ଜସ୍ୱାନ ରାଜ୍ୟ

ଉଇକିପିଡ଼ିଆ‌ରୁ
(ଜସ୍ଵାନ ରାଜ୍ୟରୁ ଲେଉଟି ଆସିଛି)
ଜସ୍ୱାନ ରାଜ୍ୟ
जसवान
Princely State

1170–1849
History
 •  Foundation of the state 1170
 •  Annexed by the British Raj 1849
Today part of Himachal Pradesh, India
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଜସ୍ୱାନ ରାଜ୍ୟ ଏକ ପ୍ରାଚୀନ ଭାରତୀୟ ରାଜ୍ୟ । ଏହା 1170 ମସିହାରୁ ବର୍ତ୍ତମାନର ହିମାଚଳ ପ୍ରଦେଶରେ ଥିଲା । ରାଜା ପୂର୍ବ ଚାନ୍ଦ ଏହାର ପ୍ରତିଷ୍ଠାତା ଓ ସେ କାଙ୍ଗରା ରାଜକୀୟ ପରିବାରରୁ ଆସିଥିଲେ । [୧]

ଇତିହାସ [ସମ୍ପାଦନା]

ପ୍ରାରମ୍ଭିକ ଇତିହାସ [ସମ୍ପାଦନା]

ଲୋକ ବାଦ ଅନୁସାରେ ରାଜା ପୂର୍ବ ଚାନ୍ଦ ଏହାର ପ୍ରତିଷ୍ଠାତା ଓ ସେ କାଙ୍ଗରା ରାଜକୀୟ ପରିବାରର ବଂଶଜ ଥିଲେ [୨]

ବ୍ରିଟିଶ ରାଜ ସମୟ ରେ [ସମ୍ପାଦନା]

 1815 ମସିହାରେ ଶିଖ ମହାରାଜା ରଣଜୀତ ସିଂହ ତାଙ୍କର ସମସ୍ତ ସୈନ୍ୟ ବଳ ସହ ନିକଟସ୍ଥ ସମସ୍ତ ଅଧୀନ ରାଜ୍ୟର ରାଜାମାନଙ୍କୁ ତାଙ୍କର ସେନାକୁ ସିଆଲକୋଟରେ ପହଞ୍ଚିବାକୁ ଆଦେଶ ଦେଲେ । ଜସ୍ୱାନର ରାଜା ସେହି ଆଦେସ୍ୱ୍ହ ପାଳନ କରି ପାରିଲେ ନାହିଁ । ଫଳସ୍ୱରୂପ ତାଙ୍କୁ ରାଜ୍ୟ ହରେଇବାକୁ ହେଲା । ଶିଖ ସମ୍ରାଟ ତାଙ୍କୁ 21ଟି ଗ୍ରାମର ଜାଗିର ଓ 12,00[୧]0 ଟଙ୍କା ବର୍ଷକ ଦେଇ ଥଇଥାନ କରିଥିଲେ । ସେ 1848 ମସିହାରେ ଶିଖ ମାନଙ୍କ ସହ ମିଶି ବ୍ରିଟିଶ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ , କିନ୍ତୁ ତାହା ଶାସଫଳ ରହିଲା । ତାଙ୍କର ମହଲକୁ ବ୍ରିଟିଶମାନେ ଧ୍ୱଂଶ କରିବା ସହ ତାଙ୍କର ଜାଗିରକୁ ଅଧିକାର କାଲେ । ତାଙ୍କୁ ଅଲମୋରା ନାମକ ସ୍ଥାନକୁ ସ୍ଥାନାନ୍ତର କରାଗଲା । ସେ ସେଠାରେ ପ୍ରାଣତ୍ୟାଗ କାଲେ ।[୧]0 1877 ମସିହାରେ ଜସ୍ୱାନ ଜାଗିର ସହରାଜପୁରା ଓ ଆମ୍ବ ଅଚଳର କିଛି ଗ୍ରାମ ମିଶେଇ ଉମମେଦ ସିଂହଙ୍କ ପୌତ୍ର ରାନ ସିଂହଙ୍କୁ ବ୍ରିଟିଶମାନେ ପ୍ରଦାନ କଲେ । ସେ ମହାରାଜା ଗୁଲବ ସିଂହଙ୍କ ପୌତ୍ରୀଙ୍କୁ ବିବାହ କରି ଜମ୍ମୁଠାରେ ଥିବା ରାମକୋଟ ରାଜ୍ୟ ମଧ୍ୟ ପାଇଲେ । [୧]

ଶାସକ ଗଣ [ସମ୍ପାଦନା]

ଜସ୍ୱାନ ରାଜ୍ୟର ଶାସକମାନଙ୍କୁ " ରାଜା" କୁହାଯାଉଥିଲା [୩]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]