ଜମ୍ମୁ ବିମାନ ବନ୍ଦର
Appearance
ଜମ୍ମୁ ବିମାନ ବନ୍ଦର جموں ہوائی اڈا Jamūn̲ Havā'ī Aḍā | |||
---|---|---|---|
IATA: IXJ – ICAO: VIJU | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Military/Public | ||
Owner | Indian Air Force[୧] | ||
ପରିଚାଳକ | Airports Authority of India and Indian Air Force | ||
ଅବସ୍ଥାନ | Jammu, Jammu and Kashmir, India | ||
ଉଚ୍ଚତା (ସମୁଦ୍ର ଠାରୁ) | 1,029 ft / 314 m | ||
ଦିଗବାରେଣି | 32°41′21″N 074°50′15″E / 32.68917°N 74.83750°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
18/36 | 6,699 | 2,042 | Asphalt |
Statistics (2014) | |||
Passenger movements | 915,580(8.28%) | ||
Source: AAI,[୨]List of busiest airports in India by passenger traffic</ref> |
ଜମ୍ମୁ ବିମାନ ବନ୍ଦର , ଶତବାରୀ ବିମାନ ବନ୍ଦର ଭାବେ ମଧ୍ୟ ପରିଚିତ [୩] (IATA: IXJ, ICAO: VIJU) ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଅବସ୍ଥିତ । ଏହା ଭାରତର ପାକିସ୍ତାନର ସୀମା ରେଖାରୁ 14 କିଲୋମିଟର ଦୂରରେ ଅବସ୍ଥିତ ।
ନିର୍ମାଣ
[ସମ୍ପାଦନା]ଏଠାରେ ଥିବା 6,500 ବର୍ଗମିଟର ସ୍ଥାନରେ ଥିବା ଟର୍ମିନାଲରୁ କେବଳ ଘରେଇ ଉଡାଣ ପାଇଁ ଯାତ୍ରୀଙ୍କ ପାଇଁ ସୁବିଧା ରହିଛି ।[୨]ଏହାର 2ଟି ଗେଟ ସହ 14ଟି କାଉଣ୍ଟର ରହିଛି ।[୨] ବାଇସ୍ନୋଦେବୀ ଯାତ୍ରୀଙ୍କ ସୁବିଧା ନିମନ୍ତେ ଏଠାରେ ସୂଚନା କେନ୍ଦ୍ର ରହିଛି । .[୪] ପିଚୁ [୫] ନିର୍ମିତ ରାନୱେ 2042[୨] ମିଟର ହେଇଥିବା ବେଳେ ଏଠାରୁ ଏୟାର ବସ A320 ଯାତ୍ରା କରି ପାରେ ।[୪]
ବିମାନସେବା ଓ ଗନ୍ତବ୍ୟ ସ୍ଥଳ
[ସମ୍ପାଦନା]ବିମାନ ସେବା | ଗନ୍ତବ୍ୟ |
---|---|
Air India | Delhi, Leh, Srinagar |
Air India Regional | Delhi |
GoAir | Delhi, Mumbai, Srinagar |
IndiGo | Delhi, Mumbai, Srinagar |
Vistara | Delhi, Srinagar |
ପରିସଙ୍ଖ୍ୟନ
[ସମ୍ପାଦନା]ଏଠାରୁ ବାର୍ଷିକ ଯାତ୍ରୀ ଚଳାଚଳ 845,555 ଥିଲା ଓ ଏହା 27 ତମ ଭାରତୀୟ ବ୍ୟସ୍ତତମ ବିମାନ ବନ୍ଦର ଥିଲା ।
ରାସ୍ତା
[ସମ୍ପାଦନା]ଜମ୍ମୁ ସହରରୁ 8 କିଲୋମିଟର ଦୂରରେ RS ପୁରା ରାସ୍ତାରେ ଏହା ଅବସ୍ଥିତ । [୬] ଏଠାକୁ ସହରକୁ ଟ୍ଯାକ୍ସି ଓ ବସ ସୁବିଧା ରହିଥାଏ । [୪]
ଆଧାର
[ସମ୍ପାଦନା]- ↑ "Evaluation Of Patna And Jammu Airport" (Press release). Indian Ministry of Civil Aviation. 19 August 2010. Retrieved 27 November 2016.
- ↑ ୨.୦ ୨.୧ ୨.୨ ୨.୩ "Jammu: Technical information". Airports Authority of India. 25 June 2014. Retrieved 27 November 2016. ଆଧାର ଭୁଲ: Invalid
<ref>
tag; name "aaiti" defined multiple times with different content - ↑ Lovell-Hoare, Sophie; Lovell-Hoare, Max (2014). Kashmir: Jammu, Kashmir Valley, Ladakh, Zanskar. Chalfont St Peter: Bradt Travel Guides. p. 230. ISBN 978-1-84162-396-2.
- ↑ ୪.୦ ୪.୧ ୪.୨ "Jammu: Passenger information". Airports Authority of India. 12 September 2016. Retrieved 27 November 2016.
- ↑ "Jammu -- VIJU". DAFIF. October 2006. Archived from the original on 28 November 2016. Retrieved 27 November 2016.
- ↑ "Jammu: General information". Airports Authority of India. 5 September 2016. Retrieved 27 November 2016.
ବାହାର ଲିଙ୍କ
[ସମ୍ପାଦନା]- ଛାଞ୍ଚ:ASNAviation Safety Network
- Jammu Airport ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)
- Jammu Airport at the Airports Authority of India