Jump to content

ଜାତୀୟ ରାଜପଥ ୮ ( ପୁରାତନ ନମ୍ବର )

ଉଇକିପିଡ଼ିଆ‌ରୁ
ଦିଲ୍ଲୀ ଓ ଜଯପୁର ମଧ୍ୟରେ ଜାତୀୟ ରାଜପଥ ୪୮

ଜାତୀୟ ରାଜପଥ ୮ (NH-) ଏକ ଭାରତୀୟ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ।ଏହା ଭାରତୀୟ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯାଇଛି ଓ ଏହା ଆକଳନ ହିସାବରେ ଉପମହାସେଶରେ ସବୁଠୁ ବ୍ୟସ୍ତ ରାଜପଥ । ଏହି ରାଜପଥରେ ଗୁରୁଗାଁ , ଜଯପୁର, ସୁରାଟ , ଆଜମେର , ଉଦୟପୁର , ଅହମଦାବାଦ , ବରୋଦା ପଡିଥାଏ । ଏହାର ପୂର୍ଣା ଦୂରତା ୧୪୨୮ କିଲୋମିଟର ।.[]

An Indian National Highway at the outskirts of Delhi

ଏହି ରାଜପଥ ଭାରତ ସରକାରଙ୍କଦ୍ୱାରା ନିର୍ମିତ ଓ ଆଧୂନିକୀକରଣ ହେଇଥିବା  ' ସୁବର୍ଣ୍ଣ  ଚତୁର୍ଭୁଜ' ପ୍ରକଳ୍ପ  ର ଏକ ଅଂଶ । 

ଦିଲ୍ଲୀ  ମୁମ୍ବାଇ ଶିଳ୍ପ  କରିଡ଼ର 

[ସମ୍ପାଦନା]

ଭାରତ -ଜାପାନର ମିଳିତ ସହଯୋଗରେ ଏହି ବହୁ ମିଲିୟନ ଟଙ୍କାର କରିଡର ଜାତୀୟ ରାଜପଥ -୮ରେ ଅବସ୍ଥିତ । ୯୦ବିଲିଆନ ଦଳରଦ୍ୱାରା ନିର୍ମିତ ହେଇଥିବା ଏହି ପ୍ରକଳ୍ପର ପ୍ରଥମ ସୋପାନ ୨୦୧୨ରେ ସମ୍ପୂର୍ଣ୍ଣ ହେଲା । 

ବାହାର ଲିଙ୍କ 

[ସମ୍ପାଦନା]

ଅଧିକ ପଠନ 

[ସମ୍ପାଦନା]

ଆଧାର 

[ସମ୍ପାଦନା]
  1. [୧] Details of National Highways in India-Source-Govt. of India