ଚେନ୍ନଇ ବାଇପାସ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
Chennai Bypass
Route information
Maintained by National Highways Authority of India
Length:32 km (୨୦ mi)
History:Completed in 2010
Major junctions
From:Perungalathur, Kanchipuram district
To:Madhavaram, Tiruvallur district
Highway system
Chennai HSCTC

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଚେନ୍ନଇ ବାଇପାସ ଏକ୍ସପ୍ରେସୱେ, ଏକ ସମ୍ପୂର୍ଣ ଗତି ନିୟନ୍ତ୍ରିତ ଏକ୍ସପ୍ରେସବେ । ଏହା ଚେନ୍ନଇ ନିକଟରେ ଥିବା 4ଟି ଜାତୀୟ ରାଜପଥକୁ ସଂଯୋଗ କରେ ଓ ଏହା 3 କିଲୋମିଟର ଦୀର୍ଘ । ଏହା ଜାତୀୟ ରାଜପଥ 145ର ପେରୁନଙ୍ଗଲାଥୁରଠାରୁ ଜାତୀୟ ରାଜପଥ 5ରେ ଥିବା ମାଧବରାମ ପର୍ଯ୍ୟନ୍ତ ମଦୁରାଭୋୟାଲ ଦେଇ ଯାଇଛି । ଏହା 405 କୋଟି ଟଙ୍କା ବ୍ୟୟରେ ନିର୍ମିତ । ଏହା NH-145, NH-4, NH-205 ଓ NH-5କୁ ଯୋଗ କରିଥାଏ । 

ପର୍ଯ୍ୟାୟ [ସମ୍ପାଦନା]

ପ୍ରଥମ ପର୍ଯ୍ୟାୟ [ସମ୍ପାଦନା]

ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 10 କିଲୋମିଟର NH-45ରୁ ଚେନ୍ନଇ- ବାଙ୍ଗାଲୋର NH-4 ଯାଏ 2008 ମସିହାରେ ପୂର୍ଣ ହେଲା । 

ଦ୍ୱିତୀୟ ପର୍ଯ୍ୟାୟ [ସମ୍ପାଦନା]

ଦ୍ୱିତୀୟ ପର୍ଯ୍ୟାୟରେ ମଦୁରାଭୋୟାଲଠାରୁ ମାଧଭରମ ଯାଏ 13 କିଲୋମିଟର ତାହାପରେ ନିର୍ମିତ ହେଲା । 

ଉତ୍ଥିତ ରାସ୍ତା [ସମ୍ପାଦନା]

ବର୍ତ୍ତମାନ 3.2 କିଲୋମିଟରର ଉତ୍ଥିତ ରାଜପଥର ନିର୍ମାଣ କାର୍ଯ୍ୟ ଚାଲି 2009 ମସିହାରେ ସମାପ୍ତ ହେଲା । 

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Coimbatore bypass

ଆଧାର [ସମ୍ପାଦନା]