Jump to content

ଛନ୍ଦା ମିଶ୍ର

ଉଇକିପିଡ଼ିଆ‌ରୁ
ଛନ୍ଦା ମିଶ୍ର
ଛନ୍ଦା ମିଶ୍ର ୨୦୧୯ ମସିହାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାରଅକ୍ଷୟ ସଙ୍ଗୀତ ସମ୍ମାନ

ଛନ୍ଦା ମିଶ୍ର ଜଣେ ସାହିତ୍ୟିକା ଓ କଣ୍ଠଶିଳ୍ପୀ ।[] ତାଙ୍କ ଲିଖିତ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକା ସ୍ତମ୍ଭରେ ପ୍ରକାଶ ପାଇଛି ।[] ସେ ବିଭିନ୍ନ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ସେ ଜଡ଼ିତ ।

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "Odisha Bhasa Pratisthana". www.odishaculture.gov.in/. Culture dept Odisha Govt. Retrieved 22 July 2022. {{cite web}}: |archive-url= requires |archive-date= (help)
  2. "Utkal Prasanga" (PDF). www.magazines.odisha.gov.in/. Govt of Odisha. Retrieved 22 July 2022.[permanent dead link]
  3. "ରୁମଝୁମ ନାୟକଙ୍କୁ 'ଅକ୍ଷୟ ସାହିତ୍ୟ', ଛନ୍ଦା ମିଶ୍ର 'ଅକ୍ଷୟ ସଙ୍ଗୀତ'ରେ ସମ୍ମାନିତ". www.etvbharat.com. etvbharat. Retrieved 22 July 2022.
  4. "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମ୍ବାଦ. 10 December 2017. Archived from the original on 15 April 2025. Retrieved 15 April 2025.