ଜାନକୀ ବଲ୍ଲଭ ଦାଶ
ଦେଖଣା
ଜାନକୀ ବଲ୍ଲଭ ଦାଶ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅବସରପ୍ରାପ୍ତ ସରକାରୀ କର୍ମଚାରୀ |
ଉଲ୍ଲେଖନୀୟ କୃତି | ବିଦଗ୍ଧ ଶତକ, ବିରହ ଶତକ |
ପିତାମାତା | ଜଳନ୍ଧର ଦାଶ, ଶୈଳବାଳା ଦାଶ |
ଜାନକୀ ବଲ୍ଲଭ ଦାଶ (୬ ଅପ୍ରେଲ ୧୯୬୦) ଜଣେ ଭାରତୀୟ ଓଡ଼ିଆ କବି, ଗାଳ୍ପିକ, ଗୀତିକାର ଓ ଶିଶୁ ସାହିତ୍ୟିକ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଜାନକୀ ବଲ୍ଲଭଙ୍କ ଜନ୍ମ ପୁରୀ ଜିଲ୍ଲାର ପିପିଲି ଅନ୍ତର୍ଗତ ତେଇଶିପୁର ଗ୍ରାମରେ । ପ୍ରାଚୀନ କାବ୍ୟ କବିତାରେ ରୁଚି ରଖୁଥିବା ଜାନକୀ ଅବସର ପରେ ନିଜର ସଂପୂର୍ଣ୍ଣ ସମୟକୁ ସାହିତ୍ୟ ସାଧନାରେ ବିନିଯୋଗ କରିଛନ୍ତି । ନିଜ ଦିବଂଗତା ପତ୍ନୀ ସବିତାଙ୍କ ସ୍ମୃତିରେ ସେ ସବିତା ସ୍ମୃତି ସାହିତ୍ୟ ସଂସଦ ଗଠନ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ବିଦଗ୍ଧ ଶତକ (୨୦୨୧)
- ବିରହ ଶତକ (୨୦୨୧)
- ବିଦୀର୍ଣ୍ଣ ହୃଦୟ (୨୦୨୧)
- ଚିତ୍ରିତ କାନଭାସ (୨୦୨୨)
- ଭକ୍ତି ନୈବେଦ୍ୟ (୨୦୨୩)
- ଭକ୍ତି ସଂଗୀତ (୨୦୨୩)
- ନିସ୍ତବ୍ଧ ଶର୍ବରୀ (୨୦୨୪)
- ଶବ୍ଦର ଅଭିସାର (୨୦୨୪)[୧]
ଗଳ୍ପ
[ସମ୍ପାଦନା]- ଯୋଜନାର ଅନ୍ତରାଳେ (୨୦୨୩)
- ଅଳସ ଅପରାହ୍ନ (୨୦୨୩)
ଶିଶୁ ସାହିତ୍ୟ
[ସମ୍ପାଦନା]- ମଝିଆଁ ବୁଢା (୨୦୨୪, ଗଳ୍ପ)
- କଥା ପୁରୁଣା ଅସଲି ସୁନା (ଗଳ୍ପ)
- ଅକଲ ମକଲ ଟକଲ ଟିଆଁ (କବିତା)
ସମ୍ମାନ
[ସମ୍ପାଦନା]- ଅପରାହ୍ନ ପକ୍ଷରୁ କର୍କଟ ଯୋଦ୍ଧା ସମ୍ମାନ ୨୦୨୫[୨]
ଆଧାର
[ସମ୍ପାଦନା]- ↑ "ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ". Retrieved 2 January 2025.
- ↑ https://www.prameyaepaper.com/preview/251975/1337695/BHUBANESWAR/20250126/19