର ଲିଙ୍କ୍

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ ଜିନାତ