ଜାଫର୍ ଇକବାଲ

ଉଇକିପିଡ଼ିଆ‌ରୁ
ଜାଫର୍ ଇକବାଲ
ବ୍ୟକ୍ତିଗତ ସୂଚନା
ଜନ୍ମ (1956-06-20) ୨୦ ଜୁନ ୧୯୫୬ (ବୟସ ୬୭)
Playing position Left wing
National team
1978- India {{{nationalcaps(goals)1}}}
Medal record
Men's field hockey
Competitor for  ଭାରତ
Olympic Games
Gold 1980 Moscow Team

ଜାଫର୍ ଇକବାଲ (ଜନ୍ମ 20 ଜୁନ , 1956 )  ଜଣେ ପୂର୍ବତନ ଭାରତୀୟ ଫିଲ୍ଡ ହକି ଖେଳାଳି ଓ ଜାତୀୟ ଦଳର ପୂର୍ବତନ ଅଧିନାଯକ । [୧]

ବୃତ୍ତିଗତ ଖେଳ ଜୀବନୀ [ସମ୍ପାଦନା]

ଶେଷ ଥର ପାଇଁ ଭାରତ ସ୍ୱର୍ଣପଦକ ଜିତିଥିବା 1980 ମସିହା ଅଲିମ୍ପିକ ଦଳର ସଦସ୍ୟ  ଥିବା ଜାଫର ଜଣେ ଆକ୍ରାମକ ଫରୱାର୍ଡ ଭାବରେ ବିଖ୍ୟାତ ଥିଲେ । ସେ ଏସିୟ  ଗେମ୍ସ , 1982  ଓ 1983 ଚମ୍ପିୟାନ ଟ୍ରଫି ଓ 1984 ଅଲିମ୍ପିକରେ ଭାରତୀୟ ଜାତୀୟ ହକି ଦଳର ଅଧିନାଯକ ଥିଲେ । ତାଙ୍କ ଉତ୍ତମ ଖେଳ ଯୋଗୁଁ ଭାରତ ଅନେକ ମେଚ ଜିତି ପାରିଥିଲା । 

ଜାଫର ଭାରତୀୟ କ୍ରୀଡ଼ାରେ ଥିବାଶ୍ରେଷ୍ଠ ଜାତୀୟ ପୁରସ୍କାର ଅର୍ଜୁନ ପୁରସ୍କାର ପାଇଥିଲେ । .[୨] ସେ ଭାରତୀୟ ଜାତୀୟ ଦଳ ପାଇଁ ମୁଖ୍ୟ କୋଚ ଭାବରେ 1993 ପ୍ରାରମ୍ଭରୁ 1994 ଅକ୍ଟୋବର ଯାଏ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଭାରତୀୟ ଏୟାରଲାଇନ୍ସରେ କାର୍ଯ୍ୟକରିବା ସହ ଜାତୀୟ ହକି ଚୟନ କର୍ତା ରହିଛନ୍ତି । [୩] ସେ 2012 ମସିହାରେ ନାଗରିକ ସମ୍ମାନ ପଦ୍ମଶ୍ରୀ ମଧ୍ୟ ପାଇଥିଲେ । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Padma Shri is a recognition for Indian hockey: Zafar". Top News. 25 January 2012. Archived from the original on 4 March 2016. Retrieved 23 September 2013.
  2. Zafar Iqbal Biography and Statistics - Olympics at Sports-Reference.com
  3. "The Hindu : Sport : India sets up title clash with the Netherlands". Archived from the original on 2012-11-03. Retrieved 2016-12-08.

ବାହାର ଲିଙ୍କ [ସମ୍ପାଦନା]