Jump to content

ଜସ୍ୱାନ ରାଜ୍ୟ

ଉଇକିପିଡ଼ିଆ‌ରୁ
ଜସ୍ୱାନ ରାଜ୍ୟ
जसवान
Princely State

1170–1849
History
  Foundation of the state 1170
  Annexed by the British Raj 1849
Today part of Himachal Pradesh, India
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଜସ୍ୱାନ ରାଜ୍ୟ ଏକ ପ୍ରାଚୀନ ଭାରତୀୟ ରାଜ୍ୟ । ଏହା 1170 ମସିହାରୁ ବର୍ତ୍ତମାନର ହିମାଚଳ ପ୍ରଦେଶରେ ଥିଲା । ରାଜା ପୂର୍ବ ଚାନ୍ଦ ଏହାର ପ୍ରତିଷ୍ଠାତା ଓ ସେ କାଙ୍ଗରା ରାଜକୀୟ ପରିବାରରୁ ଆସିଥିଲେ । []

ଇତିହାସ 

[ସମ୍ପାଦନା]

ପ୍ରାରମ୍ଭିକ ଇତିହାସ 

[ସମ୍ପାଦନା]

ଲୋକ ବାଦ ଅନୁସାରେ ରାଜା ପୂର୍ବ ଚାନ୍ଦ ଏହାର ପ୍ରତିଷ୍ଠାତା ଓ ସେ କାଙ୍ଗରା ରାଜକୀୟ ପରିବାରର ବଂଶଜ ଥିଲେ []

ବ୍ରିଟିଶ ରାଜ ସମୟ ରେ 

[ସମ୍ପାଦନା]

 1815 ମସିହାରେ ଶିଖ ମହାରାଜା ରଣଜୀତ ସିଂହ ତାଙ୍କର ସମସ୍ତ ସୈନ୍ୟ ବଳ ସହ ନିକଟସ୍ଥ ସମସ୍ତ ଅଧୀନ ରାଜ୍ୟର ରାଜାମାନଙ୍କୁ ତାଙ୍କର ସେନାକୁ ସିଆଲକୋଟରେ ପହଞ୍ଚିବାକୁ ଆଦେଶ ଦେଲେ । ଜସ୍ୱାନର ରାଜା ସେହି ଆଦେସ୍ୱ୍ହ ପାଳନ କରି ପାରିଲେ ନାହିଁ । ଫଳସ୍ୱରୂପ ତାଙ୍କୁ ରାଜ୍ୟ ହରେଇବାକୁ ହେଲା । ଶିଖ ସମ୍ରାଟ ତାଙ୍କୁ 21ଟି ଗ୍ରାମର ଜାଗିର ଓ 12,00[]0 ଟଙ୍କା ବର୍ଷକ ଦେଇ ଥଇଥାନ କରିଥିଲେ । ସେ 1848 ମସିହାରେ ଶିଖ ମାନଙ୍କ ସହ ମିଶି ବ୍ରିଟିଶ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ , କିନ୍ତୁ ତାହା ଶାସଫଳ ରହିଲା । ତାଙ୍କର ମହଲକୁ ବ୍ରିଟିଶମାନେ ଧ୍ୱଂଶ କରିବା ସହ ତାଙ୍କର ଜାଗିରକୁ ଅଧିକାର କାଲେ । ତାଙ୍କୁ ଅଲମୋରା ନାମକ ସ୍ଥାନକୁ ସ୍ଥାନାନ୍ତର କରାଗଲା । ସେ ସେଠାରେ ପ୍ରାଣତ୍ୟାଗ କାଲେ ।[]0 1877 ମସିହାରେ ଜସ୍ୱାନ ଜାଗିର ସହରାଜପୁରା ଓ ଆମ୍ବ ଅଚଳର କିଛି ଗ୍ରାମ ମିଶେଇ ଉମମେଦ ସିଂହଙ୍କ ପୌତ୍ର ରାନ ସିଂହଙ୍କୁ ବ୍ରିଟିଶମାନେ ପ୍ରଦାନ କଲେ । ସେ ମହାରାଜା ଗୁଲବ ସିଂହଙ୍କ ପୌତ୍ରୀଙ୍କୁ ବିବାହ କରି ଜମ୍ମୁଠାରେ ଥିବା ରାମକୋଟ ରାଜ୍ୟ ମଧ୍ୟ ପାଇଲେ ।[]

ଶାସକ ଗଣ 

[ସମ୍ପାଦନା]

ଜସ୍ୱାନ ରାଜ୍ୟର ଶାସକମାନଙ୍କୁ " ରାଜା" କୁହାଯାଉଥିଲା []

ଆଧାର 

[ସମ୍ପାଦନା]

ବାହାର ଲିଙ୍କ 

[ସମ୍ପାଦନା]