ଛାଞ୍ଚ ଆଲୋଚନା:Infobox Indian Jurisdiction

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଦିତ୍ୟ ଭାଇ ଏବେ ଯାଏଁ ଏହି ଛାଞ୍ଚ ଥିବା ସମସ୍ତ ଲେଖାକୁ ବଦଳ କରାଯାଇନାହିଁ । ଏଣୁ ଏବେ ଏହାକୁ ଘୁଞ୍ଚାନ୍ତୁ ନାହିଁ । ଆଉ ସେଟେଲମେଣ୍ଟ ଛାଞ୍ଚରେ ବହୁତ ଭୁଲ ଭଟକା ଅଛି । ସେସବୁ ବି ଠିକ କରାଯାଇନାହିଁ । ଏଣୁ ଏବେ ପାଇଁ ମନୁଆଲି ଗୋଟିଏ ଗୋଟିଏ କରି ଲେଖାକୁ Migrate Infobox Indian Jurisdiction to Infobox settlement ସ୍କ୍ରିପ୍ଟ ବ୍ୟବହାର କରି ଘୁଞ୍ଚାନ୍ତୁ ଓ ପାରଖୀ ନିଅନ୍ତୁ ଯେ ତଥ୍ୟପେଟିର ସବୁ ତଥ୍ୟ ଠିକ ଠାକ ଆସୁଛି କି ନାହିଁ । ଶେଷରେ ଛାଞ୍ଚ ଘୁଞ୍ଚାଇଦେବେ ।--ଶିତିକଣ୍ଠ (ଆଲୋଚନା) ୦୬:୫୮, ୨୯ ଜୁଲାଇ ୨୦୧୪ (UTC)