ଜାଫର କରାଚିୱାଲା

ଉଇକିପିଡ଼ିଆ‌ରୁ
ଜାଫର କରାଚିୱାଲା
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ପ୍ରସିଦ୍ଧିହିପ୍ ହିପ୍ ହୁରେ

ଜାଫର କରାଚିୱାଲା ଜଣେ ଭାରତୀୟ ଅଭିନେତା ଯିଏକି ଜୀ ଟିଭିରେ ପ୍ରସାରିତ ଦୂରଦର୍ଶନ କାର୍ଯ୍ୟକ୍ରମ ହିପ୍ ହିପ୍ ହୁରେରେ ରଫି ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[୧] ଧାରାବାହିକ ବ୍ୟତୀତ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଛନ୍ତି ।

ଚଳଚ୍ଚିତ୍ର[ସମ୍ପାଦନା]

  • ଜଖମ୍ (୧୯୯୮)
  • ମାନସରୋବର (୨୦୦୪)
  • ଚା ପାନି ଇଟିସି (୨୦୦୪)
  • ବାଏ ବାଏ ମିସ୍ ଗୁଡ୍‌ନାଇଟ୍ (୨୦୦୫)
  • ଏ ମାଇଟି ହାର୍ଟ (୨୦୦୭)
  • ସୁପରଷ୍ଟାର୍ (୨୦୦୮)
  • ଏକ ଥୋ ଚାନ୍ସ (୨୦୦୯)
  • ଦିଲ୍ଲୀ ବେଲି (୨୦୧୧)
  • ରଶ୍ମି ରକେଟ୍ (୨୦୨୧)

ଆଧାର[ସମ୍ପାଦନା]

  1. "Suhana Zafar". The Hindu. 1 June 2005. Archived from the original on 6 November 2012. Retrieved 15 May 2010.

ବାହାର ଆଧାର[ସମ୍ପାଦନା]