ଜାଫର୍ ଇକବାଲ
ଦେଖଣା
ବ୍ୟକ୍ତିଗତ ସୂଚନା | |||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ୨୦ ଜୁନ ୧୯୫୬ | ||||||||||||||||
Playing position | Left wing | ||||||||||||||||
National team | |||||||||||||||||
1978- | India | {{{nationalcaps(goals)1}}} | |||||||||||||||
Medal record
|
ଜାଫର୍ ଇକବାଲ (ଜନ୍ମ 20 ଜୁନ , 1956 ) ଜଣେ ପୂର୍ବତନ ଭାରତୀୟ ଫିଲ୍ଡ ହକି ଖେଳାଳି ଓ ଜାତୀୟ ଦଳର ପୂର୍ବତନ ଅଧିନାଯକ । [୧]
ବୃତ୍ତିଗତ ଖେଳ ଜୀବନୀ
[ସମ୍ପାଦନା]ଶେଷ ଥର ପାଇଁ ଭାରତ ସ୍ୱର୍ଣପଦକ ଜିତିଥିବା 1980 ମସିହା ଅଲିମ୍ପିକ ଦଳର ସଦସ୍ୟ ଥିବା ଜାଫର ଜଣେ ଆକ୍ରାମକ ଫରୱାର୍ଡ ଭାବରେ ବିଖ୍ୟାତ ଥିଲେ । ସେ ଏସିୟ ଗେମ୍ସ , 1982 ଓ 1983 ଚମ୍ପିୟାନ ଟ୍ରଫି ଓ 1984 ଅଲିମ୍ପିକରେ ଭାରତୀୟ ଜାତୀୟ ହକି ଦଳର ଅଧିନାଯକ ଥିଲେ । ତାଙ୍କ ଉତ୍ତମ ଖେଳ ଯୋଗୁଁ ଭାରତ ଅନେକ ମେଚ ଜିତି ପାରିଥିଲା ।
ଜାଫର ଭାରତୀୟ କ୍ରୀଡ଼ାରେ ଥିବାଶ୍ରେଷ୍ଠ ଜାତୀୟ ପୁରସ୍କାର ଅର୍ଜୁନ ପୁରସ୍କାର ପାଇଥିଲେ । .[୨] ସେ ଭାରତୀୟ ଜାତୀୟ ଦଳ ପାଇଁ ମୁଖ୍ୟ କୋଚ ଭାବରେ 1993 ପ୍ରାରମ୍ଭରୁ 1994 ଅକ୍ଟୋବର ଯାଏ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଭାରତୀୟ ଏୟାରଲାଇନ୍ସରେ କାର୍ଯ୍ୟକରିବା ସହ ଜାତୀୟ ହକି ଚୟନ କର୍ତା ରହିଛନ୍ତି । [୩] ସେ 2012 ମସିହାରେ ନାଗରିକ ସମ୍ମାନ ପଦ୍ମଶ୍ରୀ ମଧ୍ୟ ପାଇଥିଲେ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- List of Indian hockey captains in Olympics
- Field hockey in India
- India national field hockey team
ଆଧାର
[ସମ୍ପାଦନା]- ↑ "Padma Shri is a recognition for Indian hockey: Zafar". Top News. 25 January 2012. Archived from the original on 4 March 2016. Retrieved 23 September 2013.
- ↑ Zafar Iqbal Biography and Statistics - Olympics at Sports-Reference.com
- ↑ "The Hindu : Sport : India sets up title clash with the Netherlands". Archived from the original on 2012-11-03. Retrieved 2016-12-08.