ଜାତୀୟ ରାଜପଥ 63 ( ଭାରତ )

ଉଇକିପିଡ଼ିଆ‌ରୁ

National Highway 63 marker

ଜାତୀୟ ରାଜପଥ 63
Route information
Length:460 km (୨୯୦ mi)
Major junctions
From:Nizamabad, Telangana
To:Jagdalpur, Chhattisgarh
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଛାଞ୍ଚ:Infobox road/meta/browse/sizepx NH 62 NH 64 ଛାଞ୍ଚ:Infobox road/meta/browse/sizepx

ଜାତୀୟ ରାଜପଥ 63 ( ଭାରତ ) (ପୂର୍ବରୁ ଜାତୀୟ ରାଜପଥ 16 ଥିଲା ),ଏକ ଭାରତୀୟ ଜାତୀୟ ରାଜପଥ ।ଏହାର ସମୁଦାୟ ଦୈର୍ଘ୍ୟ 460 କିଲୋମିଟର ଓ ଏହା  ତେଲେଙ୍ଗନା ରାଜ୍ୟର ନିଯମାବଦ ସହ ଛତିଶଗଡ଼ ରାଜ୍ୟର ଜଗଦଳପୁର ସହ ସଂଯୁକ୍ତ କରେ ।[୧] ଏହି ରାଜପଠା ଭାରତୀୟ ରାଜ୍ୟ ମହାରାଷ୍ଟ୍ର ମଧ୍ୟ ଦେଇ ମଧ୍ୟ ଯାଇଥାଏ । [୨]

Route[ସମ୍ପାଦନା]

  • ଏହି ରାଜପଥରେ ଥିବା ମୁଖ୍ୟ ସହରଗୁଡ଼ିକ ଏହିପରି , 
    • ତେଲେଙ୍ଗନା : ଅରମୂଢ଼ , ମୋରତାଡ , କମମରପଲ୍ଲୀ , ମେତପଲ୍ଲୀ , କୋରାତଳା ,ଜଗତିଆଲ ,ଲଖେତିପେଟ ,ମଞ୍ଚେରିଆଲ , ଜୟପୁର , ଚିନନୁର 
    • ମହାରାଷ୍ଟ୍ର : ଶିରୋଞ୍ଚା , କୋପେଲା , ପଥଗୁଡୁମ 
    •  ଛତିଶଗଡ଼  : ଭୋପାଳପତନମ , ମଦ୍ଦେଦ , ବିଜାପୁର, ନିମେଦ,ଭାଇରାମଗଡ ,ଭେରେତୁମାନନର , ଗିଦାମ , ବଗମୁଣ୍ଡି [୩]
  • ଆରମୁରଠାରେ ଏହି ରାଜପଥ , ଜାତୀୟ ରାଜପଥ 7କୁ ଅତିକ୍ରମ କରେ । 
  • ଭୋପାଳ୍ପତନାମଠାରେ ଏହା ଜାତୀୟ ରାଜପଥ 202 ସହିତ ମିଳିତ ହେଇଥାଏ । .

କାରିମନଗରଠାରେ ଏହି ରାଜପଥ ଗୋଦାବରୀ ନଦୀକୁ ଅତିକ୍ରମ କରେ । ମହାରାଷ୍ଟ୍ର ସୀମା ନିକଟରେ ଏହା ପ୍ରାଣହିତ ନଦୀ ଓ ଇନ୍ଦ୍ରାବତୀ ନଦୀ ଉପରେ ଯାଇଥାଏ । 

Gallery[ସମ୍ପାଦନା]

References[ସମ୍ପାଦନା]

  1. http://www.nhai.org/doc/23june12/nh_nh%20wise.pdf
  2. [୧] Details of National Highways in India-Source-Govt. of India
  3. NH16