ଜାତୀୟ ରାଜପଥ 163 ( ଭାରତ )
ଦେଖଣା
| ଜାତୀୟ ରାଜପଥ 163 | ||||
|---|---|---|---|---|
| Route information | ||||
| Length: | 334 km (୨୦୮ mi) | |||
| Major junctions | ||||
| From: | Hyderabad, Telangana | |||
| National Highway 44 in Hyderabad National Highway 65 in Hyderabad National Highway 63 at Bhopalpatnam | ||||
| To: | Bhopalpatnam, Chhattisgarh | |||
| Highway system | ||||
| ||||
ଜାତୀୟ ରାଜପଥ 163 ( ଭାରତ )(ପୂର୍ବତନ ଏନଏଚ-202 )ଏକ ଜାତୀୟ ରାଜପଥ ଯାହା ତେଲେଙ୍ଗନା ରାଜ୍ୟର ହାଇଦରାବାଦକୁ ଛତିଶଗଡ଼ ରାଜ୍ୟର ଭୁପାଳପାଟନମ ସହ ସଂଯୋଗ କରେ । ଏହି ରାସ୍ତା ଆଗରୁ ୱାରାଙ୍ଗାଲ ପର୍ଯ୍ୟନ୍ତ ରାଜ୍ୟ ରାଜପଥ ହିସାବରେ ଥିଲା । ତାହାକୁ ପରିବର୍ଧିତ ଓ ଉନ୍ନତି କରି ତାହାକୁ ଜାତୀୟ ରାଜପଥ ମାନ୍ୟତା ଦିଆ ଯାଇଥିଲା । ଗୋଦାବରୀ ନଦୀ ଉପରେ ଏହାର ନୂତନ ବ୍ରିଜ ନିର୍ମାଣ କରାଗଲା । ଏହି ସୁନ୍ଦର ରାସ୍ତା ତଡଭାଇ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଦେଇ ଯାଇଥାଏ ।
ପଥ
[ସମ୍ପାଦନା]- ହାଇଦେରବାଦ ସହରରୁ ଏହି ରାଜପଥ ବାହାରି ଗୋଲନାକା , ଅମ୍ବରପେଟ , ରମନାଥପୁର , ଉପ୍ପଳ କାଲାନ , ଘାତକେଶର ଅଞ୍ଚଳ ଦେଇ ମୂଷି ନଦୀର ଉତ୍ତର କୁଳ ଯାଏ ।
- ଘାଟକେସର, ଭୋଂଗୀର , ଆଲେରୁ , ଜଙ୍ଗାୟନ, ରଘୁନାଥପଲ୍ଲେ, ୱାରାଙ୍ଗାଲ ମୁଳୁଗ , ଚନଦୃପତଲା ଓ ଭଦ୍ରକାଳୀ [୧]ଆଦି ଅଞ୍ଚଳ ଦେଇ ଏହା ଯାଇଥାଏ ।
- ଏହି ରାଜପଥାଜାତିୟ ରାଜପଥ 63 ( ଭାରତ )କୁ ଭୋପାଳପତନମ ସ୍ଥାନରେ ଅତିକ୍ରମ କରିଥାଏ ।
- ହାଇଦେରବାଦଠାରେ ଏହା ଜାତୀୟ ରାଜପଥ 44 ସହ ମଧ୍ୟ ମିଳିତ ହୁଏ ।
ଜାତୀୟ ରାଜପଥ 163ର ବିବରଣୀ
[ସମ୍ପାଦନା]| Name [୨] | Relation | Status | Length | route | Remarks |
|---|---|---|---|---|---|
| NH163 | 3249370 | 334 km | N 63 near Bhopalpatnam, Venkatapuram, Warangal, NH 44 near Hyderabad |
ଆଧାର
[ସମ୍ପାଦନା]- ↑ Openstreetmap NH 163
- ↑ "Rationalisation of Numbering Systems of National Highways" (PDF). New Delhi: Department of Road Transport and Highways. Archived from the original (PDF) on 16 ଅଗଷ୍ଟ 2016. Retrieved 2 ସେପ୍ଟେମ୍ବର 2012.